
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ସବୁଠୁ ବଡ ଜିନିଷ ମୋ ଠାରୁ କେହି କେବେ ଇନ୍ସଫାୟର ହୁଅନି । ମୁଁ ଜାହା କହୁଛି ମୋ ଇମୋସନ ଏବଂ ମୋ ଫିଲ୍ କୁ ବୁଝ । ମୁଁ କହୁନି ଯେ ମୁଁ ଭାଷା କହୁଛି ମାନେ ତୁମେ ମାନେ ବି ଭାଷା କୁହ ମୁଁ କହୁନି ମୋ ଠାରୁ କେହିବି ଇନସ୍ପଫାୟର ହୁଅନି । ଆଉ ବାକି ରହିଲା ସୁନା କଢେଇ ଆଲବମ୍ । ସେଇଟା ଗୋଟେ ନୂଆ ପରିଚୟ ମୋର ଆଉ ସେଇଟା କେବଳ ବାବୁ ଭାଇ ପାଇଁ ଆଉ ସେ ହେଲେ ଜଣେ ଅଲଗା ହିରୋ ସେ କ୍ୟାମେରା ପଛର ହିରୋ ଆମେ କ୍ୟାମେରା ଆଗରେ ଜାହା କରୁଛୁ କାହା କିଛି ନୁହେଁ ସେ କ୍ୟାମେରା ପଛରେ ଜାହା କରୁଛନ୍ତି ତୁମେ ମୁଣ୍ଡ ହଲେଇ ଦେବ ।
ଆଉ ଏହି ନୂଆ ଆଲବମ୍ ରେ ଯେତେ ସବୁ ଟିମ୍ ଖର୍ଚ୍ଚ ହୋଇଛି ନାଁ ଆସିଲେ ହିଁ ତୁମେ ମାନେ ସବୁ ଜାଣି ପାରିବ । ନାଁ ମୋ ଲାଇଫ୍ ରେ କେବଳ ଦୁଇଟା ଝିଅ ମତେ ଧୋକା ଦେଇଛନ୍ତି । ଆଉ ମୋର ବହୁତ ଭିଡ଼ିଓ ଅଛି ଯେଉଁଥିରେ ମୁଁ ସୋସିଆଲ ମେସେଜ ଟାଇପ୍ ର ମୁଁ ଦେଇଛି ଆଉ ଲୋକ ମାନେ ବହୁତ ଫିଲ କରି ପାରନ୍ତି । ମୋ ଗାଳିରେ ବି ତାଳି ଅଛି ଏଇଟା ଗୋଟେ ଗଡ ଗିଫ୍ଟେଡ ଜିନିଷ ।
ଆଉ କାହା ଦ୍ୱାରା ହେବନି । ତେଣୁ ତୁମେ ମାନେ ଭାବିବ ତୁମେ ମାନେ ବି ଏମିତି କରିବ ତୁମେ ଦ୍ୱାରା ହେବନି ଶେଷରେ ଫ୍ରସଷ୍ଟେଡ ହୋଇଯିବ । ଆଉ ମୁଁ ଯେଉଁ କାମ କରୁଛି ମୋ ପଛରେ ବହୁତ ଲୋକ ଲାଗିଛନ୍ତି ବହୁତ ମୁସକିଲ ରେ ମୁଁ ଏହି ସବୁ କାମ କରୁଛି ତୁମେ ଏଇ କାମ କରିବାକୁ ଚେଷ୍ଟା କର ନାହିଁ । ବାକି ରହିଲା ଚାକିରୀ ମୁଁ କାହା ପାଖରେ 9 ରୁ 5 ଖଟି ପାରିବି ନାହିଁ ମୁଁ ମୋର ଯେଉଁ ଦୁନିଆଁ ରେ ରହିଛି ସେଇଟା ହିଁ ଭଲ ।
ଆଜିର ସମୟ ରେ ଇନଷ୍ଟାଗ୍ରାମ ରିଲ୍ସ ଦୁନିଆ ର ଝିଅ ଙ୍କ ଉପରେ ମୋଟେ ବି ଭରଷା ନାହିଁ । ଆଉ ଝିଅ ମାନଙ୍କ ବିଷୟ ରେ ସେମିତି କିଛି ଭାବି ନାହିଁ ଯେଉଁ ଦିନ ମୋ ପସନ୍ଦ ର ଝିଅ ମିଳିବ ସେହି ଦିନ ମୁଁ ବାହା ହୋଇଯିବି । ସେ ବି ପୁଣି ଆରେଞ୍ ମ୍ୟାରେଜ ଆଉ ବାକି ରହିଲା ସବୁ ଫ୍ୟାନ୍ସ ମାନଙ୍କ ଭଲ ପାଇବା ମୋ ଉପରେ ଥାଉ ମୁଁ ସବୁ ବେଳେ ସେମାନଙ୍କୁ ଏମିତି ଏଣ୍ଟର୍ଟେନ କରି ଚାଲେ ଆଉ କିଛି ଦରକାର ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।