ଆଃ.. କେତେ ଫଟୋ ବାହାର କରିବ । ନବୀନ ଓ ମୋଦିକୁ ଏମିତି ଶୋଧିଲେ ସୁର

sura 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁର ରାଉତ ରାୟ କହିଛନ୍ତି ଯେ ଚାଷୀ ମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ପ୍ରକୃତ ଗରିବ ଚାଷୀ ମାନଙ୍କ ପାଇଁ ହୃଦୟ ଥରହର ହେଉଛି । ଇଏ ଯେଉଁ ଭଳିଆ ଶୀତ ଏହି ଶୀତରେ ମୂଖ୍ୟ ମନ୍ତ୍ରୀ ଗୋଟିଏ କାର୍ଯ୍ୟ ହାତକୁ ନେଇ ପାରୁ ନାହାଁନ୍ତି । କେବଳ ହକି ଆଉ କିଛି କଣ ହେବନି ନାଁ କଣ ମୂଖ୍ୟ ମନ୍ତ୍ରୀ ତୁମର ଭାତ ପାଟିକୁ ଯାଉଛି କେମିତି ।

ଏ ଯେଉଁ ଚାଉଳ , ମାଣ୍ଡିଆ , ମକା ଠୁ ଆରମ୍ଭ କରି ପନି ପରିବା ଠୁ ମାଛ ମାଂସ ଦେଉଛୁ ଆମେ ମୂଖ୍ୟ ମନ୍ତ୍ରୀ ଖାଉଛ କେମିତି ଆମ ଚାଷୀ ପାଇଁ 72 ପ୍ରତିଶତ ଆମେ ଚାଷୀ ଆମେ ଧାନ କିଣୁନି ବରଂ ଧାନ ଦେଉ । ଆଉ ଏବେ ଧାନ ବିକ୍ରୀ ହୋଇ ପାରୁନି ଗୋମେଣ୍ଟ ମିଡିଆ ପାଖରେ ହିସାବ ନାହିଁ ।

Sura

ଖାଲି ଭୁବନେଶ୍ୱର କଲର ହେବ , ଚିତ୍ର ହେବ , ଲାଇଟିଂ ହେବ , ଗଛ ପୋତା ହେବ , ଆଉ କେବଳ ତମ ଭିତରେ ବାଡିଆ ବାଡି ଲାଗୁଛ ଭାରତ ସରକାର ଓଡିଶା ସରକାର । ନବିନ ଙ୍କ ଫୋଟ ବାହାରିଲା ମୋଦି ଫୋଟ ନାହିଁ ବାହାରିଲାନି ଆଉ କେତେ ଫୋଟ ବାହାର କରିବକି ତମ ମନ୍ତ୍ରୀ ମାନଙ୍କ କଲିଜା ଖାଲି ଗଳି ପଡୁଛି ।

ଇଏ କହୁଛି ତମ ଫୋଟ ବାହାରିଲାନି ଇଏ କହୁଛି ତମ ଫୋଟ ବାହାରିଲାନି । କେତେ କଲିଜା କି ତମର ଭାରତ ଗରିବ ଓଡିଶା ର ଗରିବ ଲୋକଙ୍କ ପଇସା କୁ ଏତେ ତେଣେ ଖର୍ଚ୍ଚ କରିବେ ଦାବି ଆମେ ଉଥାପନ୍ନ କରିବୁନି ।

ଚାଷୀ ମାନେ ଠିକ୍ କରିଛନ୍ତି କାଲି ମୂଖ୍ୟ ମନ୍ତ୍ରୀ ଘରକୁ ଜାଇଛନ୍ତି । ବଞ୍ଚିବା ପାଇଁ ନିଜେ ଠିଆ ହେବା ପାଇଁ । ଖାଲି ମହିଳା ଲୋନ ସୁଣଉଛ ଆଉ ରଙ୍ଗ ବଳୁଛ ଚାରିଆଡେ ହେଲେ ଚାଷୀ ଙ୍କ କଥା ବୁଝିବ କିଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ