ଦୂର ହୋଇଯିବ ଜୀବନର ପ୍ରତୀଟି ସମସ୍ୟା, କେବଳ ମଶାଣିକୁ ଯାଇ ଏହି କାମଟି କରିଦିଅନ୍ତୁ ।

Spread the love

ମଶାଣି ସହ ଜଡିତ ଏହି ଉପାୟଟି କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଇ ଥାଏ ।

ମଶାଣି ସହ ଜଡିତ ଏହି ଉପାୟଟି କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଇଥାଏ । ଯଦି ଆପଣଙ୍କ ଜୀବନରେ କୌଣସି କାର୍ଯ୍ୟରେ ବାଧା ଉପୁଜି ଥାଏ; ତେବେ ତଳେ ଦିଆ ଯାଇଥିବା ଉପାୟଟି ଆପଣାଇବା ଦ୍ଵାରା ଜୀବନରୁ ପ୍ରତୀଟି ଦୁଖକଷ୍ଟ ଦୂର ହୋଇଯିବ ।

ଏହି ଉପାୟ ଗୁଡିକ ଆପଣାଇବା ଦ୍ଵାରା ଜୀବନରୁ ପ୍ରତୀଟି ଦୁଖକଷ୍ଟ ଦୂର ହୋଇଯିବ :

ଖରାପ ଗ୍ରହର ପ୍ରଭାବ ଦୂର ହୋଇଥାଏ :

ନିଜ କୁଣ୍ଡଳୀରେ ଥିବା ଖରାପ ଗ୍ରହର ପ୍ରଭାବ ଦୂର କରିବା ପାଇଁ ଏହି ଉପାୟକୁ ଆପଣାନ୍ତୁ । ଆପଣ ଯେତେବେଳେ ମଶାଣିରୁ ଫେରୁଛନ୍ତି, ଆସିବା ସମୟରେ ରାସ୍ତାରେ ମୁଦ୍ରା ପକାଇ ପକାଇ ଆସନ୍ତୁ କିନ୍ତୁ ଏହି ସମୟରେ ପଛକୁ ବୁଲି ଦେଖନ୍ତୁ ନାହିଁ । ଘରକୁ ଆସିବା ପରେ ନିଶ୍ଚିୟ ସ୍ନାନ କରନ୍ତୁ । ଏହି ଉପାୟଟି ପାଳନ କରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯିବ ।

ରୋଗରୁ ମୁକ୍ତି :

ରୋଗରୁ ମୁକ୍ତି ପାଇବା ପାଇଁ ରାତ୍ର ସମୟରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ତମ୍ବାର ଏକ ମୁଦ୍ରା ରଖିଦିଅନ୍ତୁ ଏବଂ ସେହି ମୁଦ୍ରାକୁ ତା’ପରଦିନ ସକାଳେ ମଶାଣିକୁ ଯାଇ ଫୋପାଡି ଆସନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କର ଗମ୍ଭୀରରୁ ଗମ୍ଭୀର ରୋଗ ଦୂର ହୋଇଯାଇଥାଏ । ଏହି ଉପାୟଟିକୁ ଶନିବାର ଦିନ କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ସହ ଏହି ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ ।

ଜୀବନରେ ସଫଳତା ମିଳିବ :

ଜୀବନରେ ସଫଳତା ପାଇବା ପାଇଁ ମାଟି ପାତ୍ରରେ ମଶାଣିରୁ ପାଣି ଆଣନ୍ତୁ ଏବଂ ସେହି ମାଟି ପାତ୍ରରେ ଗୋଟିଏ ରୂପାର ଖଣ୍ଡ ପକାଇ ଦିଅନ୍ତୁ । ମାଟିର ଏହି ପାତ୍ରକୁ ଘରର ପୂର୍ବ ଦିଗରେ ରଖି ଦିଅନ୍ତୁ । ଏହି ଉପାୟ ପାଳନ କରିବା ଦ୍ଵାରା ଆପଣଙ୍କୁ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସଙ୍ଗେ ସଙ୍ଗେ ଜୀବନରେ ସଫଳତା ମଧ୍ୟ ମିଳିବ ।

ଜୀବନର ପ୍ରତୀଟି ସମସ୍ୟା ଦୂର ହୋଇଯିବ :

ଜୀବନର ପ୍ରତୀଟି ସମସ୍ୟା ଦୂର କରିବା ପାଇଁ ମଶାଣିକୁ ଯାଇ ଏକ ତେଲର ଦୀପ ପ୍ରଜ୍ଵଳନ କରନ୍ତୁ । ସପ୍ତାହର କୌଣସି ଏକ ଦିନରେ ଏହି ଉପାୟଟି ପାଳନ କରିପାରିବେ । ଏହି ଉପାୟଟି ପାଳନ କରିବା ଦ୍ଵାରା ଜୀବନର ପ୍ରତୀଟି ସମସ୍ୟା ଦୂର ହୋଇଯିବ ।

ଚନ୍ଦ୍ରଦୋଷକୁ ଦୂର କରିବା ଉପାୟ :

ଯେଉଁ ବ୍ୟକ୍ତି ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର ଦୋଷ ଅଷ୍ଟମ ଗ୍ରହରେ ରହିଛି; ଏହି ଉପାୟଟି ପାଳନ କରିବା ଆବଶ୍ୟକ । ଗୋଟିଏ ଗିନାରେ ଚାଉଳ ନେଇ ମଶାଣିରେ ରଖି ଆସନ୍ତୁ । ଏହି ଉପାୟ ପାଳନ କରିବା ଦ୍ଵାରା ଚନ୍ଦ୍ର ଦୋଷ ଦୂର ହୋଇଯାଇ ଥାଏ ।

ବିଶେଷ ଧ୍ୟାନ ଦେବେ ଏହି ଉପାୟ ଗୁଡିକ କେବଳ ସକାଳ କିମ୍ବା ମଧ୍ୟାହ୍ନ ସମୟରେ ହିଁ କରିବେ । ରାତ୍ର ସମୟରେ କିମ୍ବା ଅନ୍ଧକାର ସମୟରେ ଏହି ଉପାୟ ଗୁଡିକ କରିବେ ନାହିଁ । ଯେତେବେଳେ ମଧ୍ୟ ଏହି ଉପାୟ ଗୁଡିକ ପାଳନ କରିବେ ଏକୁଟିଆ ହିଁ ମଶାଣିକୁ ଯିବେ, କୌଣସି ବ୍ୟକ୍ତିଙ୍କୁ ନିଜ ସହ ନେବେ ନାହିଁ ।