“ଆଜେକ୍ସକୁ ସେ ଝିଅ ବାଡେଇ ଥିଲା ,ଆଜେକ୍ସ ହାତ ଉଠେଇ ତାକୁ ବାଡେଇବାର ଥିଲା..ସେ ଝିଅକୁ ଦେଖିଲେ ..”ଲିଜା

dj a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେହି ରଶ୍ମି ହେଲା ଜିଜ୍ଞାସା ଙ୍କ ପୁରୁଣା ପ୍ରେମିକ । ଯାହା ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଡିଜେ ଆଜେକ୍ସ ଙ୍କ କ୍ରେଜ୍ ଦେଖି ପ୍ରଥମେ ଜିଜ୍ଞାସା ରଶ୍ମି ଙ୍କ ସହିତ ବ୍ରେକପ୍ କରିଥିଲେ । ଆଉ ତା ପରେ ଆଜେକ୍ସ ଙ୍କୁ ଇନଷ୍ଟାଗ୍ରାମ ଷ୍ଟୋରୀ ରୁ ମେସେଜ କରିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସଂ-ମ୍ପର୍କ । ହେଲେ ଯେତେ ବେଳେ ଆଜେକ୍ସ ଙ୍କ ପାଖରୁ ମନ ଭରିଗଲା ସେତେ ବେଳେ ରଶ୍ମି ଙ୍କ ପାଖକୁ ଫେରିଥିଲେ ଜିଜ୍ଞାସା ସବୁ ଟଙ୍କା ପଇସା ଆଜେକ୍ସ ଙ୍କ ପାଖରୁ ନେଉଥିଲେ ।

ଆଜେକ୍ସ ପୁଳା ପୁଳା ଟଙ୍କା ଜିଜ୍ଞାସା ଙ୍କ ପାଇଁ ଖର୍ଚ୍ଚ କରୁଥିଲେ । ହେଲେ ରାତି ହେଲେ ଜିଜ୍ଞାସା ଜାଇ ରଶ୍ମି ଙ୍କ ସହିତ ରହୁଥିଲେ । ଯାହାକୁ ସହି ପାରୁ ନଥିଲେ ଆଜେକ୍ସ ଏବଂ ଦୁହିଁଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ରହିଛି ବୋଲି । ସେହିଥି ପାଇଁ ଜିଜ୍ଞାସା କୁ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲେ ସୁଧା ରଶ୍ମି ଏବଂ ଜିଜ୍ଞାସା ଧମକ ପରେ ଧମକ ଦେଇ ଚାଲିଥିଲେ । ଜିଜ୍ଞାସା ଏବଂ ଆଜେକ୍ସ ଙ୍କ ମଧ୍ୟରେ ଅ-ନ୍ତ-ରଙ୍ଗ ମୂହୁର୍ତ୍ୱ କୁ ଭାଇରଲ କରିବାକୁ ଦେଉଥିଲେ ଧମକ ।

dj

ସବୁଠୁ ବଡ କଥା ହେଲା ଯେତେ ବେଳେ ଆଜେକ୍ସ ଙ୍କ ସହିତ ଜିଜ୍ଞାସା ପ୍ରେମ ସଂ-ମ୍ପର୍କ ରେ ବାନ୍ଧି ହୋଇଥିଲା ସେତେ ବେଳେ ପୁରୁଣା ପ୍ରେମିକ ରଶ୍ମି ଙ୍କ ସହିତ ସଂମ୍ପର୍କ ରେ ରହିଥିଲେ ଜିଜ୍ଞାସା ଲୁଚା ଛପାରେ ପ୍ରେମ ଚାଲୁଥିଲା । ତେବେ ଏମିତି ରେ ଆଇନ ଜିବି ଲିଜା ଙ୍କର ଯେହେତୁ ଆଜେକ୍ସ ପର୍ସିନାଲ ସାଙ୍ଗ ଥିଲେ ତାହାକୁ ନେଇ ସେ ନେଇ କହିଛନ୍ତି ଯେ ଯେତେ ବେଳେ ରାତି ସାରା ଆଜେକ୍ସ ଜିଜ୍ଞାସା ଘର ତଳେ ରହିଥିଲା ଆଉ ଝିଅ ସକାଳୁ ଆସି ବାଡେଇଲା ଆଜେକ୍ସ କୁ ସେତେ ବେଳେ ଆଜେକ୍ସ ହାତ ଉଠେଇକି ତାକୁ ବାଡେଇବାର ଥିଲା ଜେଲ ହୋଇ ଥିଲେ ହୋଇଥାନ୍ତା ହେଲେ ସାଙ୍ଗଟା ଆମକୁ ଛାଡିକି ତ ଜାଇ ନଥାନ୍ତା ।

ତେବେ କାହାର ଗାର୍ଲଫ୍ରେଣ୍ଡ ନାହାଁନ୍ତି ଆପଣ କୁହନ୍ତୁ ଦୁନିଆଁ ର ସ୍କୁଲ ଜାଉ ଥିବା ପିଲାର ପା ଗାର୍ଲଫ୍ରେଣ୍ଡ ଅଛନ୍ତି । ଆଉ ମୁଁ ଏହି ସବୁ ପର୍ସିନାଲ ଖବର ତ ମୁଁ ରଖୁ ନଥାଏ ଆଉ ସେ ପଗ୍ରାମ୍ ମଝିରେ ସବୁ ବେଳେ ଫୋନ ରେ ଗପୁଥିବ । ବହୁତ ଅନ୍ୟମନସ୍କ ରହୁଥିଲା ଆଉ ସେ ଝିଅକୁ ସେ ବହୁତ ଖୁସୀରେ ରଖିବାକୁ ଚାହେଁ । ଆଉ ସେହି ଝିଅ ପାଇଁ ଏମିତି କରୁଥିଲା ସେ ବେଳେ ବେଳେ ସାଙ୍ଗ ମାନଙ୍କୁ ବି ଚିହ୍ନି ପାରୁ ନଥିଲା ।

lija

ତେବେ ଏମାନଙ୍କ ପ୍ରେମ ସଂ-ମ୍ପର୍କ କୁଆଡେ 6 ମାସର ଆଉ କିଏ କହୁଛି ନାଇ 2 ବର୍ଷ ର ମୁଁ ନିଜେ ବି କନଫର୍ମ ନୁହେଁ । ତେବେ ସେ ଝିଅର ମୂଖ୍ୟ ମୁଟିଭ ଥିଲା କି ପଇସା ଆଉ ଯେଉଁ ପୁଅ ଦିନ କୁ 10 ରୁ 15 ହଜାର କମେଇବ ତେବେ କଣ ପାଇଁ ଝିଅ ଭାଉ ଦେବନି । ଆଉ ଶସ୍ତା ରେ ତାକୁ ଗୋଟେ ଭଲ ବୟଫ୍ରେଣ୍ଡ ବି ମିଳିଗଲା ସେଇଟା ହିଁ ବେଶୀ କାଳ ହୋଇଗଲା ଆଜେକ୍ସ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *