୨ ଥର ସୁଯୋଗ ଫେଲ ହେବା ପରେ, ୩ ଥରରେ ମା-ରିଦେଲି । କ୍ରାଇମବ୍ରାଞ୍ଚର ଜେରା ବେଳେ ଏମିତି କିଛି ଗୋପାଳ କହିଥିବା ଚର୍ଚ୍ଚା

naba

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସେପ୍ଟେମ୍ବର 18 ସ୍ଥାନ ଗାନ୍ଧିଛକ କାର୍ଯ୍ୟକ୍ରମ ନୂଆ ଖାଇ ଭେଟଘାଟ୍ । ଯେଉଁଠାରେ ଉପସ୍ଥିତ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଏବଂ ଅଭିଯୁକ୍ତ ASI ଗୋପାଳ ର ପ୍ରଥମ ଟାର୍ଗେଟ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ହେଲେ ପ୍ରଥମ ସୁଯୋଗ ହାତ ଛଡା ହୋଅଜାଇଥିଲା ଗୋପାଳ ର ଆଉ ତା ପରେ ଅନେଇ ବସିଥିଲା ଦ୍ୱିତୀୟ ସୁଯୋଗ କୁ ଆଉ ଗୋପାଳ କୁ ବି ମିଳିଥିଲା ଦ୍ୱିତୀୟ ସୁଯୋଗ ତାରିଖ ଡିସେମ୍ବର 30 ସ୍ଥାନ ବ୍ରଜରାଜ ନଗର କାର୍ଯ୍ୟକ୍ରମ ଥିଲା ସ୍ୱର୍ଗତ କିଶୋର କୁମାର ମହାନ୍ତି ଙ୍କ ପ୍ରତି ମୃତି ଉନ୍ମଚୋନ ଯେଉଁ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ଆଉ ଦ୍ୱିତୀୟ ସୁଯୋଗ ରେ ବି ସମୟ ସୁବିଧା ଦେଖି ଅନାଇ ବସିଥିଲା ଅଭିଯୁକ୍ତ ଗୋପାଳ ଦାସ । ହେଲେ ତୃତୀୟ ସୁଯୋଗ ରେ ଅତି ନିକଟ ରୁ ନବ କିଶୋର ଦାସ ଙ୍କୁ ଗୁଳି କରି ଜିବନ ନେଇ ଗେଲା ASI ଗୋପାଳ ଦାସ । ବନ୍ଧୁଗଣ 4 ମାସ ଭିତରେ ତିନି ତିନି ଥର ସୁଯୋଗ ରୁଣ୍ଡାଇ ଥିଲା ଅଭିଯୁକ୍ତ ASI ଗୋପାଳ ଦାସ । ସେପ୍ଟେମ୍ବର 18 , ଡିସେମ୍ବର 30 ଦୁଇ ଦୁଇଟି ତାରିଖ ରେ ଫେଲ ହେବା ପରେ ତୃତୀୟ ତାରିଖ ରେ କିନ୍ତି ନିଶାନା ଠିକ୍ ବାଜିଥିଲା ।

gopal 1

ଆଉ ସ୍ୱସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଜିବନ ଚାଲିଜାଇଥିଲା । ସ୍ୱସ୍ଥ୍ୟ ମନ୍ତ୍ରୀ ନବ ଦାସ ଭଲ ଲାଗିଲେନି ସେହିଥି ପାଇଁ ମାରିଦେଲି । କ୍ରାଇମ ବ୍ରାଞ୍ଚ ଜେରା ବେଳେ ଏମିତି କିଛି ତୁଣ୍ଡ ଖୋଲିଥିବା ଗୋପାଳ କହିଛି । ଚାରି ମାସରେ ମୁଁ ତିନି ତିନି ଥର ସୁଯୋଗ ଖୋଜୁଛି ଆଉ ଦୁଇ ଥର ଫେଲ ମାରିଥିଲି । ହଁ ବନ୍ଧୁଗଣ ଏମିତି କିଛି କହିଛି ASI ଗୋପାଳ ।

ନବଦାସ ସହିତ ଗୋପାଳ ର କୈଁଣସି ଶତୃତା ନଥିଲା ହେଲେ କୁଆଡେ ନବ ବାବୁ କୁଆଡେ ଗୋପାଳ କୁ ଭଲ ଲାଗୁ ନଥିଲା । ତେବେ ଦିନେ କି ଦୁଇ ଦିନ ନୁହେଁ ବିଗତ 4 ମାସ ଧରି ହ-ତ୍ୟା କରିବାର ସୁଯୋଗ ରେ ଥିଲା ଆଉ କେବେ କ୍ଲୋଜ୍ ରେଞ୍ ରୁ ଗୁଳି ଚଳେଇବା ପାଇଁ ସୁଯୋଗ ପାଇ ନଥିଲା ଗୋପାଳ ବୋଲି କ୍ରାଇମ ବ୍ରାଞ୍ଚ କୁ କହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *