ଐଶ୍ୱର୍ୟାଙ୍କ ଭାଉଜ ତାଙ୍କଠାରୁ ମଧ୍ୟ ଅଧିକ ସୁନ୍ଦରୀ । ବୋଲ୍ଡନେସ୍ ଉଡ଼ାଇ ଦେବ ଆପଣଙ୍କ ରାତିର ନିଦ ।

Spread the love

ବର୍ତ୍ତମାନ ସମୟରେ ବଲିଉଡରୁ ଏମିତି ଅନେକ କଥା ସାମ୍ନାକୁ ଆସିଥାଏ । ଯଦି ଆମେ କଥା ହେବା ଷ୍ଟାରମାନଙ୍କ ଜୀବନଶୈଳୀ ବିଷୟରେ; ତେବେ ପ୍ରତ୍ୟେକଙ୍କ ଜୀବନ ବହୁତ ସୁଖଦ ଅଟେ । କିନ୍ତୁ ଆଜି ଆମେ କଥା ହେବା ବଚ୍ଚନ ପରିବାର ବିଷୟରେ ଯିଏକି ବଲିଉଡରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, କିଛି ଦିନ ପୂର୍ବରୁ ଐଶ୍ୱର୍ୟାଙ୍କ ଏକ ଫୋଟୋ ସାମ୍ନାକୁ ଆସିଛି; ଯେଉଁଥିରେ ତାଙ୍କର ମୋମ୍, ଡାଡ୍, ତାଙ୍କର ଭାଇ ଓ ଭାଉଜ ଏବଂ ତାଙ୍କ ଦୁଇଟି ପିଲା ସାମିଲ ଅଛନ୍ତି । ଐଶ୍ୱର୍ୟାଙ୍କ ଭାଇଙ୍କ ନାମ ଆଦିତ୍ୟ ରାୟ ଅଟେ । ଆଦିତ୍ୟ ମରଚେଣ୍ଟ ନେଭିରେ ଇଞ୍ଜିନିୟର ଥିଲେ ।

ସେ ଫିଲ୍ମ୍ “ଦିଲ୍ କା ରିସ୍ତା”ର ପ୍ରୋଡ୍ୟୁସର୍ ମଧ୍ୟ ଥିଲେ, ଯେଉଁଥିରେ ଐଶ୍ୱର୍ୟା ମୁଖ୍ୟ ଅଭିନେତ୍ରୀର ଭୂମିକରେ ଅଭିନୟ କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଜି ପର୍ଯ୍ୟନ୍ତ ତୋ ଆପଣ ଐଶ୍ୱର୍ୟାଙ୍କ ବିଷୟରେ ଅନେକ କଥା ଶୁଣିଥିବେ । ଆମେ ଏହା ମଧ୍ୟ ଜଣାଇ ଦେଉଛୁ ଯେ, ତାଙ୍କ ଭାଉଜ ତାଙ୍କ ଠାରୁ କମ୍ ନୁହନ୍ତି । ହଁ ଆଜ୍ଞା, ଯେମିତି କି ଆପଣ ଏହି ଫୋଟୋରେ ମଧ୍ୟ ଦେଖୁଥିବେ କି ତାଙ୍କ ଭାଉଜ ମଧ୍ୟ ତାଙ୍କ ସହ ଅଛନ୍ତି ।

ସର୍ବ ପ୍ରଥମେ ଆପଣଙ୍କୁ ଏହା ଜଣାଇ ଦେଉଛୁ ଯେ, ଐଶ୍ୱର୍ୟାଙ୍କ ଭାଉଜଙ୍କ ନାମ ଶ୍ରୀମା ରାୟ ଅଟେ ଏବଂ ତାଙ୍କର ଭାଉଜଙ୍କ ସହ ଭଲ ସମ୍ପର୍କ ରହିଛି । ଜଣାଇ ଦେଉଛୁ ଯେ, ଆରଧ୍ୟାର ଷଷ୍ଠ ଜନ୍ମ ଦିନରେ ପୁରା ରାୟ ପରିବାର ସମେତ ବଚ୍ଚନ ପରିବାର ଏକଜୁଟ ହୋଇଥିଲେ । ସେହି ସମୟରେ ଐଶ୍ୱର୍ୟାଙ୍କ ଭାଉଜ ମଧ୍ୟ ଆସିଥିଲେ ଯିଏକି ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ । ଯେମିତି ଏହି ଫୋଟୋ ସୋସିଆଲ ମିଡିଆରେ ଆସିଥିଲା ଲୋକେ ଐଶ୍ୱର୍ୟାଙ୍କ ଅପେକ୍ଷା ତାଙ୍କ ଭାଉଜଙ୍କ ଅନେକ ପ୍ରଶଂସା କରିବାକୁ ଲାଗିଲେ । କେବଳ ଏତିକି ହିଁ ନୁହେଁ ଲୋକେ ତାଙ୍କୁ “True Indian beauty” ମଧ୍ୟ କହିଥିଲେ । କିଛି ଲୋକ ତୋ ଏହା ମଧ୍ୟ କହିଥିଲେ କି ଐଶ୍ୱର୍ୟା ଠାରୁ ଅଧିକ ଶ୍ରୀମା ବହୁତ ସୁନ୍ଦର ଅଟନ୍ତି ।

ଶ୍ରୀମା ଏମିତିରେ ତୋ ହାଉସ ୱାଇଫ୍ ଅଟନ୍ତି କିନ୍ତୁ ସେ ଫ୍ୟାସନ୍ ବ୍ଲୋଙ୍ଗିଙ୍ଗରେ କାମ କରୁଛନ୍ତି । ଐଶ୍ୱର୍ୟାଙ୍କ ଭାଇଙ୍କ ନାମ ଆଦିତ୍ୟ ରାୟ ଅଟେ । ଆଦିତ୍ୟ ମରଚେଣ୍ଟ ନେଭିରେ ଇଞ୍ଜିନିୟର ଥିଲେ । ସେ ଫିଲ୍ମ୍ “ଦିଲ୍ କା ରିସ୍ତା” ର ପ୍ରୋଡ୍ୟୁସର୍ ମଧ୍ୟ ଥିଲେ ଯେଉଁଥିରେ ଐଶ୍ୱର୍ୟା ମୁଖ୍ୟ ଅଭିନେତ୍ରୀ ର ରୋଲ୍ ତୁଲାଇବାର ନଜରକୁ ଆସିଥିଲେ । ଶ୍ରୀମା ୨୦୦୯ ମସିହାରେ ମିଶେଜ୍ ଇଣ୍ଡିଆ ପ୍ରତିଯୋଗିତାରେ ଫାଷ୍ଟ ରନର୍ ଅପ୍ ରହିସାରିଛନ୍ତି । ସୁନ୍ଦରତାର ମାମଲାରେ ଐଶ୍ୱର୍ୟାଙ୍କ ଭାଉଜ ଶ୍ରୀମା କୌଣସି ହିରୋଇନ୍ ଠାରୁ କମ୍ ଲାଗୁ ନାହନ୍ତି ।

ଏହି କଥା ସତ ଯେ ଅଧିକାଂଶରେ ଆମର ସମାଜରେ ଦେଖାଯାଏ କି ଶାଶୁ ଓ ବୋହୂ ଏବଂ ନଣଦ ମାନଙ୍କ ନିଜ ନିଜ ମଧ୍ୟରେ କଥା ଖାପ ଖୁଆଇ ନ ଥାଏ ଏବଂ ସର୍ବଦା ଏହି ସମ୍ପର୍କ ମଧ୍ୟରେ କିଛି ନା କିଛି କଳି ଦେଖିବାକୁ ମିଳିଥାଏ । କିନ୍ତୁ ଐଶ୍ୱର୍ୟା ରାୟ ଏବଂ ତାଙ୍କର ଭାଉଜ ଶ୍ରୀମା ରାୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଏହାର ପଛରେ କାରଣ ଏହା ଯେ, ଐଶ୍ୱର୍ୟା ଏବଂ ଶ୍ରୀମାଙ୍କ ମଧ୍ୟରେ ଗୋଟିଏ କଥା ସାମାନ୍ୟ୍ ଅଟେ ଯେ ଦୁହେଁ ହିଁ ମୋଡେଲିଂ ଫିଲ୍ଡର ଅଟନ୍ତି । ଦୁହେଁ ଭଲ ବୋଣ୍ଡିଂ ମଧ୍ୟ ସେୟାର କରିଥାନ୍ତି ।

ଶ୍ରୀମାଙ୍କ ଅନୁସାରେ, ଐଶ୍ୱର୍ୟା ରେମ୍ପ ୱର୍କରେ ପ୍ରଫେସନାଲ ଅଟନ୍ତି ଏବଂ ଏକ୍ସପ୍ରେସନକୁ ନେଇ ମୋ ଠାରୁ କିଛି ଟିପ୍ସ ସେୟାର କରିଥାନ୍ତି । ଜଣାଇ ଦେଉଛୁ ଯେ, ଶ୍ରୀମା ଫ୍ୟାସନ୍ ବ୍ଲୋଙ୍ଗିଙ୍ଗ ହେବା ସହ ଜଣେ ଭଲ ଗୃହିଣୀ ମଧ୍ୟ ଅଟନ୍ତି ।

ଶ୍ରୀମା ଙ୍କ ପରିବାର ମଙ୍ଗଲୋରର ଅଟନ୍ତି, ଯେଉଁମାନେ କି ବର୍ତ୍ତମାନ ୟୁଏଏସରେ ସିଫ୍ଟ୍ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ସେ ମଧ୍ୟ ମୋଡେଲିଂ ଠାରୁ ଦୂରେଇ ନିଜର ଦୁଇ ପିଲାଙ୍କ ସହ ପରିବାରକୁ ସମ୍ଭାଳୁଛନ୍ତି । ଶ୍ରୀମାଙ୍କ ପୁଅର ନାମ ବିହାନ ଅଟେ ।