ବିବାହ ପରେ ଛୁ’ ହେଲା କନ୍ୟା!! | ବାନ୍ତି ମାଡୁଛି କହି, ଗାଡିରୁ ଓହ୍ଲାଇ ପ୍ରେମିକ ସହ ବାଇକରେ ଫେରାର୍ !!

Marriage

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପରେ ଛୁ ହେଲା କନ୍ୟା ବାନ୍ତି ଲାଗୁଛି ବୋଲି କହି ବାଇକ୍ ରେ ପ୍ରେମିକ ସହିତ ହେଲା ଫେରାର । ବନ୍ଧୁଗଣ ଘଟଣା ଟି ହେଲା ଝାଡସୁଗୁଡା ଜିଲ୍ଲା ବ୍ରଜରାଜ ନଗର ର । ଘଟଣା ଟି ବର୍ତମାନ ସମୟ ରେ ଚର୍ଚ୍ଚାର ବିଷୟ ପାଲଟୁଛି । ବିବାହ ସରିବା ପରେ କନ୍ୟା ଘରୁ ବିଦାୟ ନେଇ ବରଯାତ୍ରୀ ମଧ୍ୟ ବାହାରିଲେ । ହେଲେ ଅଧା ବାଟରେ ନବବଧୁ ବାନ୍ତି ଲାଗୁଛି ବୋଲି କହି ନବବଧୁ ଗାଡିରୁ ଉହ୍ଲେଇ ଥିଲା ।

ରାସ୍ତା କଡ କୁ ବାନ୍ତି କରିବାକୁ ଜାଇ ନବବଧୁ ପୂର୍ବରୁ ପ୍ରସ୍ତୁତ ହେବାକୁ କହି ପ୍ରେମିକ ବାଇକ୍ ରେ ଚମ୍ପଟ ମାରିଛି । ଝାଡସୁଗୁଡା ଜିଲ୍ଲା ବ୍ରଜରାଜ ନଗର ର ବାରପାଲୀ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ସୂଚନା ଅନୁସାରେ ବରପାଲୀ ର ଜଣେ ଯୁବତୀ ଙ୍କ ବିବାହ ସିମଡେଗା ର ନିକଟସ୍ଥ ଗହୀର ଦଣ୍ଡ ଗାଁର ରାଜୁ ବେହେରା ଙ୍କ ସହିତ ଠିକ୍ ହୋଇଥିଲା ଧାର୍ଯ୍ୟ ସମୟ ରେ ବିବାହ ମଧ୍ୟ ହୋଇଥିଲା । ହେଲେ କନ୍ୟା ଘରୁ ବିଦାୟ ନେବା ପରେ ନବ ବଧୁ ଚମ୍ପଟ ମାରିଛି ।

Marriage

ଏହା ଜାଣିବା ପରେ କନ୍ୟା ପକ୍ଷ ଲୋକ ଲୋକ ଲଜ୍ୟା ଭୟରେ ସାନ ଝିଅ କୁ ବିବାହ କରାଜାଇ ଥିବା ଗାଁ ରେ ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । ଘଟଣା ଏମିତି ଥିଲା କି ରାତି 10.30 ରେ ପରିବାର ଲୋକ ବର କନ୍ୟା କୁ ବିଦାୟ ଦେଇଥିଲେ । ବର କନ୍ୟା ଗାଡି ଗାଁ ମୁଣ୍ଡରେ ପହଁଚିବା ପରେ କନ୍ୟା ବାନ୍ତି ଲାଗୁଛି କହି ଗାଡି ରୁ ଉଲ୍ଲେଇ ଜାଇଥିଲେ । ଏବଂ ସେ ଟିକେ ଆଦୃଗକୁ ଜାଇ ବାନ୍ତି କରିବାର ଅଭିନୟ ମଧ୍ୟ କରିଥିଲେ ।

ଆଉ କନ୍ୟା ଏମିତି ବାନ୍ତି କରିବାର ଅଭିନୟ କରିବା ସମୟ ରେ ଆଗରେ ବାଇକ୍ ଧରି ପ୍ରସ୍ତୁତ ଥିବା ପ୍ରେମିକ ଙ୍କ ସହିତ ଫେରାର ହୋଇଜାଇ ଥିଲା କନ୍ୟା ଜଣଙ୍କ ସହିତ । ଆଉ ଏହି ଘଟଣା ପରେ କନ୍ୟା ର କାକା ଗାନ୍ଧିଛକ ଫାଣ୍ଡିରେ ଅଭିଯୋଗ କରିଥିଲେ । ଜାହାକୁ ନେଇ ଏବେ ପୋଲିସ ଖୋଜା ଖୋଜି କରୁଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ