ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର |

Cold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଥଣ୍ଡା କାସ ଏବଂ ଗଳା ରେ କଷ୍ଟ ଭଳି ସମସ୍ୟା ପାଇଁ ଆପଣ ମାନେ କେବଳ ଥରେ ଏହାକୁ ସେବନ କରନ୍ତୁ । ଜାହା ଦ୍ୱାରା ଆପଣ ମାନଙ୍କର ଏହି ଭଳି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହୋଇଯିବ । ବନ୍ଧୁଗଣ ଥଣ୍ଡା,କାଶ, ଜ୍ୱର ହେବା ଏହା ସାଧାରଣ ସମସ୍ୟା ଅଟେ । କିନ୍ତୁ ଶୀତ ଦିନ ମାନଙ୍କ ରେ ଆମେ ଅଳ୍ପ ଅସାବଧାନତା କାରଣ ରୁ ଆମେ ମାନେ ଏହାର ସଂସ୍ପର୍ଶ ରେ ଆସିଥାଏ ସେମିତି ରେ ବାରମ୍ବାର ଔଷଧ ର ସେବନ କରିବା ପରେ ଆପଣ ମାନଙ୍କର ଏହି ପରି ସମସ୍ୟା ଦୂର ହେଉ ନଥାଏ ।

ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହାକୁ ପ୍ରୋୟଗ କରି ପାରିବେ । ତେବେ ଆମେ ଯେଉଁ କାଢା ବା ଚାହା ପ୍ରସ୍ତୁତ କରିବା କଥା କହୁଛି ତାହା ପାଇଁ ଆପଣ ମାନେ ପ୍ରଥମେ ଆବଶ୍ୟକ ଏକ ଚାମଚ ଜୀରା, ପ୍ରଥମେ ଏକ ଗ୍ଲାସ୍ ପାଣି ନେଇ ଗୋଟିଏ ପାତ୍ର ରେ ଫୁଟାନ୍ତୁ । ଏବେ ଏହି ଥିରେ ଆପଣ ମାନେ ଅଧା ଚାମଚ ଜିରା ମିଶାନ୍ତୁ ଏବଂ ଏହାକୁ ସେତେ ବେଳ ଯାଏ ଫୁଟାନ୍ତୁ ଯେତେ ବେଳ ଯାଏ ଏହା ଫୁଟି ଫୁଟି ଅଧା ଗ୍ଲାସ୍ ଜଳ ରହି ନ ଯିବ ।

ଏହା ଥଣ୍ଡା ହେବା ପରେ ଆପଣ ମାନେ ଏଗାକୁ ଛାଣୀ ନିଅନ୍ତୁ ଏବଂ ସେହି ଥିରେ ଆପଣ ମାନେ ଆଠ ରୁ ଦଶ ଟି ତୁଳସୀ ପତ୍ର ମିଶାନ୍ତୁ । ଏବଂ ଏବେ ଆପଣ ମାନେ ଏହି ଥିରେ ନିଜର ଟେଷ୍ଟ ପାଇଁ ଅଧା ଚାମଚ ମହୁ ମିଶ୍ରଣ କରନ୍ତୁ । ଏବେ ଆପଣ ମାନଙ୍କର ଉପଚାର ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ ।

Remedies

ଜାହା ଆପଣ ମାନଙ୍କ ଶରିରୀ କୁ ଅନେକ ପ୍ରକାରର ରୋଗ ରୁ ବଞ୍ଚେଇ ଆପଣ ମାନଙ୍କୁ ରଖିବ । ତେବେ ଆପଣ ମାନେ ବି ଯଦି ଚାହାଁନ୍ତି ଆପଣ ମାନଙ୍କ ଶରୀର ରେ କୈଣସି ବ ରୋଗ ନ ରହୁ ତେବେ ବିଳମ୍ବ ନ କରି ଆପଣ ମାନେ ଆଜି ହିଁ ଏହାର ବ୍ୟବହାର କରି ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ