
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପଚାର ବିଷୟ ରେ ଜଣାଇବୁ ଯାହାକି ଆପଣ ମାନେ ଏହି ଉପଚାର ଟି ଆପଣ ମାନଙ୍କ ର ଘରେ ବହୁତ ସହଜ ରେ ପ୍ରସ୍ତୁତ କରି ପାରିବେ । ତେବେ ବନ୍ଧୁଗଣ ଆଜିର ସମୟ ରେ ପ୍ରାୟ ସମସ୍ତ ଲୋକ ମାନଙ୍କ ର ଆଣ୍ଠୁ ଗଣ୍ଠି ରେ ଦରଜ ରହୁଥିବ । ତେଣି ଏହି ସବୁ ସମସ୍ୟା ଠାରୁ ଆପଣ କିପରି ମୁକ୍ତି ପାଇବେ ତାହା ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ରେ ଜଣାଇବୁ ।
ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଉପଚାର କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ ଆପଣ ମାନେ କିପରି ବ୍ୟବହାର କରିବେ ତାହା ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଚିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ତେବେ ବନ୍ଧୁଗଣ ଏହି ଉପଚାର ଟି ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ଶିଶୁ ଗଛ ର ପତ୍ର ଆଣିବାକୁ ହେବ , ତେବେ ମନେ ରଖନ୍ତୁ କି ଏହି ଗଛ ର କଅଁଳ ପତ୍ର ର ବ୍ୟବହାର କରନ୍ତୁ ନାହିଁ ବରଂ ଆପଣ ମାନେ ପାକଳ ପତ୍ର ର ବ୍ୟବହାର କରନ୍ତୁ । ତେବେ ଆପଣ ମାନେ ଏହି ପତ୍ର ର ଏକ ମୋଠା ନିଅନ୍ତୁ ।
ଏହା ପରେ ଆପଣ ଏହି ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ କାରଣ ପ୍ରାୟତଃ ରାସ୍ତା କଡରେ ଏହି ଗଛ ମିଳିଥାଏ ଏବଂ ଏହାର ପତ୍ର ଧୂଳି ହୋଇଯାଇଥାଏ ତେଣୁ ଆପଣ ମାନେ ଏହି ପତ୍ର କୁ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ପରେ ଆପଣ ମାନେ ଏକ ପାତ୍ର ରେ ଏହି ପତ୍ର କୁ ନେଇ ରଖନ୍ତୁ ଏହା ପରେ ଏଥିରେ 200 ml ସୋରିଷ ତେଲ ନିଅନ୍ତୁ ଏବଂ ଏହାକୁ ଗ୍ୟାସ ରେ ରଖି ଗରମ କରନ୍ତୁ । ଏହା ପରେ ଏଥିରେ ଅଧା ଚାମୁଚ ର ମେଥୀ ଏବଂ ଜୁଆଣୀ ଏବଂ ସେଥିରେ 4 ଟି ବଡ ରସୁଣ ପକାନ୍ତୁ ।
ତେବେ ଏହା ଭଲ ଭାରେ ଫୋଟିବା ପରେ ଏହାକୁ ଗ୍ୟାସ ରୁ ଉହ୍ଲାଇ ଆଣି ଏହାକୁ ଭଲ ଭାବରେ ଥଣ୍ଡା କରି ନିଅନ୍ତୁ ଏବଂ ଏହାକୁ ଆପଣ ମାନେ ଏକ କାଚ ପତ୍ର ରେ ରଖନ୍ତୁ କାରଣ କାଚ ପାତ୍ର ରେ ରଖିବା ଦ୍ୱାରା ଏହା ବେଶି ଦିନ ଧରି ରହିଥାଏ । ତେବେ ଆପଣ ମାନେ ଏହି ଉପଚାର କୁ ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ରେ 15 ଦିନ ପର୍ଯ୍ୟନ୍ତ ରାତି ରେ ଶୋଇବା ସମୟ ରେ ଲଗାଇବା ପରେ ଆପଣ ମାନେ ଏହାର ଉପକାରିତା ବିଷୟ ରେ ଜାଣି ପାରିବେ ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।