ବରଣମାଳା ପିନ୍ଧିବା ପରେ ଚାଲିଗଲା ଜୀବନ । କାନ୍ଦବୋବାଳିରେ ଫାଟିପଡୁଛି ପୁରା ପରିବେଶ

life

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବରଣ ମାଳା ପିନ୍ଧାଉ ପିନ୍ଧାଉ ଷ୍ଟେଜ୍ ଉପରେ ଟଳି ପଡିଲେ କନ୍ୟା ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ ଏକ ବିବାହ ଖୁସୀ ଦୁଖଃରେ ପରିଣତ ହୋଇଜାଇଛି । ବରକୁ ବରଣ ମାଳା ପିନ୍ଧଉଥିବା ବେଳେ କନ୍ୟାର ମୃ-ତ୍ୟୁ ଘଟିଛି । ଷ୍ଟେଜ୍ ଉପରେ କନ୍ୟା କୁ ହୃଦଘାତ ଆସିବାରୁ ସେହିଠାରେ ହିଁ ସେ ଟଳିପଡିଥିଲେ । ତେବେ ବନ୍ଧୁଗଣ ଏହି ଘଟଣା ଟି ମଲ୍ଲୀହା ବାଦ ଅଞ୍ଚଳ ର ବୋଲି ଜଣା ପଡିଛି ।

ସେଠାକାର ବାସିନ୍ଧା ରାଜପାଲ ଙ୍କ ଝିଅ ସିବାଙ୍ଗିନି ଙ୍କ ବିବାହ ର ଆୟୋଜନ ଚାଲିଥିଲା । ଆଉ ବିବାହ ରେ ସାମିଲ ସମସ୍ତ ଙ୍କ ଚେହେରା ରେ ଖୁସୀର ଝଲକ୍ ଥିଲା । ଲୋକ ମାନେ ବିବାହ ଭୋଜି ବି ଖାଉଥିଲେ । ଏବଂ ଷ୍ଟେଜ୍ ପଖରେ ବରଣ ମାଳା ନୀତି ଦେଖିବା ପାଇଁ ପହଁଚି ଥିଲେ । ଆଉ ଯେତେ ବେଳେ ବର କନ୍ୟା ପରସ୍ପର ସାମ୍ନାରେ ଛିଡା ହୋଇ ବରଣମାଳା ପିନ୍ଧେଇବା ସମୟ ଘଟିଥିଲା ଏହି ଅଭାବ ନିୟ ଘଟଣା ।

Kanya

ଖବର ଅନୁସାରେ ପ୍ରଥମେ ବର କନ୍ୟା ସିବାଙ୍ଗିନି ଙ୍କୁ ବରଣ ମାଳା ପିନ୍ଧେଇ ଥିଲେ । ଏହା ପରେ ସିବାଙ୍ଗିନି ଙ୍କ ପାଳୀ ପଡିଥିଲା । ଆଉ ସିବାଙ୍ଗି ଯେତେ ବେଳେ ବର କୁ ବରଣ ମାଳା ପିନ୍ଧାଉଥିଲେ ସେହି ସମୟ ରେ ଦେଖୁ ଦେଖୁ ଘଟିଜାଇଥିଲା ଏମିତି ଅଭାବନିୟ ଘଟଣା । ତେବେ ଦେଖୁ ଦେଖୁ ଷ୍ଟେଜ୍ ଉପରେ ଟୋଳି ପଡିଥିଲେ ସିବାଙ୍ଗିନି ।

ତେବେ ବନ୍ଧୁଗଣ ଆପଣ ଙ୍କୁ ଏହି ଭିଡ଼ିଓ ବିଚଳିତ କରି ପାରେ । ସେହିଥି ପାଇଁ ଏହି ଦୁଖଃଦ ଦୃଶ୍ୟ କୁ ଆମେ ନଦେଖେଇବା ପାଇଁ ନିସ୍ପତି ନେଇଛୁ । ଘଟଣା ସ୍ଥଳରେ ରହିଥିବା ଲୋକ ମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇ ଜାଇଥିଲେ ହେଲେ ପରେ ତାଙ୍କୁ ହୃଦଘାତରେ ମୃ-ତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ