ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଡୋନର ମିଳୁନଥିବା ବେଳେ ଚିକିତ୍ସା ଚାଲୁଥିବା ବେଳେ ଚାଲିଗଲା ଜିବନ । ତେବେ ସବୁଠାରୁ ବଡ ଖବର ବର୍ତମାନ ସମୟ ରେ ସାମ୍ନାକୁ ଆସିଛି । ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପିଣ୍ଟୁ ନନ୍ଦ ଦେହ ପାଖା ପାଖି 1 ବର୍ଷ ହେଲା ଖରାପ ଥିଲା । ଯାହା ଦ୍ୱାରା ସେ ଚିନ୍ତିତ ହେବା ସହିତ ସେ ବହୁତ ସମୟରେ ଗୁଣିଆ ପାଖକୁ ଯାଉଥିଲେ ।
ଯେମିତି ହେଉ ସେ ସୁସ୍ଥ ହୋଇଯିବେ ତାଙ୍କର ଜଣେ ସାଥି କଳାକାର ବିଜୁ ବଡ ଜେନା କହିଛନ୍ତି । ଯେ ପିଣ୍ଟୁ ନନ୍ଦ ଦୁଇ ତିନି ଥର ଗୁଣିଆ ପାଖରେ ଜାଇ ଝାଡି ଝୁଡି ହୋଇଥିଲେ । ତା ପରେ ତାଙ୍କର କଣ ହେଲା ସେ ସଂମ୍ପର୍ଣ୍ଣ ଅଲଗା ମୋଡରେ ରହିଲେ । ବିଜୁ ବଡ ଜେନା ଙ୍କ କହିବା ଅନୁସାରେ ପିଣ୍ଟୁ ନନ୍ଦ ଦେଶୀ ଉପାୟ ରେ ଝଡା ଫୁଙ୍କା ହେବାକୁ ଯାଉଥିଲେ ।
ତାଙ୍କର କୁଆଡେ ବିଶ୍ୱାସ ରହିଥିଲା ଯେ ଏହି ମାଧ୍ୟମ ରେ ତାଙ୍କର ଲିଭର ଯଣ୍ଡିସ୍ ଭଲ ହୋଇଯିବ । ଏହି ଭଳି ଭାବେ ସମୟ ଗଡି ଚାଲିଲା ଆଉ ଏକ ବର୍ଷ ଭିତରେ ଆହୁରୀ ଗୁରୁତ୍ୱର ହୋଇ ପଡିଲେ । ଏବଂ ଶେଷରେ ତାଙ୍କୁ ମେଡିକାଲ ନିଆଜାଇ ଥିଲା ଶେଷରେ ଜଣା ପଡିଲା ଯେ ତାଙ୍କର 80 ପ୍ରତିଶତ ଲିଭର ଖରାପ ହୋଇ ଜାଇଥିଲା ।
ସାଙ୍ଗେ ସାଙ୍ଗେ ଡାକ୍ତର କହିଥିଲେ ଦିଲ୍ଲୀ ମେଡିକାଲ କୁ ନେଇ ଯିବା ପାଇଁ ସମସ୍ତଙ୍କର ଆଶୁ ବିଶ୍ୱାସ ରହିଥିଲା କି ଦିଲ୍ଲୀ ମେଡିକାଲ ରେ ପିଣ୍ଟୁ ନନ୍ଦ ସୁସ୍ଥ ହୋଇଯିବେ ବୋଲି ଦିଲ୍ଲୀ ରେ ସୁସ୍ଥ ନ ହେବା ପରେ ତାଙ୍କୁ ହାଇଦ୍ରାବଦ ନିଆଜାଇ ଥିଲା । ହେଲେ ସେଠାରେ ସେ ଜିବନ ଯୁଦ୍ଧରେ ହାରି ଜାଇଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।