ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଅକ୍ଷୟ ପରିଜାଙ୍କ କଲ୍ ରେକର୍ଡ। ମୁଁ ଆଉ କଣ୍ଟ୍ରୋଲ କରି ପାରୁନି ଜଲ୍ଦୀ ଆସ….

ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ କହି ବାକୁ ଯାଉଛୁ କି ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଅକ୍ଷୟ ପରିଜାଙ୍କ କଲ୍ ରେକର୍ଡିଂ। ମୁଁ ଆଉ କଣ୍ଟ୍ରୋଲ କରି ପାରୁନି ଜଲ୍ଦୀ ଆସ। ଖୋଲିଲା ନାଗିନଙ୍କର କଳାଖେଳର କଳା କାରନାମା । କାହାକୁ କେତେ କୋଟି କାହାକୁ ଗାଡି ଏବଂ ଜାଗା ଦେବା ପାଇଁ ବ୍ଲାକମେଲିଂ କରାଯାଉଥିଲା । ଏହାର ଏକ ତଥ୍ୟ ପୋଲିସ ହାତରେ ଲାଗିଥିବା କୁହାଯାଉଛି । ଏହା ସହ କେଉଁ ରାଜ୍ୟରୁ କେତେ ଜଣ ଝିଅ ଏବଂ ସେଲିବ୍ରେଟି ଏହି କଳା ଖେଳରେ ସାମିଲ ରହିଥିଲେ। ତାହାର ବି ତଥ୍ୟ ପୋଲିସ ହାତରେ ଲାଗିଜାଇଛି ।

ଅତି ଚତୁରତାର ସହ ସ୍ୱାମୀ ସ୍ତ୍ରୀ ମିଶି ରାତିରେ ପ୍ଲାନ କରି ପରଦିନ ଅପରେସନରେ ଲାଗି ପଡୁଥିଲେ। ଏହି ଘଟଣାକୁ ପ୍ରଥମେ ଉନ୍ମୋଚନ କରିଥିବା ଅକ୍ଷୟ ପରିଜାଙ୍କ ଏତଲାରେ ତିନି କୋଟି ଦେବା ପାଇଁ ମଧ୍ୟ ବ୍ଲାକମେଲିଂ ହୋଇଥିଲା ବୋଲି ଆଫାୟାର କପିରେ ରୁ ଜଣାପଡିଛି । ତେବେ ଏ ଘଟଣାର ପ୍ରକୃତ ଘଟଣା ବିଷୟରେ ଆସନ୍ତୁ ଜାଣିବା ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଦୁହେଁ ବ୍ୟବହାର କରୁଥିବା ଲ୍ୟାପଟପ୍ ଓ ଇମେଲରୁ ଅନେକ ବାହାର ରାଜ୍ୟର ଝିଅ ଓ ସେଲିବ୍ରେଟି ଙ୍କ ଡିଟେଲ୍ସ ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ଫଟୋ ସହିତ ବଡବଡିଆ ଗ୍ରାହକ ମାନଙ୍କୁ ଲିଙ୍କ୍ କରି ପଠାଯାଉଥିଲା।

Archana Nag

ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀଙ୍କ ପବ୍ଲିକ ରିଲେସନ୍ ସଦାସର୍ବଦା ବଡ ବଡିଆ ନେତା ଓ ବିଲଡର ମାନଙ୍କ ସହିତ ରଖିବାକୁ ଚେଷ୍ଟା କରୁଥିଲେ। ଯେଉଁ ସବୁକୁ ନେଇ ପ୍ରଥମେ ଏମାନେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ। ଏହି ମଜବୁତିଆ ସମ୍ପର୍କକୁ ନେଇ ଏମାନେ କୋଟି କୋଟି ଟଙ୍କାର ଖେଳ କରିବାକୁ ସକ୍ଷମ ହେଉଥିଲେ। ତେବେ ସେହି ମଧ୍ୟରୁ ଅକ୍ଷୟ ପରିଜାଙ୍କ ଘଟଣା ମଧ୍ୟ ଅନ୍ୟତମ ଅଟେ ।

ଅକ୍ଷୟ ପରିଜାଙ୍କ ଘଟଣାକୁ ଅନୁଧ୍ୟାନ କଲେ ଗୋଟେ ସିନେମାର କ୍ରାଇମ୍ କାହଣୀ ପରି ଲାଗୁଛି । ଏହା ମଧ୍ୟରେ ଗୋଟିଏ କଲ୍ ରେକର୍ଡ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଜଣେ ମହିଳା ଫୋନ କଲେ ଆଉ ସେ କୋଉଁଠି ଅଛନ୍ତି ବୋଲି ପଚାରିଲେ ଆଉ ପୁରୁଷ ଜଣକ କହିଲେ ମୁଁ ଏବେ ଭୁବନେଶ୍ୱରରେ ରହିଛି କାମ ଚାଲିଛି । ଆଉ ଏହା ଶୁଣି ମହିଳା ଜଣଙ୍କ ତାଙ୍କୁ ତାଙ୍କ ଘରକୁ ଡାକୁଛନ୍ତି ସେ-କ୍ସ କରିବା ପାଇଁ ଆଉ ସେ କହୁଛନ୍ତି ମୁଁ ପୁରା ହିଟ ଅଛି ତମେ ଆସ ଆମେ ସେ-କ୍ସ କରିବା ମୁଁ ଆଉ ରହି ପାରୁନି ମୋତେ ଜମା କିଛି ଭଲ ଲାଗୁନି ତମ କଥା ମନେ ପଡୁଛି ମୁଁ ଆଉ ମୋ ନିଜ କୁ ସମ୍ଭାଳି ପାରୁନି ତମେ ଜଲ୍ଦି ଆସ ।

ଏହା ଶୁଣି ଯୁବକ ଜଣକ କହୁଛନ୍ତି ମୁଁ କାମରେ ରହିଛି ତମେ ଫୋନ କରିବ କେମିତି ହବ ଯେ ଆଉ ଏବେ ଯିବିନି ଯଦି ଯିବି ରାତି 12 ଟା ରେ ଯିବି । ଆଉ ତମକୁ ଯୋଉ କରିଥିଲି ତମେ ବହୁତ ଖୁସି ଅଛ ବୋଧେ ସେଇଥି ପାଇଁ ତମେ ମୋତେ ବହୁତ ଥର ଡାକୁଛ ସେ-କ୍ସ କରିବା ପାଇଁ । ଆଉ ତମେ ତୋ ମୋ ଗୋଟେ କାମ କରିପାରୁନ ତମେ ମୋତେ ବହୁତ ଗରମ କରିଦବୁ ତାହେଲେ ଯାଇକି ଭଲ ସେ-କ୍ସ କରିବି । ଆଉ ସେ କହୁଛନ୍ତି ତମେ 12 ଟା ରେ କବାଟ ଖୋଲା କରିଥିବ ମୁ ଯିବି । ଏହି ପରି କିଛି କହୁଥିବାର ଏହି କଲ ରେକର୍ଡିଂ ରେ ସୁଣିବା ପାଇଁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ