ଆଜି ପରେ ରଶ୍ମିକୁ ଦେବି ସବୁ ରାତି, ଏଇଟା ତୋ ସହ OYO ରେ ମୋର ଶେଷ ରାତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲାଇଟ ଆଲୁଅ ରେ ପ୍ରତ୍ୟୋକ ଦିନ ଭିଜୁ ଥିବା ମଣିଷ ଏମିତି ଅନ୍ଧାର ଗଳିରେ ନିଜକୁ ଏକା ପାଇ ଜିବନ ହାରି ଦେବା ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ପ୍ରେମିକା ର ଜନ୍ମ ଦିନ ପରେ ଆଜେକ୍ସ ଏବଂ ପ୍ରେମିକା ଜିଜ୍ଞାସା ପହଁଚି ଥିଲେ OYO ରେ । ଜନ୍ମ ଦିନ କୁ ସବୁ ଦିଗ କୁ ଆଜେକ୍ସ ସ୍ପେସିଆଲ ବନେଇବାକୁ ଚାହୁଁଥିଲେ । କାରଣ ଯେତେ ବେଳେ ଜିଜ୍ଞାସା କହୁଥିଲା ଯେ ତାର ପୁରୁଣା ପ୍ରେମିକ ରଶ୍ମି ପାଇଁ ତାର ଆଜିବି ଫିଲିଙ୍ଗ୍ସ ରହିଛି ଆଉ ସେଇଠି ଆଜେକ୍ସ ଚାହୁଁଥିଲେ ଜିଜ୍ଞାସା ଙ୍କୁ ଦୁନିଆଁ ର ସବୁ ଖୁସୀ ଦେଇ ଦେବେ । ଆଉ ସବୁ ଦିନ ପାଇଁ ପାଖରେ ରଖି ଦେବେ ।

ଆଉ ସେହିଥି ପାଇଁ ଆପଣ ମାନେ ଦେଖି ପାରୁଥିବେ ତାଙ୍କ ସାଙ୍ଗ ହ୍ୱାସି ର ରୁମ୍ କୁ ଡାକି କେମିତି କେକ୍ କାଟୁଛନ୍ତି । ଆଉ ପ୍ରେମିକା ର ଜନ୍ମ ଦିନରେ ଆଜେକ୍ସ ଙ୍କ ଖୁସୀ ଏବଂ ଏକ୍ସସାଇଟ ମେଣ୍ଟ କୁ ଦେଖି ଆପଣ ମାନେ ଲକ୍ଷ କରି ପାରୁ ଥିବେ । ଆଉ ଏଠାରୁ ସେମାନେ ବାହାରି ଥିଲେ OYO ହୋଟେଲ ଗ୍ରୀନଲାଣ୍ଡ ଇନ କୁ । ତେବେ ତାରିଖ ଫେବୃଆରୀ 28 OYO ରେ 800 ଟଙ୍କା ଦେଇ ଗୋଟେ ରୁମ୍ ନେବା ସହିତ ଗୋଟେ ରୁମ୍ ରେ ରହିଥିଲେ ଜିଜ୍ଞାସା ଏବଂ ଆଜେକ୍ସ ।

dj

ତେବେ ରାତି ସାରା ପ୍ରାଇଭେଟ ମୁମେଣ୍ଟ କାଟି ଥିବା ବେଳେ ସକାଳ ହେବା ପରେ କଥା ଯେମିତି ବଦଳି ଗଲା । ସେହି ଗୋଟେ ରାତିରେ କଟି ଥିଲା ଶେଷ ରାତି । ଆଉ ତା ପରେ ଆଜେକ୍ସ ଠାରୁ ପୁରୁଣା ପ୍ରେମିକ ବାହୁ ଙ୍କୁ ଫେରି ଜାଇ ଥିଲେ ଜିଜ୍ଞାସା । ହେଲେ ସେହି ଦିନ ରାତି ରେ କଣ ଘଟିଥିଲା ଏମିତି ଯେଉଁଥିରେ ଫେରିଥିଲେ ଜିଜ୍ଞାସା ଏବଂ ରୁମ୍ ରେ ଏହା କାନ୍ଦିଲେ ଆଜେକ୍ସ । ଆଉ ପରେ ରଶ୍ମି ଙ୍କ ବାହୁ ରେ ଶୋଇଥିଲା ଜିଜ୍ଞାସା ପାଗଳ ପରି ରାତି ଦିନ କଲ କରୁଥିଲେ ଆଜେକ୍ସ । କିନ୍ତୁ ମନ ଇଚ୍ଛା କଥା ବର୍ତ୍ତା ନେହୁରା ହୋଇ ବୁଝାଉଥିଲେ ଆଜେକ୍ସ ।

ହେଲେ ରଶ୍ମି ଏବଂ ଜିଜ୍ଞାସା କିଛି ପୁରୁଣା ଫୋଟ ରଖି ବ୍ଲାକମେଲ କରୁଥିଲେ ଆଜେକ୍ସ ଙ୍କୁ ଏହା ସହିତ ଜଣା ପଡିଛି ଶେଷ ଥର ପାଇଁ 15 ହଜାର ଟଙ୍କା ଆଜେକ୍ସ ଜିଜ୍ଞାସା ଙ୍କୁ ପଠାଇଛନ୍ତି । ଆଉ 17 ତାରିଖ ଦିନ ରାତିରେ କାନ୍ଦି କାନ୍ଦି କହିଥିଲେ ଜିଜ୍ଞାସା କୁ ଟଙ୍କା ସୁନା ସବୁ ପାଇଯିବ ହେଲେ ମତେ ଆଉ ପାଇବନି । ଯାହାର ଚାର୍ଟ ଏବେ ପୋଲିସ ହାତରେ ଲାଗିଛି । ଆଉ ଜିଜ୍ଞାସା କୁ ଜେରା କରି ପୋଲିସ ଏହି ବାବଦ ରେ ସବୁ କିଛି ପଚାରୁଛି । ତେବେ ଦେଖିବାକୁ ବାକି ରହିଲା କଣ ସତତ୍ୟା ସାମ୍ନାକୁ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *