ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ହଜିଗଲା ମାନବିକତା ମହିଳା ଙ୍କ ମୃ-ତ୍ୟୁ ପରେ ରାସ୍ତାରେ ଉହ୍ଲେଇ ଦେଲେ ବସ କର୍ମଚାରୀ । ଏହି ପରି ଏକ ଦୁଖଃଦ ଘଟଣା ଘଟିଛି ଗଞାମ୍ ଜିଲ୍ଲା ନିକଟସ୍ଥ 16 ନଂ ଜାତୀୟ ରାଜପଥ ନିକଟରେ ଗଞାମ୍ ଜିଲ୍ଲାର ପାଟପୁର ବ୍ଲକ୍ ଏବଂ ଗୈତ୍ତମି ପଞ୍ଚାୟତ ର ସୁଜିତ ସ୍ୱାୟିଁ ନିଜର ନିଜ ମାଆ ଋନୁ ସ୍ୱାୟିଁ ର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନେଇଥିଲେ ।
ଗତ କାଲି ଗୁରୁବାର ନିଜ ଗ୍ରାମ କୁ ଫେରିବା ପାଇଁ । ଏକ ଘୋରଇ ବସ ଘନେଶ୍ୱରୀ ରେ ଆସୁଥିବା ବେଳେ ହଠାତ ରାସ୍ତା ମଝିରେ ମାଆ ଙ୍କ ଦେହ ହଠାତ ଖରାପ ହୋଇଯିବାରୁ ପୁଅ ବସ କର୍ମଚାରୀ ଙ୍କୁ ନିକଟ ମେଡିକାଲ କୁ ନେବାକୁ କହିବା ସ୍ୱତେ । ସେମାନଙ୍କୁ ଜାକୀୟ ରାଜପଥର ଗଞାମ୍ ସହରର ଛକ ଠାରେ ଉହ୍ଲେଇ ବସ ଟି ଚାଲି ଜାଇଥିଲା ।
ଉହ୍ଲେଇବାର କିଛି ସମୟ ମଧ୍ୟରେ ମାଆ ଙ୍କର ମୃ-ତ୍ୟୁ ଘଟିଥିଲା । ଖବର ପ୍ରସାରଣ ହେବା ମାତ୍ରେ ଲୋକଙ୍କ ଭୀଡ ଜମିବା ମାତ୍ରେ NH ପେଟ୍ରୋଲିଂ ଗାଡି ପହଁଚିଥିଲା । ସେଠାରେ ଥିବା ସମାଜ ସେବି ସନ୍ତୋଷ ଗୈଉଡ ସୁଧିର ପାଢୀ , ଅଷ୍ଟମ ବାଟାଲିୟନ , ସୀପାହି ରାଜେନ୍ଦ୍ର ନାୟକ ଆର୍ଥିକ ସହାୟତା ଯୋଗେଇ ଦେଇ ଏକ ଆମ୍ବୁଲେନ୍ସ କରି ତାଙ୍କୁ ତାଙ୍କ ଗ୍ରାମ କୁ ପଠେଇଥିଲେ ।
ଅନ୍ୟ ପଟେ ବସ କର୍ମଚାରୀ ଙ୍କ ଏହି ପରି ମାନବିକତା ହଜେଇ ଦେବାକୁ ବିଭିନ୍ନ ମହଲ ରେ ନିନ୍ଦା କରାଜାଇଛି । ତେବେ ବନ୍ଧୁଗଣ ଆପଣ ମାନେ ଏହି ପରି ଘଟଣା କୁ ନେଇ ନିଜର କଣ ମତାମତ ରଖିବେ ନିଶ୍ଚିତ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।