ସକାଳୁ ପେପର ପଢ଼ି ଜେଲରେ ମୁଁହ ସୁଖେଇଦେଲା ଗୋପାଳ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପେପେର ପଢୁ ପଢୁ ନିଜର ମନ ପିତା ହୋଇଗଲା ଗୋପାଳ ଆଖିରେ ପୁଣି ଲୁହ । ହେଲେ ଏହିଥର ନବ ଦାସ ଙ୍କ ଝିଅ ଦୀପାଳି ପାଇଁ ନୁହେଁ ବରଂ ନିଜ ଝିଅ ପାଇଁ , ନିଜ ପୁଅ ପାଇଁ ଆଉ ନିଜ ସ୍ତ୍ରୀ ପାଇଁ । ଜାହାକୁ ସେ ଆଜି ବହୁତ ପଛରେ ଛାଡି ଚାଲି ଆସିଛି । ହେଲେ ଏବେ ପଶ୍ଚ୍ୟାତାପ କରି କିଛି ଲାଭ ନାହିଁ । କାହିଁକି ନାଁ ଆଜି ସକାଳୁ ଗୋପାଳ ପେପରେ ପଢିଛି ଯେ ତା ପରିବାର କୁ ଭୟ ରହିଛି । ଆଉ ସେ ଭୟ କୈଣସି ବି ପ୍ରକାରର ହୋଇପାରେ ।

ମନ୍ତ୍ରୀ ନବ ଦାସ ଜାହାକୁ ସେ ମାରି ଚୀର ନିଦ୍ରା ରେ ଶୋଇ ଦେଇଛି । ତାଙ୍କ ପରିବାର ଲୋକଙ୍କୁ କିମ୍ବା ତାଙ୍କ ସମର୍ଥକ ଙ୍କୁ କିମ୍ବା କେହିବି ହୁଅନ୍ତୁ ଯେଉଁ ମାନେ ନବ ଦାସ ଙ୍କ ହ-ତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଛି । ଗୋପାଳ ଦାସ ଙ୍କ ପରିବାର ଠାରୁ । ଏମିତି ସେମାନେ ତା ପରିବାର କୁ ସେମାନେ କୈଣସି ବି ପ୍ରକାରର କ୍ଷେତି ପହଁଚେଇ ଦେବାକୁ ଚାହାଁନ୍ତୁ । ଆଉ ଯେଉଁ କଥାକୁ ନେଇ ଆଜି ଅନିଶ୍ଚିତ ଅନ୍ଧକାର ରେ ଗୋପାଳ କିଛି ସମୟ ପାଇଁ ପେପର କୁ ଧରି କାନ୍ଦି ପକେଇ ଥିଲା । ଏବଂ ଜାହାକୁ ଦେଖି ସେ ହତ ଚକିତ ହୋଇଜାଇଥିଲା ।

gopal 1

ତେବେ ସକାଳୁ ସେ ଭାଗବତ ଗୀତା ପଢି ସେହିଥିରୁ କିଛି କିଛି କଥା ବୁଝାଉଥିଲା । ଆଉ ଆଜି ସେ ଗୋପାଳ ମନରେ କାହିଁକି ଅନେକ ସାରା ଝଡ ଉଠିଛି । ଆଉ ସେହି ଝଡ ହେଉଛି ତା ମନରେ ଉଠିଥିବା ଦ୍ୱନ୍ଦ । ସେ କେବଳ ଭୟ କରୁଛି ତା ପରିବାର ବର୍ଗ ପାଇଁ । ଆଜି ପ୍ରଥମ ଥର ପାଇଁ ଗୋପାଳ ମୁହଁ ରେ କାନ୍ଦ ଦେଖିଥିଲେ ଜେଲ ର ୱାର୍ଡର । ଏହି ଭଳି କିଛି କଥା ଏବେ ସୁଣିବାକୁ ମିଳୁଛି ।

ଏବଂ ଏହା ସହିତ ଜେଲ ଭିତରେ ଥିବା କୟେଦୀ ମାନେ ବି ଏବେ କୁହାକୁହି ହେଉଛନ୍ତି । ଗୋପାଳ ଦାସ ସିନା ଜିବନ ଯିବାକୁ ଡରୁନି ତାର ସିନା ମୃତ୍ୟୁ କୁ ଭୟ ନାହିଁ ହେଲେ ତା ପରିବାର ଯଦି ତା ପରିବାର ଉପରେ କେହି ଆକ୍ରମଣ କରେ ତେବେ ତେବେ ତା ପରିବାର ଏବଂ ତାଙ୍କ ପୁଅ ଝିଅ ବା ସ୍ତ୍ରୀ ଉପରେ କେହି କ୍ଷେତି ପହଁଚେଇବା କୁ ଚାହେଁ ।

ସେହି ସମୟ ରେ ଜେଲ ର ଚାରି କାନ୍ଥ ମଧ୍ୟରେ ବନ୍ଦ ଥିବା ଏ ଗୋପାଳ କଣ କରିବ । ସତରେ ଏହି ସବୁ କୁ ନେଇ ବର୍ତମାନ ସମୟ ରେ ବହୁତ ଚିନ୍ତାରେ ରହିଛି ଗୋପାଳ । ଏବଂ ଆଜି ଯେଉଁ କଥାବି ଗୋପାଳ ପେପର ରେ ପଢିଲା । ତେବେ ବର୍ତମାନ ଦ୍ୱନ୍ଦ ମଧ୍ୟରେ ରହିଛି ଗୋପାଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ