ପ୍ରେମିକ ଠାରୁ ଧୋକା ଖାଇବା ପରେ ,ଦେଖନ୍ତୁ କେମିତି କାନ୍ଦି କାନ୍ଦି ବେହୋସ ହେଲେ ଅଭିନେତ୍ରୀ ଶ୍ରଦ୍ଧା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମ ରେ ଧୋକା ଖାଇବା ପରେ ଏବେ କାନ୍ଦୁ ଥିବାର ନଜର ଆସିଛନ୍ତି ଶ୍ରଦ୍ଧା ପାଣୀଗ୍ରାହି । ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଶ୍ରଦ୍ଧା ପାଣୀଗ୍ରାହି ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତେବେ ଦିର୍ଘ ଦିନ ଧରି ଶ୍ରଦ୍ଧା ପାଣୀଗ୍ରାହି ଓଲିଉଡ ରେ ଅଭିନୟ କରି ଆସିଛନ୍ତି । ବହୁତ ସାରା ଓଡିଆ ସିରିଏଲ ରେ ଅଭିନୟ କରିବା ସହିତ ବହୁତ ସାରା ଆଲବମ୍ ଏବଂ ବହୁତ ସାରା ୱେବ ସିରିଜ୍ ରେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ମନରେ ଗୋଟେ ଅଲଗା ପ୍ରକାରର ସ୍ଥାନ ବନେଇାରେ ସଫଳ ହୋଇଛନ୍ତି ।

ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଶ୍ରଦ୍ଧା ପାଣୀଗ୍ରାହି ଙ୍କ ବିବାହ ଭାଙ୍ଗି ଜାଇ ଥିଲା । ବାହାଘର ଭାଙ୍ଗିବା ପରେ ଏବଂ ପ୍ରେମରେ ଧୋକା ଖାଇବା ପରେ ଏବେ କାନ୍ଦୁଥିବାର ଦେଖା ଦେଇଛନ୍ତି ଏହି ଜବର୍ଦୋସ୍ତ ଅଭିନେତ୍ରୀ । ତେବେ ବନ୍ଧୁଗଣ ଶ୍ରଦ୍ଧା ପାଣୀଗ୍ରାହି ଗତ ଦିନ ମାନଙ୍କରେ ରାଜ ରାଜେଶ ଙ୍କୁ ଭଲ ପାଇଥିଲେ । ଆଉ ଦୁହିଁଙ୍କ ବିବାହ ବି ମଧ୍ୟ ହୋଇଥାନ୍ତା ।

sradha

ତେବେ ଦୀର୍ଭାଗ୍ୟ ବସତ ସେମାନଙ୍କ ବ୍ରେକପ୍ ହୋଇଥିଲା ଏବଂ ସେମାନଙ୍କ ବାହାଘର ବି ଭାଙ୍ଗି ଜାଇଥିଲା । ଏବଂ କିଛି ଦିନ ତଳେ ଶ୍ରଦ୍ଧା ପାଣୀଗ୍ରାହି ଏବଂ ରାଜେ ରାଜେଶ ନିଜର ପାରିବାରିକ କଳହ ବିଷୟ ରେ କହିଥିଲେ । ତେବେ ବର୍ତମାନ ସମୟ ରେ ରାଜ ରାଜେଶ ଲୁମରାଇନା ଙ୍କ ସହିତ ସମୟ ବିତାଉ ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ନିକଟ ରେ ସେ ଲୁମରାଇନା ଙ୍କୁ ବିବାହ କରିବେ ବୋଲି ଜଣା ପଡିଛି ।

ତେବେ ଶ୍ରଦ୍ଧା ପାଣୀଗ୍ରାହି ଙ୍କୁ ଛାଡି ଏବେ ରାଜ ରାଜେଶ ଏବେ ଲୁମରାଇନା ଙ୍କ ପଛରେ ପାଗଳ ହୋଇଥିବାର ଦେଖିବା ପାଇଁ ମିଳିଥିବା ବେଳେ ନିକଟ ରେ ସେ ତାଙ୍କୁ ବିବାହ କରିବେ । ହେଲେ ଶ୍ରଦ୍ଧା ପାଣୀଗ୍ରାହି ଏବେ ଏକୁଟିଆ ରହୁଥିବାର ଦେଖିବା ପାଇଁ ମିଳିଛନ୍ତି । ପ୍ରେମ ରେ ଧୋକା ଖାଇବା ପରେ ଏବେ କାନ୍ଦୁଥିବାର ଦେଖା ଦେଇଛନ୍ତି ଓଲିଉଡ ର ଏହି ଜବର୍ଦୋସ୍ତ ଅଭିନେତ୍ରୀ ଶ୍ରଦ୍ଧା ପାଣୀଗ୍ରାହି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ