ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ଆଉ ମୋଟେ ବି ଡେରି ନ କରି ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ସେହି ସବୁ ବିଷୟ ରେ ।

ଦିନେ ସେ ଥିଲେ ଓଡ଼ିଆ ସିନେମା ଜଗତ ର ଚର୍ଚ୍ଚିତ ତଥା ଲୋକ ପ୍ରିୟ ଅଭିନେତ୍ରୀ । ସେ 1998 ରେ ନିଜର କେରିଅର ସୈଭାଗ୍ୟ ବତୀ ଚଳଚିତ୍ର ରୁ ନିଜର ଡେଭ୍ୟୁ କରି ଥିଲେ । ଏବଂ ପରବର୍ତି ସମୟ ରେ ତୋ ଆଖି ମୋ ଆଇନା , ସହର ଜଳୁଛି ଆହୁରୀ ମଧ୍ୟ ଅନେକ ଗୁଡିଏ ଚଳଚିତ୍ର ରେ ସେ ମୂଖ୍ୟ ନାୟିକା ଭାବେ ଅଭିନୟ କରି ଦର୍ଶକ ଙ୍କର ମନ ଜିଣି ପାରି ଥିଲେ । 2007 ମସିହା ରେ ସେ ଜୟଜଗନ୍ନାଥ ଫିଲ୍ମ କରିବା ପରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।

Jyoti Mishra

ତେବେ ସଂସାରିକ ଜିବନ ମଧ୍ୟ ରେ ସେ ଆଉ ଅଭିନୟ ଜଗତ କୁ ଆଉ ଫେରି ପାରି ନ ଥିଲେ ଆଉ ତାଙ୍କର ଅଭିନୟ ଦେଖିବା ପାଇଁ ମିଳି ନ ଥିଲା । ତେବେ ଜ୍ୟୋତି ମିଶ୍ର ଅଭିନୟ ଜଗତ କୁ ନ ଫେରିବାର ମୂଖ୍ୟ କାରଣ ଥିଲା ମାଆ ର ମମତା ମାଆ ହେବାର ସୈଭାଗ୍ୟ ପାଇବା ପରେ ପୁଅର ପିଲା ବେଳକୁ ମିସ୍ କରିବାକୁ ଚାହୁଁ ନଥିଲେ ସେ ଠିକ୍ ଭାବେ ପୁଅର ଯତ୍ନ ନେଇ ତାକୁ ମଣିଷ ଟିଏ କରି ଗଢି ତୋଳିବାକୁ ଲକ୍ଷ ରହିଥିଲା ଜ୍ୟୋତି ମିଶ୍ର ।

ସେହିଥି ପାଇଁ ପୁଅ ବଡ ହେବା ପର୍ଯ୍ୟନ୍ତ ସେ ଅଭିନୟ ଜଗତ ରୁ ଦୂରେଇ ରହିବେ ବୋଲି ସପଥ ନେଇଥିଲେ । ହେଲେ ଏବେ ସେ ପୁଣି ଫେରିଛନ୍ତି ସିନେ ଦର୍ଶକ ମାନଙ୍କ ପାଖକୁ । ତେବେ ଜ୍ୟୋତି ମିଶ୍ର ପୁଣି ଥରେ ଅଭିନୟ ଦୁନିଆ ରେ ପାଦ ଦେଇଛନ୍ତି । ତେବେ ସେ ସିଦ୍ଧାନ୍ତ ମହାପତ୍ର ଙ୍କ ସହିତ ଚଳଚିତ୍ର କରିବା ପାଇଁ ସେ ବହୁତ ଇଚ୍ଛୁକ ରହିଛନ୍ତି । କାରଣ ତାଙ୍କର କରି ଥିବା ସମସ୍ତ ଚଳଚିତ୍ର ସୁପର ହିଟ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *