ଅଜନ୍ତା ଏଲୋରା ଗୁମ୍ଫାର ଏହି ରହସ୍ୟକୁ 99 % ଲୋକ ଜାଣି ନଥିବେ, ଏବେହିଁ ଜାଣନ୍ତୁ

Spread the love

ଖାଲି ଆମ ଦେଶରେ ନୁହେଁ ପୁରା ବିଶ୍ଵରେ ଅଜନ୍ତା ଏଲୋରା ଗୁମ୍ଫା ପ୍ରସିଦ୍ଧ ଅଟେ । ବହୁ ବର୍ଷ ହବ ଏହି ଗୁମ୍ଫା ପର୍ଯ୍ୟଟକଙ୍କର ଆକର୍ଷଣ ର କେନ୍ଦ୍ର ହୋଇଛି । ସବୁବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବାକୁ ଆସନ୍ତି । ଗୁମ୍ଫା ରେ ବହୁତ ସୁନ୍ଦର ସୁନ୍ଦର ଚିତ୍ରକାରୀ ହୋଇଛି ।

ଅଜନ୍ତା ଏଲୋରା ଗୁମ୍ଫା ମହରାଷ୍ଟ୍ର ର ଔରଂଗାବାଦ ସହରର ପାଖରେ ଅଛି । ଏହି ଗୁମ୍ଫା କୁ ବଡ ବଡ ପଥର କୁ ଭାଙ୍ଗି ତିଆରି କରା ଯାଇଅଛି । ଏଠାରେ ରେ ୬୫ଟି ଗୁମ୍ଫା ଅଛି ଯେଉଁଠି ୨୯ଟି ଗୁମ୍ଫା ଅଜନ୍ତା ରେ ଅଛି ଏବଂ ବାକି ୩୪ଟି ଗୁମ୍ଫା ଏଲୋରା ରେ ଅଛି । ଗୁମ୍ଫାଗୁଡିକୁ ୱର୍ଲ୍ଡ ହେରିଟେଜ ରୂପରେ ମଧ୍ୟ ସଂରକ୍ଷିତ କରାଯାଏ ।

ଆର୍କିୟୋଲଜିସ୍ଟ ର ଏକ ରିସର୍ଚ ଅନୁସାରେ ଏହି ଗୁମ୍ଫା ପ୍ରାୟେ ୪୦୦୦ ବର୍ଷ ପୂର୍ବେ ତିଆରି କରାଯାଇ ଥିଲା । ଅଜନ୍ତା ଏଲୋରା ଗୁମ୍ଫା ପାଖା ପାଖି ୪୦ ଲକ୍ଷ୍ୟ ଟନ ର ପଥର ଗୁଡିକୁ ମିଶାଇ ତିଆରି କରାଯାଇ ଥିଲା । କେତେକ ଲୋକମାନଙ୍କ କହିବା ଅନୁସାରେ ଏହି ଗୁମ୍ଫା ତଳେ ଏକ ସହର ରହିଛି ଯାହାକୁ କେହି ଦେଖି ପାରନ୍ତି ନାହିଁ କିନ୍ତୁ ଯଦି କେହି ଏଠି ପହଞ୍ଚି ଗଲା ତେବେ ସେ ଅନ୍ୟ ଏକ ଦୁନିଆର ଅନୁଭବ କରିବ ।

ଅଜନ୍ତା ଏଲୋରା ଗୁମ୍ଫା ଔରଂଗାବାଦ ସହରର ୧୦୧ କିଲୋମିଟର ଦୂରରେ ଉତ୍ତର ଦିଗରେ ଅଜନ୍ତା ଗୁମ୍ଫା ଏବଂ ୩୦ କିଲୋମିଟର ଦୂରରେ ଏଲୋରା ଗୁମ୍ଫା ଅବସ୍ଥିତ ।

ଅଜନ୍ତା ରେ ୫ଟି ପ୍ରାର୍ଥନା ଭବନ ଏବଂ ୨୫ଟି ବୌଦ୍ଧ ମଠ ଅଛି । ଏହାକୁ ୧୮୧୯ ମସିହାରେ ଆର୍ମୀ ଫିସର ଜନ ସ୍ମିଥ ନିଜର ସାଥିମାନଙ୍କ ସହ ଶିକାର କରିବାକୁ ଆସିଥିଲେ ଏବଂ ସେଠାରେ ତାଙ୍କୁ ୨୯ ଗୁମ୍ଫା ର ଏକ ଶୃଙ୍ଖଳା ଆସିଥିଲା ।

ଅଜନ୍ତା ଏଲୋରା ଗୁମ୍ଫା ରେ ୨୦୦ ଇଶା ପୂର୍ବେ ରୁ ୬୫୦ ଇଶା ପୂର୍ବେ ପର୍ଯ୍ୟନ୍ତ ବୌଦ୍ଧ ଧର୍ମ ର ଚିତ୍ରଣ କରା ଯାଇଛି । ଏଲୋରା ର ୩୪ଟି ଗୁମ୍ଫା ବେସାଲଟିକ ପାହାଡ ର ପାଖରେ ତାରି ହୋଇଥିଲା । ଏହି ସବୁ ଗୁମ୍ଫାରେ ହିନ୍ଦୁ ଧର୍ମ, ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ ର ପ୍ରଭାବ ଦେଖା ଯାଏ । ଏହି ଗୁମ୍ଫା ରେ ୩୫୦ ଇଶା ପୂର୍ବେ ରୁ ନେଇ ୭୦୦ ଇଶା ପୂର୍ବେ ପର୍ଯ୍ଯନ୍ତ କଳାକୁର୍ତି ତିଆରି ହୋଇଛି । ଏଠାରେ ଥିବା ବହୁତ ପ୍ରକାର ମୂର୍ତି ଲୋକମାନଙ୍କର କଳାକୁର୍ତି ର ନମୁନା ଦର୍ଶାଇ ଥାଏ ।