ରୋମାନ୍ସ ପରେ ପରେ ପ୍ରଣୟ ସମୟର ଚିହ୍ନ ସହ ଏହି ୮ଜଣ ତାରକା ଧରା ପଡ଼ିଥିଲେ ! କରିନାଙ୍କ ଶରୀରରେ ସବୁଠାରୁ ଅଧିକ ଚିହ୍ନ ଥିଲା ।

Spread the love

ବଲିଉଡ ତାରକାମାନେ ଅନେକ ସମୟରେ କାହାରି ନା କାହାରି ସହିଟ ପ୍ରେମ ସମ୍ପର୍କ ରଖିଥାନ୍ତି । ଏପରି ଅବସ୍ଥାରେ ସେମାନେ ନିଜର ଏହି ପ୍ରେମମୟ ଜୀବନକୁ ବ୍ୟକ୍ତିଗତ ରଖିବା ପାଇଁ ପସନ୍ଦ କରନ୍ତି । କିନ୍ତୁ କଥାରେ ଅଛି, ପ୍ରେମ ଲୁଚାଇଲେ ମଧ୍ୟ ଲୁଚେ ନାହିଁ । ସେହିପରି ଏହି କଥା ଏହି ୮ଜଣ ତାରକାଙ୍କ ଉପରେ ମଧ୍ୟ ଲାଗୁ ହେଉଛି । ଆଜି ଆମେ ବଲିଉଡର କଳାକାରଙ୍କର ସେହି ଫୋଟ ଦେଖାଇବୁ, ଯେଉଁଥିରେ ସେମାନଙ୍କର ଶରୀରରେ ପ୍ରଣୟ ସମୟର ଚିହ୍ନ ଦେଖାଯାଉଛି । ସେଗୁଡିକୁ ଦେଖି ଜଣା ପଡ଼ୁଛି ଯେ, କେଉଁ ଶୈଳୀରେ ସେମାନଙ୍କ ସାଥି ସେମାନଙ୍କୁ ପ୍ରେମ କରିଥିବେ । କାହାର ଶରୀରରେ ନିଜ ସାଥିର କାମୁଡ଼ା ଚିହ୍ନ ଥିବା ବେଳେ ଅନ୍ୟ କାହାର ଶରୀରରେ ନଖର ଚିହ୍ନ ରହିଛି । ଏମାନଙ୍କୁ ଦେଖି ଆପଣମାନେ କହିବେ ଯେ, ଏମାନଙ୍କ ପ୍ରେମମୟ ସମ୍ପର୍କ ବହୁତ ରୋମାଞ୍ଚକ ହୋଇଥିବ ।

କରିନା କପୁର ଖାନ :

କରିନା କପୁର ବଲିଉଡରେ ନିଜର ଅତି ସୁନ୍ଦର ଚେହେରା ପାଇଁ ବେସ୍ ଜଣାଶୁଣା । ସୈଫ ଅଲ୍ଲୀ ଖାନଙ୍କ ସହ ବିବାହ କରିବା ପରେ ତାଙ୍କର ଚାଲି ଚଳନ ଆହୁରି ମଧ୍ୟ ବଢି ଯାଇଛି । ସେ ଆଜି ମଧ୍ୟ ବହୁତ ଚମକପ୍ରଦ ଦେଖାଯାଆନ୍ତି । ଯାହାର ପ୍ରେମସାଥି ଏତେ ସୁନ୍ଦର ଥିବ ତାହାର ଶରୀରରେ ପ୍ରଣୟ ସମୟର କାମୁଡ଼ା ଚିହ୍ନ ଦେଖାଯିବା ଏକ ସାଧାରଣ କଥା ଅଟେ । ଆପଣ ଯେଉଁ ଫୋଟୋ ଦେଖୁଛନ୍ତି, ତାହା କରିନାଙ୍କ ବହୁତ ପୁରୁଣା ଫୋଟ ଅଟେ । ଯେଉଁଥିରେ ତାଙ୍କର ପିଠିରେ ପ୍ରଣୟ ସମୟର କାମୁଡ଼ା ଚିହ୍ନ ଦେଖାଯାଉଛି ।

କଙ୍ଗନା ରାନାଵତ :

ରିତିକ ରୋଶନଙ୍କ ସହ ବିବାଦରେ ରହିଥିବା କଙ୍ଗନା ରାନାଵତଙ୍କୁ ମଧ୍ୟ ପ୍ରଣୟ ସମୟର କାମୁଡ଼ା ଚିହ୍ନ ଦେଖିବା ପାଇଁ ମିଳିଛି । ଏହି ପ୍ରଣୟ ସମୟର କାମୁଡ଼ା ଚିହ୍ନ କଙ୍ଗନାଙ୍କ ଛାତି ଉପରେ ଥିଲା । ଏବେ ଏହା କେଉଁ ବ୍ୟକ୍ତିଙ୍କର ଏହା କେବଳ ସେହିଁ ଜାଣନ୍ତି ।

କ୍ୟାଟ୍ରିନା କୈଫ :

ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ରୂପେ ପରିଚିତ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସୁନ୍ଦରତାର ଯେତେ ପ୍ରସଂଶା କଲେ ମଧ୍ୟ କମ୍ ହେବ । କ୍ୟାଟ୍ରିନାଙ୍କୁ ମୁମ୍ବାଇର ବାନ୍ଦ୍ରା ଅଂଚଳରେ କାନର ପଛପାଖରେ ପ୍ରଣୟ ସମୟର କାମୁଡ଼ା ଚିହ୍ନ ସହ ଦେଖିବା ପାଇଁ ମିଳିଥିଲେ । କ୍ୟାଟ୍ରିନା ରଣବୀରଙ୍କ ଠାରୁ ସଲମାନଙ୍କ ପର୍ଯ୍ୟନ୍ତ ବହୁ ପୁରୁଷଙ୍କ ସହିତ ସମ୍ବନ୍ଧରେ ଥିଲେ, ଏବେ ଏହି ଚିହ୍ନ କେଉଁ ବ୍ୟକ୍ତିଙ୍କର ଏହା କେବଳ ସେହିଁ କହିପାରନ୍ତି ।

ପ୍ରିୟଙ୍କା ଚୋପ୍ରା :

ପ୍ରିୟଙ୍କାଙ୍କ ଏହି ଫୋଟ ନିକ ଜନ୍ସଙ୍କ ସହ ବିବାହର ବହୁତ ପୂର୍ବରୁ ଅଟେ । ଏହି ଫୋଟୋକୁ ବିମାନ ବନ୍ଦରରୁ ନିଆ ଯାଇଥିଲା । ଏଠାରେ ପ୍ରିୟଙ୍କାଙ୍କ ଗଳା ପାଖରେ ପ୍ରଣୟ ସମୟର କାମୁଡ଼ା ଚିହ୍ନ ସ୍ପଷ୍ଟ ଭାବରେ ଦେଖାଯାଉଛି ।

ସୈଫ ଅଲ୍ଲୀ ଖାନ :

କରିନାଙ୍କ ପ୍ରଣୟ ସମୟର କାମୁଡ଼ା ଚିହ୍ନର କିଛି ଦିନ ପରେ ସୈଫ ଅଲ୍ଲୀ ଖାନଙ୍କ ଗଳା ପାଖରେ ଏହିପରି ପ୍ରଣୟ ସମୟର କାମୁଡ଼ା ଚିହ୍ନ ଦେଖିବାକୁ ମିଲିଥିଲା । ଅର୍ଥାତ ଏମାନେ ବିବାହ ପରେ ବହୁତ ଉପଭୋଗ କରିଛନ୍ତି ।

ସଲମାନ ଖାନ :

“କଫି ବିଥ କରଣ” କାର୍ଯ୍ୟକ୍ରମରେ ନିଜକୁ ଅବିବାହିତ କହୁଥିବା ସଲମାନ ଖାନଙ୍କୁ ବହୁତ ଥର ପ୍ରଣୟ ସମୟର କାମୁଡ଼ା ଚିହ୍ନ ସହ ଦେଖିବା ପାଇଁ ମିଳିଛି ।

ସାହରୁଖ ଖାନ :

ଗୌରୀ ଖାନଙ୍କ ସହ ବିବାହ କରିଥିବା ବଲିଉଡ଼ର କିଙ୍ଗ ଖାନ ମଧ୍ୟ ଏହି ଶ୍ରେଣୀରେ ଅଛନ୍ତି । ତାଙ୍କୁ ମୁମ୍ବାଇର ବିମାନ ବନ୍ଦରରେ ଦେଖିବା ପାଇଁ ମିଳିଥିଲା । ସେହି ସମୟରେ ତାଙ୍କର ବେକ ପାଖରେ ନାଲି ରଙ୍ଗର ଚିହ୍ନ ଥିଲା, ଯାହା ପ୍ରଣୟ ସମୟର କାମୁଡ଼ା ଚିହ୍ନ ପରି ଲାଗୁଥିଲା ।

ଅଲ୍ଲୀ ଅଫଜଲ :

ବଲିଉଡର ତାରକା ଅଲ୍ଲୀ ଅଫଜଲ ନିଜର ଅନ୍ୟ ପ୍ରକାରର ଅଭିନୟ ପାଇଁ ଜଣା ଯାଆନ୍ତି । ମିର୍ଜାପୁର, ଫୁକରେ, ଫାଷ୍ଟ ଏଣ୍ଡ ଫ୍ୟୁରିୟସ ଭଳି ଫିଲ୍ମରେ କାମ କରି ସାରିଥିବା ଅଲ୍ଲିଙ୍କ ବେକରେ ପ୍ରଣୟ ସମୟର କାମୁଡ଼ା ଚିହ୍ନ ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ, ଏହାକୁ କହିବା ପାଇଁ ତାଙ୍କୁ ଟିକେ ହେଲେ ଲାଜ ଆସିନଥିଲା । ସେ ଆରାମରେ ଏହାକୁ ନେଇ ବୁଲୁଛନ୍ତି ।

ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ ଏହା ସଙ୍ଗେ ସଙ୍ଗେ ଗୋଟିଏ Like ମଧ୍ୟ କରନ୍ତୁ !