ଏହି କାରଣ ପାଇଁ ଆ-ତ୍ମ-ହ-ତ୍ୟା କଲେ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ।

Ruchismita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୃ-ତ୍ୟୁ ବରଣ କରିଛନ୍ତି ଓଡିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ବହୁତ ସାରା ଆଲବମ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ । ତେବେ ବନ୍ଧୁଗଣ ବଲାଙ୍ଗିର ର ସୂତା ପଡା ର ଏକ ଘରୁ ତାଙ୍କର ମୃତଦେହ ଉଦ୍ଦାର ହୋଇଛି ତେବେ ମୃ-ତ୍ୟୁ ପୂର୍ବରୁ ତାଙ୍କର ମାଆ ଙ୍କ ସହିତ ଝଗଡା ହୋଇଥିଲା ।

ତେବେ ଆଳୁ ପରଟା ବନେଇବା ପାଇଁ ତାଙ୍କ ମାଆ ତାଙ୍କୁ କହିଥିଲେ ହେଲେ ସେ ଏହି କଥାକୁ ନେଇ ମାଆ ଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଆଉ ଏହା ପରେ ନିଜ ରୁମ କୁ ଚାଲିଜାଇ ସେଠାରେ ଆ-ତ୍ମ-ହ-ତ୍ୟା କରିଥିଲେ ରୁଚିସ୍ମିତା । ହେଲେ ଗତ କିଛି ଦିନ ତଳେ ସେ ଡିଫରେସନ ରେ ରହିଥିଲେ । ତେବେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ପକେଇଲେ ଯାହା ଜଣା ପଡୁଛି ।

Ruchismita

ସେ ଗତ କିଛି ଦିନ ହେଲା ଡିଫରେସନ ରେ ରହୁଥିଲେ । ଆଉ ଏହି କାରଣ ରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଧେହ ହେଉଛି । ତାହାଲେ ଏହି ସବୁ ସୋସିଆଲ ମିଡିଆ ପୋଷ୍ଟ ରୁ ଜଣା ଜଣା ପଡୁଛି ସେ ଗତ କିଛି ଦିନ ହେଲା ଡିଫରେସନ ରେ ରହିଥିଲେ ଆଉ ମାଆ ଙ୍କ ସହିତ ଝଗଡା ହେବା ପରେ ସେ ଅତ୍ୟାଧିକ ମାତ୍ରାରେ ଡିପ୍ରେସନ କୁ ଚାଲି ଜାଇଥିଲେ । ଆଉ ଏହି କାରଣ ରୁ ସେ ଆ-ତ୍ମ-ହ-ତ୍ୟା କରି ଥାଇ ପାରନ୍ତି ବୋଲି ପୋଲିସ ସନ୍ଧେହ କରୁଛି ।

ତେବେ ଆପଣ ମାନେ ରୁଚିସ୍ମିତା ଗୁରୁ ଙ୍କର ଆଲବମ ନିଶ୍ଚିତ ଭାବେ ଦେଖିଥିବେ । ତେବେ ବହୁତ ସାରା ଆଲବମ ରେ ନାଚ କରିବା ସହିତ ସେ ବହୁତ ସାରା ଭଜନ ସଂଙ୍ଗିତ ରେ କଣ୍ଠ ଦାନ କରିଥିବାର ନଜର ଆସିଛନ୍ତି । ଆଉ ଏହା ସହିତ ସେ ବହୁତ ଜାଗାରେ ଷ୍ଟେଜ ସୋ ବି କରନ୍ତି । ହେଲେ ବର୍ତମାନ ସମୟ ରେ ସନ୍ଧେହ ଜନକ ଭାବେ ମୃ-ତ୍ୟୁ ବରଣ କରିଛନ୍ତି ରୁଚିସ୍ମିତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *