ଅନୁଭବ ଙ୍କ ଛାଡିବା ପରେ ,ଦେଖନ୍ତୁ କେମିତି ଗାଁ ରେ ମାଆ ଙ୍କ ସହ ରିଲ୍ସ୍ କରୁଛନ୍ତି ବର୍ଷା

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନୁଭବ ଙ୍କ ଛାଡିବା ପରେ ବର୍ଷା ଏବେ ନିଜର ମାଆ ଙ୍କ ସହିତ ଗାଁ ରେ ରହୁଥିବାର ନଜର ଆସିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ଝଗଡା ଲାଗିଛି ଏବଂ ଦୁହେଁ ସ୍ୱାମୀ ସ୍ତ୍ରୀ ଅଲଗା ହେବା ପାଇଁ କୋର୍ଟ ରେ ହାଜର ହୋଇଛନ୍ତି । ତାହାଲେ ଅନୁଭବ ଙ୍କ ଘରେ ରହୁଥିବା ବର୍ଷା ପ୍ରିୟଦର୍ଶନୀ ହେଲେ ଅନୁଭବ ଭଡା ଘରେ ରହୁଥିଲେ । ହେଲେ କୋର୍ଟ ର ଅର୍ଡର ପରେ ଏବେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ଙ୍କ ଘର ଛାଡି ଚାଲିଜାଇଛନ୍ତି । ଏବଂ ଅନୁଭବ ମହାନ୍ତି ପୁରୁଣା ଘରେ ଆସି ରହୁଛନ୍ତି ।

ହେଲେ ବର୍ଷା ଏବେ ନିଜର ମାଆ ଙ୍କ ସହିତ ଗାଁ ରେ ରହୁଥିବାର ନଜର ଆସିଛନ୍ତି । ତେବେ ସେ ଓଡିଆ ଇଣ୍ଡଷ୍ଟ୍ରୀ ରୁ 17 ବର୍ଷ ବୟସ ରୁ ଅଭିନୟ ଆରମ୍ଭ କରିଛନ୍ତି । 2002 ମସିହା ରୁ ବର୍ଷା ପ୍ରିୟଦର୍ଶନୀ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସୁଛନ୍ତି । ତାହାଲେ ବର୍ତମାନ ବର୍ଷା ପ୍ରିୟଦର୍ଶନୀ ନିଜର ବୈବାହିକ ଜିବନ ରେ ବହୁତ ଅଶାନ୍ତି ରେ ଦିନ କାଟୁଛନ୍ତି ।

barsha

ତାହାଲେ ଅନୁଭବ ମହାନ୍ତି ଙ୍କ ସହିତ 2014 ମସିହା ରେ ତାଙ୍କର ବାହାଘର ହୋଇଥିଲା । ବାହାଘର ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ଯେଉଁଥିରେ ଓଲିଉଡ ର ସବୁ ସେଲିବ୍ରେଟି ମାନେ ଯୋଗ ଦେଇଥିବାର ନଜର ଆସିଥିଲେ । ତାହାଲେ ବାହାଘର ର କିଛି ଦିନ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ବହୁତ ଖୁସୀରେ ଚଳୁଥିବାର ନଜର ଆସିଥିଲେ । ହେଲେ ପରବର୍ତି ସମୟ ରେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

ଦୁହେଁ ପରସ୍ପର ସହିତ କଳି ଝଗଡା କରିଥିଲେ ଆଉ 2020 ମସିହା ରେ ଦୁହେଁ ଡିଭର୍ସ ପିଟିସନ ଫାଇଲ କରିବା ପରେ କୋର୍ଟ ରେ ହାଜର ହୋଇଥିଲେ । ଆଉ ଏବେ ଅନୁଭବ ଙ୍କ ଘର ଛାଡି ନିଜର ମାଆ ଙ୍କ ସହିତ ଗାଁ ରେ ରହୁଥିବାର ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ତେବେ ଅନୁଭବ ଏବଂ ବର୍ଷା ଓଲିଉଡ ର ନଂ ୱାନ ଯୋଡି ରହିଥିଲେ । ହେଲେ ଦୁହେଁ ଅଲଗା ହେବା ପାଇଁ ଯାଉଛନ୍ତି । ତେବେ ଆପଣ ମାନେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ଙ୍କ ଯୋଡି କୁ କେତେ ପରିମାଣ ରେ ଭଲ ପାଆନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ