ସୁଟିଂ ସେଟରୁ ଆହତ ହୋଇ ଏହି ହିରୋ ଶେଷରେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନାକୁ ଆସିଛି । ସୁଟିଂ ସେଟ ରେ ତେବେ ତାଙ୍କ ବିଷୟ ରେ ଏବେ ବଡ ଖବର ସାମ୍ନାକୁ ଆସିଛି । କୁହାଜାଉଛି ଯେ ଏହି ଅଭିନେତା ନିକଟରେ ନିଜର ଆଗାମୀ ଚଳଚିତ୍ର ପାଇଁ ହିସେଲ୍ଟ ରେ ଯୋଗ ଦେଇଥିଲେ । ଆଉ ସେ ସୁଟିଂ ସେଟ ରେ ଆହାତ ହୋଇଛନ୍ତି । ସୁଟିଂ ସେଟ୍ ରେ ପ୍ରଥମ ଦିନରେ ଏହି ଲୋକ ପ୍ରିୟ ଅଭିନେତା ଙ୍କ ସହିତ ଏହି ଘଟଣା ଘଟିଥିଲା ।

ତେବେ ଏହି ସମୟ ରେ ତାଙ୍କ ଶରୀର ରେ ବହୁତ ଆଘାତ ଲାଗିଛି । କହିବାକୁ ଗଲେ ବର୍ତମାନ ସମୟ ରେ ଏହି ଲୋକ ପ୍ରିୟ ଅଭିନେତା ଙ୍କ ଆଘାତ ଖବର ବିଷୟ ରେ ତାଙ୍କର ଟିମ୍ ମେମ୍ବର ପକ୍ଷରୁ କୈଣସି ସୂଚନା ମିଳିନାହିଁ ।

hero

ଏହି ସମୟ ରେ ଖବର ସାମ୍ନାକୁ ଆସିବା ମାତ୍ରେ ଅଭିନେତା ମାନେ ଏବଂ ପ୍ରଶଂସକ ମାନେ ତାଙ୍କ ପାଇଁ ବହୁତ ଚିନ୍ତି ହୋଇଛନ୍ତି । ଏବଂ ସେମାନେ ତାଙ୍କର ସ୍ୱାସ୍ଥ ବିଷୟ ରେ ଜାଣିବାକୁ ଚେଷ୍ଟା କରିଛନ୍ତି ।

ତେବେ ବନ୍ଧୁଗଣ ଲୋକପ୍ରିୟ ଅଭିନେତା ସାରଲିନ ସୋ ରୁ କିଛି ଆକସନ ଏବଂ ହାଇ ଏଣ଼୍ଡ ଡ୍ରାମା କ୍ରମ୍ ର ସୁଟିଂ କରୁଛନ୍ତି । ଅଭିନେତା ତାଙ୍କର ସୋ ପାଇଁ ଏତେ ଉତ୍ସାହ ଯେ ସେ ଦିନ ରାତି ଏହା ପାଇଁ କାମ କରୁଛନ୍ତି ଏହି ନେଇ ସେ ନିଜକୁ ବିଶ୍ରାମ ନେବାକୁ ବହୁତ କମ୍ ସମୟ ଦେଉଛନ୍ତି । ତେବେ ତାଙ୍କର ସାମାନ୍ୟ ଆଘାତ ହୋଇଛି । ଯାହାକୁ ନେଇ ଚିନ୍ତିତ ରହିଛନ୍ତି ତାଙ୍କର ଫେନ ମାନେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *