
ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ସରିଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଏକାଦଶ କାର୍ଯ୍ୟ । ଏବେ ବିଳମ୍ବିତ ରାତିରେ ଅଭିନେତି ପିଣ୍ଟୁ ନନ୍ଦ ଙ୍କର କିଛି ଦିନ ତଳେ ହସ୍ପିଟାଲ ରେ ପରଲୋକ ଘଟିଥିଲା । ଯାହାକୁ ନେଇ ସଂମ୍ପର୍ଣ୍ଣ ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ପିଣ୍ଟୁ ନନ୍ଦଙ୍କ ପରିବାର ରେ ଶୋକର ଲହରୀ ଖେଳି ଜାଇଥିଲା ।
ପିଣ୍ଟୁ ନନ୍ଦ ଙ୍କ ପରଲୋକ ପରେ ଦେଖିବାକୁ ମିଳିଥିଲା କି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ନିଜର ଛାତି ବାଡେଇ ବାଡେଇ କାନ୍ଦୁଥିବାର ଏବଂ କାନ୍ଦି କାନ୍ଦି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ କହିଥିଲେ କି ମତେ ବି ତାଙ୍କ ସହିତ ନେଇଯାଅ ବୋଲି । ତେବେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଙ୍କ ଆକୁଳ ନିବେଦନ ସମସ୍ତ ଙ୍କୁ ମର୍ମାହତ କରିଥିଲା । ଏବଂ ସମସ୍ତ ଙ୍କ ଆଖିରେ ଲୁହ ଆଣି ଦେଇଥିଲା ।
ସୂଚନା ଅନୁସାରେ ପିଣ୍ଟୁ ନନ୍ଦ ଙ୍କୁ ଝୁରି ଝୁରି ବେହୋସ ହୋଇ ପଡିଥିଲେ । ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ତେବେ ବର୍ତମାନ ସମୟ ରେ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିବାର ଦେଖିବାକୁ ମିଳିଛି । ସ୍ୱାମୀ ଙ୍କ ମୃ-ତ୍ୟୁ କୁ ଝୁରି ଝୁରି ଦୂର୍ବଳ ହୋଇ ପଡିଥିଲେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ।
ତେବେ ପିଣ୍ଟୁ ନନ୍ଦ ଙ୍କ ବିୟୋଗ କୁ ସେ ସହଜରେ ହଜମ କରି ପାରୁ ନାହାଁନ୍ତି ଏହା ପରେ ସେ ଠିକ୍ ସେ ଖାଇବା ପିଇବା ବି କରୁ ନଥିବାର ସୋସିଆଲ ମିଡିଆ ରେ ଖବର ମିଳିଛି । ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ସୁଣିବାକୁ ମିଳିଥିଲା ଯେ ସେ ବୋହସ ହୋଇଜାଇଥିଲେ । ଏବଂ ପରେ ତାଙ୍କୁ ମେଡିକାଲ ନେଇ ତାଙ୍କୁ ସେଲାୟନ ଦିଆଜାଇ ଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।