୧୦ ବର୍ଷ ପରେ ରାହୁ-କେତୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ କରାଇବେ, ମିଳିବ ବଡ଼ ଖୁସି ଖବର !

Spread the love

ଯେମିତିକି ଆପଣ ଜାଣନ୍ତି, ସବୁ ଗ୍ରହମାନଙ୍କ ମଧ୍ୟରୁ ରାହୁ ଏବଂ କେତୁକୁ ପାପୀ ଗ୍ରହ ବୋଲି କୁହାଯାଏ । ଯଦି ଏହି ଦୁଇଟି ଗ୍ରହର ଛାଇ କାହାର କୁଣ୍ଡଳୀରେ ପଡ଼ିଯାଏ, ତେବେ ତାହାର ଜୀବନରେ ବହୁତ ଅସୁବିଧା ଆସିଥାଏ । ସେହି ବ୍ୟକ୍ତିଙ୍କୁ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିଥାଏ । ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ, ନିଜ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି ନାହିଁ ।

ଜ୍ୟୋତିଷ୍କଙ୍କ କହିବା ଅନୁସାରେ ରାହୁ ଏବଂ କେତୁ, ଏମିତ କେତୋଟି ରାଶିଙ୍କ ଉପରେ ନିଜର କୃପା ବର୍ଷା କରିବାକୁ ଯାଉଛନ୍ତି । ସେହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ରାହୁ ଏବଂ କେତୁର କୃପା ଯୋଗୁଁ ନିଜ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ହଠାତ ବଡ଼ ଖୁସି ଖବର ମିଳିବାର ଯୋଗ ମଧ୍ୟ ରହିଛି । ଆଜି ଆମେ ସେହି ରାଶିମାନଙ୍କ ବିଷୟରେ ଆପଣଙ୍କୁ କହିବୁ, ତେବେ ଆସନ୍ତୁ ଜାଣିବା କଣ ସବୁ ଘଟିବାକୁ ଯାଉଛି ସେହିସବୁ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ !

ରାହୁ-କେତୁ ଏହି ୪ଟି ରାଶିର ଭାଗ୍ୟ ଉଜ୍ଜ୍ୱଳ କରିବେ :

କର୍କଟ ରାଶି:

ଏହି ରାଶି ଉପରେ ଆଜି ଠାରୁ ରାହୁ-କେତୁର କୃପାଦୃଷ୍ଟି ରହିବ । ଏହି ରାଶିର ଲୋକମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । ଯେଉଁମାନେ ଚାକିରୀ କରୁଥିବେ ସେମାନଙ୍କ ପଦୋନ୍ନତ ହେବାର ଯୋଗ ରହିଛି । ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ମାନସ୍ନମ୍ମାନ ମିଳିବ । ବ୍ୟାପାରି ମାନଙ୍କୁ ନିଜ ବ୍ୟାପାରରେ ଆଶାତୀତ ଲାଭ ହେବ । ଆପଣଙ୍କୁ ଆକସ୍ମିକ ଭାବରେ ଧନ ମିଳିବାର ଯୋଗ ରହିଛି ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ।

ସିଂହ ରାଶି :

ସିଂହ ରାଶି ଉପରେ ରାହୁ-କେତୁ ଦୟାବାନ ରହିବା ହେତୁ ଆପଣ ଦିନରେ ଦ୍ଵିଗୁଣ ଓ ରାତିରେ ଚାରିଗୁଣ ଉନ୍ନତି କରିବେ । ମନରେ ଆତ୍ମବିଶ୍ବାସ ବଢ଼ିବ, ଆଖପାଖର ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଧନ ଅର୍ଜନରେ ସଫଳତା ହାସଲ କରିବେ । ପରିବାରର କୌଣସି ସଦସ୍ୟଙ୍କ ତରଫରୁ ଖୁସି ଖବର ମିଳିପାରେ ।

ବିଛା ରାଶି :

ବିଚ୍ଛା ରାଶି ଉପରେ ରାହୁ-କେତୁର କୃପାଦୃଷ୍ଟି ପଡିବା ଫଳରେ ସେମାନଙ୍କୁ ନିଜ ଭାଗ୍ୟର ସହଯୋଗ ମିଳିବ । ଆପଣ ଯେଉଁ କାର୍ଯ୍ୟ ନିଜ ହାତକୁ ନେବେ ସେଥିରେ ସପଲ୍ୟତା ହାସଲ କରିବେ । ଯଦି ଆପଣ କେଉଁଥିରେ ପୁଞ୍ଜି ନିବେଶ କରନ୍ତି; ତେବେ ଆପଣଙ୍କୁ ଭଲ ଲାଭ ମିଳିବ । ବ୍ୟାପାରି ମାନଙ୍କର ଧନଲାଭ ହେବାର ଯୋଗ ରହିଛି । ଅଟକି ରହିଥିବେ କାମ ପ୍ରଗତିଶୀଳ ହେବ । ନିଜ ଜୀବନସାଥି ଆପଣଙ୍କର ଭାବନାକୁ ବୁଝିପାରିବେ । ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।

କୁମ୍ଭ ରାଶି :

କୁମ୍ଭ ରାଶି ଉପରେ ରାହୁ-କେତୁର କୃପାଦୃଷ୍ଟି ରହିଥିବା ହେତୁ ବିଦ୍ୟାର୍ଥିମାନଙ୍କୁ ଭଲ ଫଳ ମିଳିବ । ଆପଣ ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ଲାଭ କରିବେ । ଆପଣଙ୍କ ଘର ପରିବାର ସୁଖସମୃଦ୍ଧିରେ ପୂର୍ଣ୍ଣ ହେବ । ଜୀବନସାଥୀର ପୂର୍ଣ୍ଣ ସହଯୋଗ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ । ବ୍ୟବସାୟକୁ କେନ୍ଦ୍ରୀଭୂତ କରି ଆପଣ କୌଣସି ଜାଗାକୁ ଯାତ୍ରା କରିପାରନ୍ତି, ଯେଉଁଠାରେ ଆପଣଙ୍କୁ ଭଲ ଲାଭ ମିଳିବ ।