ମାତ୍ର ଗୋଟିଏ ଦିନରେ ସାରା ଶରୀରରେ ରହିଥିବା ମଇଳା ହୋଇଯିବ ସଫା ! ଆପଣାନ୍ତୁ ଏହି ଉପାୟ

Spread the love

ଆଜି ଆପଣଙ୍କୁ ଆମେ ଏମିତି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଶରୀରରେ ଥିବା ସବୁ ମଇଳାକୁ ଏକା ସାଥିରେ ସଫା କରିପାରିବେ, କୌଣସି ଡାକ୍ତର ପାଖକୁ ଯିବାକୁ ପଡିବ ନାହିଁ, ଆପଣ ନିଜେ ଓ ନିଜ ଘରେ ଏହାକୁ କରିପାରିବେ । କେବଳ ଏହି ଉପାୟକୁ ଆପଣାଇବାକୁ ପଢିବ । କୌଣସି କଷ୍ଟସାଧ୍ୟ କାମ ନୁହେଁ । ଅତି ସହଜ ଓ ସରଳ ଉପାୟ । ମାତ୍ର ଗୋଟିଏ ଦିନରେ ସାରା ଶରୀରରେ ରହିଥିବା ମଇଳା ହୋଇଯିବ ସଫା । କିନ୍ତୁ ଆପଣଙ୍କୁ କରିବାକୁ ପଡିବ ଏହି 3ଟି ଘରୋଇ ଉପଚାର । ଆସନ୍ତୁ ଜାଣିବା :

ଗୋଟିଏ ଦିନରେ ଆପଣ କିପରି ଆପଣଙ୍କ ମଇଳା କିପରି ସଫା କରିପାରିବେ ….

1. କମଳାର ସେବନ ଦ୍ୱାରା ଆପଣ ନିଜ ଶରୀରର ମଇଳା ସଫା କରିଥାଏ ! କମଳାରେ ବହୁ ପରିମାଣର ଫାଇବର (fiber) ରହିଥାଏ ଯାହାକି ଆମ ଶରୀରରେ ଥିବା ଭୋଜନାଳୟକୁ ସଫା କରିବାକୁ ସାହାଯ୍ୟ କରିଥାଏ !

2. ପିତା ପଦାର୍ଥ ଖାଇବା ଦ୍ୱାରା ମଧ୍ୟ ଆମ ଶରୀରରେ ଥିବା ସାରା ମଇଳା ମଧ୍ୟ ସଫା ହୋଇଥାଏ । ଯେପରିକି ନିମ, କଲରା ଏମିତି କିଛି ପଦାର୍ଥ । ଅଧିକାଂଶ ଲୋକ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାୟତଃ ପିତା ପଦାର୍ଥ ଖାଇବା ପାଇଁ ପସନ୍ଦ କରି ନଥାନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ ଏବଂ ଫଳପ୍ରଦ ମଧ୍ୟ । ଯଦି ଆପଣ ମାତ୍ର 3ଦିନ ଧରି ଏହି ପିତା ପଦାର୍ଥ ସେବନ କରିବେ, ତାହାଲେ ଆପଣଙ୍କ ଶରୀରରେ ଥିବା ରକ୍ତ ଏବଂ ପେଟରେ ଥିବା ମଇଳା ପଦାର୍ଥ ସଫା ହୋଇଯିବ । ଡାକ୍ତର ମଧ୍ୟ ପିତା ଖାଇବା ପାଇଁ ପରାମର୍ଶ ଦିଅନ୍ତି ।

3. ଶରୀରରେ ହଉଥିବା ମଇଳା ସଫା କରିବା ପାଇଁ ଆପଣ ଗୋଟିଏ ଗ୍ଲାସ ନଖ ଉଷୁମ ପାଣିରେ ଲେମ୍ଭୁ ରସ ପକାଇ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ଫାଇଦା ମିଳିବ !

ଏହାକୁ ନିଜେ ଆପଣାନ୍ତୁ ଏବଂ ଏହି ଆନୁଛେଦଟିଟି Share କରି ଅନ୍ୟକୁ ମଧ୍ୟ ଆପଣାଇବାକୁ କୁହନ୍ତୁ ! ସ୍ଵାସ୍ଥ୍ୟ ଜନିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । !! ଜୟ ଜଗନ୍ନାଥ!!