ଏହି ଅଭିନେତ୍ରୀଙ୍କୁ ଆଜି ମଧ୍ୟ ହୃଦୟରୁ ଭଲ ପାଆନ୍ତି ଅଜୟ ! ଅଜୟ ଦେବଗନଙ୍କ ହୃଦୟ କଥା ଜାଣିବା ପରେ କାଜୋଲଙ୍କ ରକ୍ତଚାପ ବଢିଯାଏ ।

Spread the love

ଯେତେବେଳେ ବଲିଉଡର ସତ୍ୟତା ମୁହୂର୍ତ୍ତର କଥା ହୋଇଥାଏ, ତେବେ କାଜୋଲ ଓ ଅଜୟଙ୍କ ନାମ ସର୍ବପ୍ରଥମେ ଆସିଥାଏ । କାରଣ ଏହା ସେହି ଯୋଡି ଯାହାକି ବିନା ଝଗଡ଼ା ହୋଇ ଆଜି ପର୍ଯ୍ୟନ୍ତ ପରସ୍ପରର ସହଯୋଗ ଓ ସାଥି ଦେଇଆସିଛନ୍ତି । ଅଳ୍ପ କିଛି ମତଭେଦ ହୋଇଥିବ ଏମାନଙ୍କ ମଧ୍ୟରେ କିନ୍ତୁ ମନଭେଦ ଏମାନଙ୍କ ମଧ୍ୟରେ କେବେ ବି ହୋଇନଥିଲା । ଦୁହେଁ ପରସ୍ପର ପ୍ରତି ଜୀବନ ଦେବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେବେ ନାହିଁ । ସମସ୍ତେ ଜାଣନ୍ତି କି, ଏହି ଦୁହେଁ ପ୍ରେମ ବିବାହ କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, କାଜୋଲଙ୍କ ସବୁଠାରୁ ଅଧିକ ଚିନ୍ତା କାହା ଯୋଗୁଁ ହୋଇଥାଏ ? ସେ ଆଉ କେହି ନୁହଁନ୍ତି ସେହି ସମୟରେ ଟପ ଅଭିନେତ୍ରୀ ଥିଲେ । ଚାଲନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ଖସ୍ ରହିଛି ।

କାଜୋଲ ଓ ଅଜୟଙ୍କ ପ୍ରେମ ବିବାହ ହୋଇଥିଲା । କାଜୋଲ ନିଜ ସୁନ୍ଦର ରୂପ ସହ ଏକ ଭଲ ପତ୍ନୀ ସଙ୍ଗେ ସଙ୍ଗେ ଜଣେ ଉତ୍ତମ ବନ୍ଧୁ ରୂପରେ ଅଜୟଙ୍କ ସହଯୋଗ ଦେଇ ଆସୁଛନ୍ତି ଏବଂ ଅଜୟ ଆଜି ମଧ୍ୟ କାଜଲଙ୍କୁ ଅତ୍ୟଧିକ ଭଲ ପାଉଛନ୍ତି । ଅଜୟ ଏବଂ କଜଲାଙ୍କ ଅନେକ ଥର ମସ୍ତି କରିବା, ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା ।

ବଲିଉଡ ଇଣ୍ଡଷ୍ଟ୍ରିରେ ଅଜୟ ଦେବଗନ୍ ଅନେକ ସୁପର ହିଟ୍ ଚଳଚିତ୍ର ଦେଇଛନ୍ତି । ଅନେକ ଅଭିନେତ୍ରୀଙ୍କ ସହିତ ଅଜୟଙ୍କ ନାମ ଯୋଡିତ ମଧ୍ୟ ଥିଲା କିନ୍ତୁ ଅତୀତର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣକୁ ଆଜି ମଧ୍ୟ ଅଜୟ ଭୁଲି ପାରୁନାହାନ୍ତି ! ସେହି ଅଭିନେତ୍ରୀଙ୍କୁ ଆଜି ମଧ୍ୟ ବହୁତ ଭଲ ପାଉଛନ୍ତି । ତାଙ୍କ ସହିତ ଅଜୟ ଅନେକ ଚଳଚିତ୍ର କରିଥିଲେ । ସେହି ସମୟରେ ଏହି ଦୁହେଁଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ଅଜୟ ଆଜି ମଧ୍ୟ ନିଜ ମନରେ ତାଙ୍କୁ ବହୁତ ଭଲ ପାଉଛନ୍ତି । ଏହି ବିଷୟ ସମସ୍ତେ ଜାଣନ୍ତି କିନ୍ତୁ ଏହି ବିଷୟକୁ ନେଇ କାଜଲ କେବେବି ଅଜୟଙ୍କ ସହିତ ଝଗଡ଼ା କରିନାହାନ୍ତି । ବରଂ ସେ ସବୁବେଳେ ଅଜୟଙ୍କୁ ସପୋର୍ଟ କରିଥାନ୍ତି । ତେବେ ଚାଲନ୍ତୁ ସେହି ସୁନ୍ଦର ଅଭିନେତ୍ରୀ କିଏ ତାହା ଜାଣିବା ।

ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ; ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ରାୱିନା ଟଣ୍ଡନ । ଅଜୟ ପ୍ରଥମେ ରାୱିନା ଟଣ୍ଡନଙ୍କୁ ବହୁତ ଭଲ ପାଉଥିଲେ । ସେହି ସମୟରେ ଏଦୁହେଁଙ୍କ ଯୋଡି ସମସ୍ତଙ୍କୁ ଭଲ ଲାଗୁଥିଲା । ତାଙ୍କ ସୁନ୍ଦରତାକୁ ଦେଖି ଅଜୟ ବହୁତ ପାଗଳ ହୋଇ ଯାଇଥିଲେ । ଏହି ଦୁହେଁ ବହୁତ ଦିନ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିଥିଲେ । କିନ୍ତୁ କିଛି ଦିନ ପରେ ଏମାନଙ୍କ ସମ୍ପର୍କରେ ଦୂରତା ବଢିଗଲା । ଯେଉଁଥି କାରଣରୁ ବହୁତ ବୋବାଲ ଦେଖିବାକୁ ମିଳିଥିଲା । ଏବେ ରାୱିନା ଟଣ୍ଡନ ୪୩ ବର୍ଷର ହୋଇ ଯାଇଛନ୍ତି କିନ୍ତୁ ଆଜି ବି ସେ ବହୁତ ସୁନ୍ଦର ଦେଖାଯାନ୍ତି । କହିବାକୁ ଗଲେ ଅଜୟ ଆଜି ପର୍ଯ୍ୟନ୍ତ ରାୱିନାଙ୍କୁ ଭୁଲି ପାରି ନାହାଁନ୍ତି । କାରଣ ରାୱିନାଙ୍କ ସହିତ ବିତିଥିବା ସମୟ ଗୁଡ଼ିକ ଅଜୟଙ୍କ ହୃଦୟରେ ଅଛି । ଯାହା ହେଲେବି ସେମାନଙ୍କ ମଧ୍ୟରେ ଦୂରତା ହେବା ସତ୍ତ୍ୱେ ମଧ୍ୟ ଅଜୟ କାଜଲଙ୍କ ସହିତ ବିବାହ କରି ଦୁହେଁ ବହୁତ ଖୁସିରେ ଅଛନ୍ତି । ଅଜୟ ଓ କାଜଲଙ୍କ ମଧ୍ୟରେ କୌଣସି ମତଭେଦ ସୃଷ୍ଟି ହୋଇନାହିଁ । ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଖୁସିର ଜୀବନ ବିତାଉଛନ୍ତି ।