ବାହାଘରପରେ ସ୍ତ୍ରୀକୁ ରାନ୍ଧି ଖାଇବାକୁ ଦେଲେ ଅଶ୍ୱନୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପରେ ସ୍ତ୍ରୀ ପ୍ରେରଣା ଙ୍କ ପାଇଁ ନିଜ ହାତରେ ରୋଷେଇ କଲେ ଅଭିନେତା ଅଶ୍ୱନୀ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ସପ୍ତାହ ରେ ପ୍ରେରଣା ଏବଂ ଅଶ୍ୱନୀ ଙ୍କ ବିବାହ ହୋଇଥିଲା । ତେବେ ବିବାହ ଟି ବହୁତ ଧୁମ ଧାମ୍ ରେ ହୋଇଥିଲା । ତେବେ ବିବାହ ପରେ ଅଶ୍ୱନୀ ଙ୍କ ଘରେ ରହୁଛନ୍ତି ପ୍ରେରଣା । ତେବେ ନିଜର ଶାଶୁ ଘରେ ନିଜର ପରିବାର ଲୋକଙ୍କ ସହିତ ବହୁତ ସାରା ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ପ୍ରେରଣା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ 5 ବର୍ଷ ହେଲା ପ୍ରେରଣା ଏବଂ ଅଶ୍ୱନୀ ପରସ୍ପର କୁ ଭଲ ପାଇ ଆସିଥିଲେ । ଦୁହେଁ ପ୍ରଥମ ଥର ପାଇଁ ଗୋଟେ ଆଡ ସୁଟିଂ ରେ ଦେଖା ହୋଇଥିଲେ କୋଣାର୍କ ରେ ଏବଂ ପରେ ପରେ ଦୁହେଁ ପରସ୍ପର କୁ ଭଲ ପାଇଥିଲେ । ଭଲ ପାଇବା ର 5 ବର୍ଷ ପରେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଅଶ୍ୱୀନୀ ଏବଂ ପ୍ରେରଣା ।

prerana

ତେବେ ବିବାହ ପରେ ନିଜର ଶାଶୁ ଘରେ ପ୍ରେରଣା ରହୁଛନ୍ତି ଏବଂ ସେଠାରେ ପ୍ରେରଣା ଙ୍କ ପାଇଁ ରୋଷେଇ କରୁଥିବାର ନଜର ଆସିଛନ୍ତି ଅଶ୍ୱନୀ । ତେବେ ଅଶ୍ୱନୀ ନିଜର ହାତରେ ପ୍ରେରଣା ଙ୍କୁ ରାନ୍ଧି ଖାଇବାକୁ ଦେଉଥିବାର ଦେଖିବା ପାଇଁ ମିଳିଛନ୍ତି । ଜାହାକି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତାହାଲେ ଆପଣ ମାନେ ଅଶ୍ୱନୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ।

ସେ ବହୁତ ସାରା ସିନେମା ରେ ଅଭିନୟ କରିଥିବାର ଆପଣ ମାନେ ଦେଖିବା ପାଇଁ ପାଉଥିବେ । ଏହା ସହିତ ସେ ବହୁତ ସାରା ଆଲବମ୍ ରେ ବି ମଧ୍ୟ ଅଭିନୟ କରିଛନ୍ତି । ଆଉ ପ୍ରରଣା ବି ସେହି ପରି ଓଡିଆ ସୋ ରେ ଆଙ୍କରିଂ କରନ୍ତି ।

aswin

ଦୁହେଁ ଓଲିଉଡ ଇଣ୍ଡଷ୍ଟ୍ରୀ ର ବହୁତ ସୁନ୍ଦର କଳାକାର ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଯୋଡି କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ