ବାହାଘର ପରେ ସ୍ୱାମୀ ଉପରେ ରାଜୁତ କରିଥାନ୍ତି ଏହି ଝିଅ ମାନେ ।

women

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି 4 ଟି ରାଶି ମାନଙ୍କ ବିଷୟ ରେ କହିବୁ ଯାହା କି ଏହି ରାଶି ର ମହିଳା ମାନେ ତାଙ୍କର ବିବାହ ପରେ ସେମାନେ ତାଙ୍କର ସ୍ୱାମୀ ମାନଙ୍କ ଉପରେ ରାଜ କରିବା ସହ ତାଙ୍କ ଶାଶୁ ଏବଂ ଶଶୁର ଉପରେ ରାଜ ମଧ୍ୟ କରିଥାନ୍ତି । ତେବେ ବନ୍ଧୁଗଣ ଆମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ମାନଙ୍କ ବିଷୟ ରେ କୁହାଯାଇଛି କି ଏହି ରାଶି ର ମହିଳା ମାନେ ତାଙ୍କ ଜୀବନ ରେ କେବେ କାହା ପାଖରେ ହାର ମାନି ନଥାନ୍ତି ଏବଂ ଏହା ସହ ଏମାନେ ସମସ୍ତ ଙ୍କ ଉପରେ ରାଜ କରିଥାନ୍ତି , ତେବେ ସେହି ରାଶି ମାନଙ୍କ ଆସନ୍ତୁ ଜାଣିନେବା ।

ତେବେ ବନ୍ଧୁଗଣ ସେହି 4 ଟି ରାସି କଣ କମ ରହିଛି ଯାହା ଦ୍ୱାରା ସେହି ରାଶି ର ମହିଳା ମାନେ ତାଙ୍କର ବିବାହ ପରେ ସେମାନେ ତାଙ୍କର ସ୍ୱାମୀ ଉପରେ ରାଜ କରିଥାନ୍ତି , ତେବେ ସେହି ରାସି ମାନଙ୍କୁ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ , ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ମେଷ ରାଶି , ଏହି ରାଶି ର ମହିଳା ମାନଙ୍କ ସ୍ୱଭାବ ବହୁତ ଆକର୍ଷିକ ହୋଇଥାଏ , ତେବେ ଏହି ରାଶି ର ମହିଳା ମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି , ଯାହା ପାଇଁ କି ସେମାନେ ତାଙ୍କର ଏହି ସୁନ୍ଦର ଚେହେରା ପାଇଁ ସେମାନେ ସମସ୍ତ ଙ୍କୁ ତାଙ୍କର ଆଙ୍ଗୁଠି ରେ ନଚାଇଥାନ୍ତି , ତେବେ ଏହି ରାଶି ର ମହିଳା ମାନେ ଅତ୍ୟନ୍ତ ଜିଦି ସ୍ୱାଭାବ ର ହୋଇଥାନ୍ତି , ତେଣୁ ଏମାନେ ବିବାହ ପରେ ତାଙ୍କର ସ୍ୱାମୀ ଙ୍କୁ ଆଙ୍ଗୁଠି ରେ ନଚାଇଥାନ୍ତି , ତେବେ ଦେଖିବାକୁ ଗଲେ ଏହି ରାଶି ର ମହିଳା ମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରିଥାନ୍ତି ।

women 2

ତେବେ ଏହା ପର ରାଶି ଟି ହେଉଛି , କନ୍ୟା ରାଶି , ଏହି ରାଶି ର ମହିଳା ମାନଙ୍କ ର ବିବାହ ଯେଉଁ ବ୍ୟକ୍ତି ମାନଙ୍କ ସହ ହୋଇଥାଏ , ସେମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ , ଏହି ରାଶି ର ମହିଳା ମାନେ ବହୁତ ଖୁସି ମିଜାଜ ର ହୋଇଥାନ୍ତି , ତେଣୁ ଏମାନେ କୈଣସି କଥା କୁ ତାଙ୍କର ମନ ଭିତରେ ରଖି ନଥାନ୍ତି , ତେବେ ଦେଖିବାକୁ ଗଲେ ଏମାନେ ତାଙ୍କର ବିବାହ ପରେ ସ୍ୱାମୀ ଙ୍କୁ ଅଧିକ ମାନିଥାନ୍ତି ଏବଂ ତାଙ୍କର ଶାଶୁ ଘରେ ଏମାନଙ୍କ କଥାରେ ସବୁ କିଛି ହୋଇଥାଏ ।

ଏହା ପରେ ତୃତୀୟ ରେ କର୍କଟ ରାଶି , ଏହି ରାଶି ର ମହିଳା ମାନେ କାହା କଥାରେ କାମ କରି ନଥାନ୍ତି , କାରଣ ଏମାନେ ତାଙ୍କର ମନ ମୁତାବକ କାମ କରିଥାନ୍ତି ଏମାନଙ୍କୁ କେହି ଆଜ୍ଞା ଦେବା ଭଳି କଥା କହିଲେ ସେମାନେ ତାଙ୍କ କଥାକୁ କେବେ ମାନି ନଥାନ୍ତି , ଏମାନ ଙ୍କ ର ବିବାହ ଯେଉଁ ଘରେ ହୋଇଥାଏ , ସେହି ଘରେ ଏହି ରାଶି ର ମହିଳା ମାନେ ସମସ୍ତ ଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତି ।

bhabi

ତେବେ ଶେଷ ରେ ହେଉଛି ମକର ରାଶି , ତେବେ କୁହାଯାଏ କି ଯେଉଁ ମହିଳା ମାନଙ୍କ ର ରାଶି ମକର ରାଶି ହୋଇଥାଏ ସେମାନ ଙ୍କ ର କଥା ତାଙ୍କ ଶଶୁର ଘରେ ମାନା ଯାଏ , ସମସ୍ତ କାମ ଏମାନ ଙ୍କୁ ସଠିକ ଭାବରେ କରିବା ଏମାନଙ୍କୁ ପସନ୍ଦ , ଏମାନଙ୍କୁ କୈଣସି କାମ ରେ ଅନ୍ୟମନସ୍କ ହେବା ଏମାନଙ୍କୁ ଆଦୁ ପସନ୍ଦ ନୁହଁ , ଏମାନଙ୍କର ଏହି ଗୁଣ ଯୋଗୁଁ ଏମାନଙ୍କ ର ଶଶୁର ଘର ଲୋକ ଏମାନଙ୍କ ର ବହୁତ ସମାନ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ