ଆ-ତ୍ମ-ହ-ତ୍ୟା ଚେତାବନୀ ଦେଲେ Daitari Panda, କହିଲେ ‘’ମୋ ନାଁରେ ମିଥ୍ୟା ଅଭିଯୋଗ ଆଣି ମତେ ମାନସିକ…’’ ଶୁଣନ୍ତୁ ସେ କଣ କହୁଛନ୍ତି…

Daitari Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଖବର ଅଟେ ଦୈତାରୀ ପଣ୍ଡା ଆ-ତ୍ମ-ହ-ତ୍ୟା ଚେତାବନି ଦେଲେ । ତେବେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ସମ୍ମାନ ହାନି କରୁଛନ୍ତି । ତେବେ ବର୍ତମାନ ଆ-ତ୍ମ-ହ-ତ୍ୟା କରିବାର ଚେତାବନି ଦେଉଛନ୍ତି ଦୈତାରୀ ପଣ୍ଡା । ତେବେ ବନ୍ଧୁଗଣ ସେ କଣ ପାଇଁ ଚେତାବନି ଦେଇଛନ୍ତି ତାଙ୍କୁ କିଏ ଏମିତି ମାନଶୀକ ନିର୍ଯ୍ୟାତନା ଦେଉଛନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ତେବେ ଗତ ଦୁଇ ଦିନ ତଳେ ପାର୍ବତୀ ଗଣନାତ୍ୟ ର ମ୍ୟାନେଜର ହରବାରିକ ଏହି ବିଷୟ ରେ ଗଣମାଧ୍ୟମ କୁ କହିଥିଲେ । ତେବେ ଅନଲାଇନ ଏବଂ ଔପଦା ଥାନା ରେ ଏତଲା ମଧ୍ୟ ଦେଇଥିଲେ । ତେବେ ଦୈତାରୀ ପଣ୍ଡା ଙ୍କ ପାର୍ବତୀ ଗଣନାଟ୍ୟ ସହିତ କୈଣସି ବି ଚୁକ୍ତି ନଥିଲା ତେବେ ସେ ଯାତ୍ରା ପାର୍ଟିରେ ଯେତିକି ଦିନ କାମ କରିଛନ୍ତି । ସେତିକି ଦିନ ହିଁ ସେ ଟଙ୍କା ଆଣିଥିବାର କଥା ସେ କହିଛନ୍ତି । ହେଲେ ବାରମ୍ବାର ମ୍ୟାନେଜର ହରବାରିକ ସମ୍ମାନ ହାନୀ କରିବା ସହିତ ମାନଶୀକ ନିର୍ଜାତନା ଦେଉଛନ୍ତି । ଏହାକୁ ନେଇ ଏବେ ଦୈତାରୀ ପଣ୍ଡା ଅଭିଯୋଗ କରିଛନ୍ତି ।

Daitari Panda

ତେବେ ଏହା ପାଇଁ ସେ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚେତାବନି ମଧ୍ୟ ଦେଇଛନ୍ତି । ସେହି ପରି ବେଳେ ହରବାରିକ ଏବେ ଯାଏ ତାଙ୍କୁ ଯୋଗାଯୋଗ କରିନଥିବା କଥା ଦୈତାରି ପଣ୍ଡା କହିଛନ୍ତି । ତେବେ ଦୈତାରୀ ନିଜର ବୟାନ ଗଣମାଧ୍ୟମ କୁ ଦେଇଛନ୍ତି । ତେବେ ତାଙ୍କ କହିବା ଅନୁସାରେ ତାଙ୍କୁ ହାରାସ କରିବା ପାଇଁ ଏମିତି କରୁଥିବାର ସେ କହିଛନ୍ତି । ମୁଁ ଏକ ବଡ କଳାକାର ମତେ ସଭାପତି କରାଜାଇଛି ମୁଁ ସମସ୍ତ ଙ୍କୁ ସଚେତନ କରାଏ । ମୁଁ କେବେ ବି ଏମିତି ହାନୀ କରି ପାରିବି ନାହିଁ ।

ବର୍ତମାନ ସମୟ ରେ ମୁଁ ବହୁତ ବ୍ୟସ୍ତତା ମଧ୍ୟରେ ରହିଛି । ତେବେ ମୁଁ କେମିତି କାହାର କାର୍ଯ୍ୟ ହାନୀ କରି ପାରିବି ତେବେ ମୋର ଆଇନ ଉପରେ ବହୁତ ଭରସା ରହିଛି ତେଣୁ ଦୈତାରୀ ଏମିତି ଭାବେ ନିଜର ବୟାନ କୁ ଅଡିଓ କଲ ମାଧ୍ୟମ ରେ ଲୋକ ମାନଙ୍କ ପାଖରେ ରଖିଛନ୍ତି ।

ସେମିତି ରେ ଯାତ୍ରା ଜଗତ ରେ ଦୈତାରୀ ପଣ୍ଡା ଜଣେ ଜଣା ସୁଣା ଅଭିନେତା ଭାବେ ପରିଚିତ ରହିଥିବା ବେଳେ ଲୋକ ମାନେ ବହୁତ ପରିମାଣ ରେ ତାଙ୍କୁ ପସନ୍ଦ ମଧ୍ୟ କରନ୍ତି ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏମିତି ଭାବେ ତାଙ୍କ ନାମରେ ଅଭିଯୋଗ ଆଣିବା ବହୁତ ଖରାପ ପ୍ରଭାବ ପକାଉଛି ବୋଲି ଜନସାଧାରଣ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ