ଜାଣନ୍ତୁ ଛୁଆ ଜନ୍ମ ହେବାପରେ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ କିପରି ହୋଇଥାଏ ! ଦେଖନ୍ତୁ ଏହି ମଜାଳିଆ ଫୋଟଚିତ୍ର…

Spread the love

ଆପଣଙ୍କୁ ଆଜି କହିବାକୁ ଚାହୁଁଛୁ ପତି ପତ୍ନୀଙ୍କ ମଧ୍ୟରେ ବିବାହ ପୂର୍ବରୁ ଓ ବିବାହ ପରବର୍ତ୍ତୀ ସମୟର ଜୀବନ ବିଷୟରେ କିଛି ମଜାଳିଆ ଫୋଟଚିତ୍ର ମାଧ୍ୟମରେ । ଆଶା କରୁଛୁ ଆପଣଙ୍କୁ ଆମ ଏହି ଲେଖାଟି ଭଲ ଲାଗିବ ।

୧॰ ସାଧାରଣତଃ ବିବାହିତା ମହିଳାମାନେ ଗର୍ଭବତୀ ପୂର୍ବରୁ ବେଶୀ ସମୟ ଖାଲିରେ ରହିଥାନ୍ତି ଓ ଆରମରେ ବହି ପଢିଥାନ୍ତି କିମ୍ବା ନିଜ ମନପସନ୍ଦର କିଛି କାର୍ଯ୍ୟ କରିଥାନ୍ତି । କିନ୍ତୁ ଛୁଆ ଜନ୍ମ କରି ସାରିବା ପରେ ଖାଲି ବିଶ୍ରାମ କକ୍ଷରେ ମଧ୍ୟ ବିଶ୍ରାମ କରି ପାରିନ୍ତି ନାହିଁ । ଏହି ସମୟରେ ପିଲାମାନେ ମାଆଙ୍କ ପଛରେ ପଛରେ ହିଁ ଲାଗିଥାନ୍ତି । ଏହି କାମରେ ବାପା ମଧ୍ୟ ପିଲାଙ୍କ ସାହାଯ୍ୟ କରିଥାନ୍ତି ।

୨. ଛୁଆ ଜନ୍ମ ହେବା ପୂର୍ବରୁ ପ୍ରତି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ଡେର୍ ସମୟ ମିଳିଥାଏ, ପରସ୍ଵର ମଧ୍ୟରେ ରୋମାନ୍ସ କରିବା ପାଇଁ । କିନ୍ତୁ ଛୁଆ ଜନ୍ମ ହେବା ପରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ସମୟ ଅତିବାହିତ କରନ୍ତି କିନ୍ତୁ ରୋମାନ୍ସ କରି ପାରନ୍ତି ନାହିଁ ।

୩. ଛୁଆ ଜନ୍ମ ହେବା ପୂର୍ବରୁ ଲୋକମାନେ ଭାବନ୍ତି ସେମାନେ ଛୁଆଙ୍କୁ ନିଜ ଯତ୍ନରେ ରଖିପାରିବେ କିନ୍ତୁ ଏହା ଲୋକଙ୍କ ଏକ ଭ୍ରମ ଅଟେ । ଛୁଆମାନେ ନିଜ ମାତା ପିତାଙ୍କୁ ମାଙ୍କଡ କରି ଦେଇଥାନ୍ତି ।

୪. ଲୋକମାନେ ସବୁବେଳେ ଚେଷ୍ଟା କରନ୍ତି ଯେ ସେମାଙ୍କର ଛୁଆ କେବେ ବି ମାଟିରେ ନ ଖେଳନ୍ତୁ କିନ୍ତୁ ଛୁଆମାନେ ନିଜର ବାଳୁତ ଅବସ୍ଥାରେ ହିଁ ମାଟିରେ ଖେଳିଥାଏ । ଆପଣ କେତେ ଚେଷ୍ଟା କରନ୍ତୁ, ଛୁଆମାନେ ଆପଣଙ୍କ କଥା ମନି ନଥାନ୍ତି ।

୫. ଛୁଆ ଜନ୍ମ ହେବା ପୂର୍ବରୁ ପତି ପତ୍ନୀ ନିଜ ଘରକୁ ଯେପରି ସଫା ସୁତୁରା ରଖିଥାନ୍ତି, ଛୁଆ ଜନ୍ମ ହେବା ପରେ ସେମାନେ ସେହିପରି ସଫାସୁତର ରଖିପାରନ୍ତି ନାହିଁ । ଆପଣ ଯେତେ ସଫସୁତର କରିଲେ ମଧ୍ୟ ଛୁଆମାନେ କୌଣସି ନ କୌଣସି ପ୍ରକାରରେ ମଇଳା କରିଥାନ୍ତି ।

୬. ଛୁଆ ଜନ୍ମ ହେବା ପୂର୍ବରୁ ଗୋଟିଏ ସୁନ୍ଦର ପାରିବାରିକ ପଟ୍ଟଚିତ୍ର ଉଠାଇବା ପାଇଁ ଇଛାଥାଏ ।ଯୋଡି ପଟ୍ଟଚିତ୍ର ଉଠାଇବାର ବିଭିନ୍ନ ଠାଣି ଭାବିଥାନ୍ତି । କିନ୍ତୁ ଦୁନିଆର କୌଣସି ମଧ୍ୟ ଯୋଡି ଏପରି କରି ପାରିନ ଥାନ୍ତି । କାରଣ ଛୁଆ ଆପଣଙ୍କୁ ଏପରି କରିବାକୁ ଦିଏନାହିଁ ।

୭॰ ଦୁନିଆରେ ଏମିତି କୌଣସି ଛୁଆ ନାହାନ୍ତି ଯାହାକୁ କି କଲମ ଓ ରଙ୍ଗ ତୂଳି ପସନ୍ଦ ନ ଥିବ । କିନ୍ତୁ ଛୁଆ ଏହି ଜିନିଷକୁ କେବେ ବି ଠିକ୍ ଜାଗାରେ ବ୍ୟବହାର କରି ନଥାନ୍ତି । ଛୁଆମାନେ ଯେଉଁଠି ପାରନ୍ତି ସେଇଠି ନିଜ କଲମ ଓ ତୂଳିରେ ରଙ୍ଗ କରିପକାନ୍ତି । ଲୋକେ ଛୁଆ ଜନ୍ମ ପୃର୍ବରୁ ଯେପରି ନିଜ ଘରର କାନ୍ଥ ଗୁଡିକୁ ଯତ୍ନର ସହ ରଖିଥାନ୍ତି ଛୁଆ ଜନ୍ମ ହେବା ପରେ ଯେପରି ଯତ୍ନର ସହ ସଫା ରଖି ପାରନ୍ତି ନାହିଁ ।

୮. ଉପରେ ପ୍ରଦତ୍ତ ଚିତ୍ର ଭଳି ଦୁନିଆରେ ସବୁ ପତି ପତ୍ନୀଙ୍କ ସମ୍ପର୍କ ହୋଇଥାଏ କିନ୍ତୁ ପରବର୍ତ୍ତୀ ସମୟରେ ନିମ୍ନରେ ପ୍ରଦତ୍ତ ଚିତ୍ର ଭଳି ବାସ୍ତବିକ ଜୀବନ ହୋଇଥାଏ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !