ଇଡିର ଜାଲରେ ପଡ଼ିଲେ ବ୍ୟବସାୟୀ ଅମୀୟ ଦାସ, ଏହା ପରେ ନେତା…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନେତା ଙ୍କ ପରେ ବ୍ୟବସାୟୀ ଇଡି ରେ ବ୍ୟବସାୟୀ ଅମିୟକାନ୍ତ ଦାସ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ଏକାଉଣ୍ଟ କୁ 10 ଲକ୍ଷ ପଠେଇଥିଲେ ଅମିୟକାନ୍ତ । 2022-23 ରେ 10 ଲକ୍ଷ ପଠେଇଥିଲେ । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସାମ୍ନାକୁ ଆସୁଛି ବହୁ ଚର୍ଚ୍ଚିତ ତଥ୍ୟ । ତେବେ ଇଡି ରେ ହାଜର ହେଲେ ବ୍ୟବସାୟୀ ଅମିୟକାନ୍ତ ଦାସ ।

ଆଜି ଇଡି ରେ ଜଣେ ବ୍ୟବସାୟୀ ହାଜର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଏହି ବ୍ୟବସାୟୀ ଙ୍କର ଟଙ୍କା ଲେଣ ଦେଣ ନେଇ ସୂଚନା ରହିଛି । 2021-22 ରେ ଅର୍ଚ୍ଚନା ଙ୍କ ଏକାଉଣ୍ଟ କୁ ଲକ୍ଷାଧିକ ଟଙ୍କା ପଠାଉଥିବା ଜଣା ପଡିଛି । 2021-22 ରେ ତାଙ୍କର ସଂସ୍କାର ଚିପ୍ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ଏକାଉଣ୍ଟ ରେ 10 ଲକ୍ଷ ଟଙ୍କା ଡିପୋଜିତ ହୋଇଥିଲା ।

ba

ତେବେ ବ୍ୟବସାୟିକ କାରଣ ରୁ ନାଁ ଅନ୍ୟ କିଛି କାରଣ ବସତ ସେ ଅର୍ଚ୍ଚନା ଙ୍କୁ ଟଙ୍କା ଦେଇଥିଲେ । ସେହି ନେଇ ଖୋଲ ତାଳ କରୁଛି ଇଡି । ସେପଟେ ପ୍ରବର୍ତନ ନିର୍ଦ୍ଧେଶାଳୟ ରେ ହାଜର ହୋଇ ପାରନ୍ତି ଫିଲ୍ମ ପ୍ରୋଜଜୋକ ଅକ୍ଷୟ ପରିଜା । ବ୍ଲାକମେଲିଂ ହନି ଟ୍ରାପ୍ ଏବଂ ଅର୍ଥ କାରବାର ମାମଲା ରେ ତାଙ୍କୁ ହାଜର ପାଇଁ ସୋମନ କରିଛି ଇଡି । ପୂର୍ବରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ହାଜର ହୋଇ ନଥିଲେ ଅକ୍ଷୟ ପରିଜା ଅର୍ଚ୍ଚନା ତାଙ୍କର ତିନି କୋଟି ଟଙ୍କା ମାଗି ବ୍ଲାକ ମେଲ କରୁଥିବା ନେଇ ଥାନା ର ଦ୍ୱାରସ୍ଥ ହୋଇଥିଲେ ।

ତେବେ ଅର୍ଚ୍ଚନା କଣ ପାଇଁ ଏହି ପ୍ରତିଷ୍ଟିତ ପରିଶର ଙ୍କୁ ଏତେ ମୋଟା ଅଙ୍କର ଟଙ୍କା ମାଗୁଥିଲେ ଏହା ପଛର ରହସ୍ୟ କଣ ସେହି ନେଇ ଏବେ ଅକ୍ଷୟ ପରିଜା ଙ୍କୁ ପଚାରି କହିବି । ଅର୍ଚ୍ଚନା ଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର ଙ୍କୁ ଆଉ ତିନି ଦିନ ରିମାଣ୍ଡ ରେ ନେଇ ପଚରା ଉଚୁରା କରୁଛି ଇଡି । ଏହା ପୂର୍ବରୁ 10 ଦିନ ରିମାଣ୍ଡ ଅବଦ୍ଧି ସମୟ ରେ ସବୁ ସତ ଓଗାଳି ପାରି ନାହିଁ ଖଗେଶ୍ୱର ପାଖରୁ ଇଡି । ସେହିଥି ପାଇଁ ତାଙ୍କୁ ଆଉ ତିନି ଦିନ ରିମାଣ୍ଡ ରେ ନେଇ ତଥ୍ୟ ଓଗାଳିବାକୁ ଚେଷ୍ଟା କରିବ ଇଡି ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *