ପୁଣି ଆସିଲା ଗେଟେ ଦୁଖଃ ଦାୟକ ଖବର । ଏହି ବରିଷ୍ଟ ଅଭିନେତାଙ୍କ ମୃ-ତ୍ୟୁ ରେ ଖେଳିଯାଇଛି ଶୋକର ଲହରି

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ଏକ ଦୁଖଃ ଦାୟକ ଖବର ସାମ୍ନାକୁ ଆସିଛି । ଆଜି ଏହି ପ୍ରସିଦ୍ଧ ଅଭିନେତା ଙ୍କ ପରଲୋକରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ବର୍ତମାନ ସମୟ ରେ ସିନେମା ଜଗତ ରେ ଶୋକର ଲହରୀ ଖେଳିଜାଇଛି । କର୍କଟ ରୋଗ ସହିତ ଦିର୍ଘ ଦିନ ଧରି ଲଢି ଲଢି ଶେଷରେ ହାରିଗଲେ ଏହି ଭେଟରାନ ଅଭିନେତା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃ-ତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ହୋଇଥିଲା । ସେ ଅନେକ ମେଗା ଷ୍ଟାର ଙ୍କ ସହିତ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ଏହି ଲୋକପ୍ରିୟ ଭେଟରାନ ଅଭିନେତା ଅତ୍ୟନ୍ତ ମେଳାଳି ଏବଂ ଦୟାଳୁ । ଯେକୈଣସି ପଦକ୍ଷେପ ରେ ସେ ପଦକ୍ଷପ ନେବାକୁ ରାଜି ଥିଲେ ବୋଲି ତାଙ୍କ ସହ କଳାକାର ଟୁଇଟ କରି ଲେଖିଛନ୍ତି । ଏହି ଅଭିନେତା ଯାହା ଛାପ ଛାଡି ଜାଇଛନ୍ତି ତାହା ଭୁଲିଯିବା କଷ୍ଟକର ସେ ଆହୁରୀ ମଧ୍ୟ କହିଛନ୍ତି ଯେ କାହାଣୀ ଏବଂ ଚିତ୍ରଶୀଳ୍ପି ପାଇଁ ତୁମର ଅବଦାନ ଚିନ୍ତାଧାରା ଆମ ମଧ୍ୟ ରେ ଅନେକ ଙ୍କୁ ପ୍ରତିଷ୍ଟିତ କରିଛି ।

Rakesh Kumar

ତେବେ ଲୋକପ୍ରିୟ କଳାକାର ରାକେଶ କୁମାର ଙ୍କ ବିୟୋଗ ରେ ବିଗବି ଏକ ଇମୋସନାଲ ପୟେଣ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଜଣ ଜଣ କରି ସମସ୍ତେ ସାଥ ଛାଡି ଚାଲିଯାଉଛନ୍ତି । ତାଙ୍କର ଲେଖନି , ସମ୍ଫାଦନା କୁ କେବେବି ଭୁଲିହେବ ନାହିଁ ରାକେଶ କୁମାର ଙ୍କୁ ଜଣେ ଦୟାଳୁ ମଣିଷ ଭାବେ କହିଛନ୍ତି । ତେବେ ଅମିତାବ ବଚ୍ଚନ ଙ୍କ ସହ ଶ୍ରୀ ନଟୱରଲାଲ , ଖୁନ ପସିନା , ଦୋ ଓର ଦୋ ପାଞ୍ଚ ଏବଂ ପ୍ରେରଣା ଭଳି ଚଳଚିତ୍ର ପାଇଁ ତାଙ୍କୁ ସମ୍ମାନିତ କରାଜାଇ ଥିଲା ।

ଦଶମ ପାସ ପିଲା 30 ହଜାର ଟଙ୍କାର ଚାକିରୀ ପାଇବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ତେବେ କର୍କଟ ରୋଗରେ ହାରିଗଲେ ବଲିଉଡ ଅଭିନେତା ରାକେଶ କୁମାର ତାଙ୍କର ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ଏବଂ ଚଳଚିତ୍ର ଜଗତ ରେ ଶୋକର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ