ଜୀବନରେ ସଫଳତା ପାଇବାକୁ ହେଲେ ଭଗବାନଙ୍କ ଏହି ତିନୋଟି କଥା ଶିଖିବା ଦରକାର

Spread the love

ଭଗବାନ ଶ୍ରୀକୃଷ୍ଣଙ୍କ ତିନୋଟି ଗୁଣ, ଯେଉଁ ତିନୋଟି ଗୁଣ କି ଆମ୍ଭମାନଙ୍କୁ ଆପଣାଇବା ଦରକାର ।

ପ୍ରଥମଟି ଶାନ୍ତ ରହିବ ଦରକାର । ଏହି ସ୍ଵଭାଵଟି  ଆମେ ସମସ୍ତେ ଜାଣୁ । ଭଗବାନ ଶ୍ରୀକୃଷ୍ଣ ପିଲାଦିନରୁ  ହିଁ ବହୁତ ଚଗଲା ଥିଲେ ! ଆଉ ସେ ଏହି କଥା ଜାଣିଥିଲେ କି କଂସ ମାମୁଁ ତାଙ୍କୁ ବାରମ୍ବାର ମାରିବାକୁ ଚାଁହୁଚନ୍ତି ! ତା’ପରେ ମଧ୍ୟ ସେ ଶାନ୍ତି ରହୁଥିଲେ ! ସମୟ ଆସିବା ପରେ ଭଗବାନ ଶ୍ରୀକୃଷ୍ନ କଂସଙ୍କ ସବୁ ପ୍ରହରର ମୁହଁତୋଡ଼ା ଜବାବ ଦେଲେ ! ଏହି କଥାରୁ ଆମକୁ ଶିଖିବାକୁ ହେବ ଯେ,ସବୁ ପ୍ରତିସ୍ଥିତିରେ ଆମକୁ ଶାନ୍ତ ରହିବାକୁ ପଡିବ ! 

ଦ୍ୱିତୀୟଟି ହେଲା : କେବେବି ଜୀବନରେ ହାର ମାନିବ ନାହିଁ ! ମହାଭାରତରେ ଭଗବାନ ଶ୍ରୀକୃଷ୍ଣ କେବେ ବି ହାର ମାନିବାକୁ ପରାମର୍ଶ ଦେଇନାହାନ୍ତି ! ମହାଭାରତରେ ଶ୍ରୀକୃଷ୍ଣଙ୍କ ପ୍ରିୟ ପାଣ୍ଡବଙ୍କ ପକ୍ଷରେ ଏହିପରି ଏକ ପରିସ୍ଥିତି ଉପୁଜିଲା, ଯେଉଁଥିରେ ପାଣ୍ଡବମାନେ ନିଜ ନିଜେ ହୃଦୟଙ୍ଗମ କରିଥିଲେ ଯେ ହାରିବା ସୁନିଶ୍ଚିତ ! ତଥାପି ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ହାର ମାନିବାକୁ ଦେଇ ନ ଥିଲେ ଏବଂ ସବୁ ଖରାପ ପରିସ୍ଥିତିକୁ ପାଣ୍ଡବଙ୍କ ଅନୁକୂଳ ଅର୍ଥାତ ପାଣ୍ଡବଙ୍କ ପକ୍ଷରେ କରିଦେଲେ ! ଏହିଠାରୁ ଆମ୍ଭେମାନେ ଶିକ୍ଷା କରିବା ଦରକାର ଯେ, କୌଣସି ପରିସ୍ଥିତିରେ ମଧ୍ୟ ହାର ମାନିବ ଠିକ ନୁହେଁ !

ତୃତୀୟଟି ହେଲା : ବନ୍ଧୁତା ରକ୍ଷା କରିବା ! କୃଷ୍ଣ ଓ ସୁଦାମା ଙ୍କ ବନ୍ଧୁତା କିଏ ବା ନ ଜାଣିଛି ! କିନ୍ତୁ ଏହି ବନ୍ଧୁତା ଦୁହେଁଙ୍କ ପ୍ରେମର କାରଣ ହୁହେଁ ବରଂ ପରସ୍ପର ପ୍ରତି ଥିବା ସ୍ନେହ ଆଦର ପରିଣାମ ! ଶ୍ରୀକୃଷ୍ଣ ସବୁବେଳେ ନିଜର ମିତ୍ର ସୁଦାମା ଏବଂ ଅର୍ଜୁନଙ୍କ ସାଥି ଦେଉଥିଲେ !ଏହି ତୃତୀୟ ଉପଦେଶରୁ ଆମ୍ଭେମାନେ ଏହି ଶିକ୍ଷା କରିବା ଯେ, ସ୍ନେହ ଆଦର ଓ ସହଯୋଗ ଦ୍ୱାରା ବନ୍ଧୁତା ନିବିଡ ରୁ ନିବୀଡତର ହୋଇଥାଏ ! ଏହା ହିଁ ସଚ୍ଚୋଟ ବନ୍ଧୁତାର ମାର୍ଗ ହୋଇଥାଏ !

ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଉପଦେଶ ଗୁଡିକ ମାନି ଚାଲିଲେ ଜୀବନର ସ୍ବାଦକୁ ସମ୍ପୂର୍ଣ୍ଣ ଚାଖି ପାରିବ ଏବଂ ଜୀବନର ଚାଲ ପଥ ମଧ୍ୟ ସରସ ସୁନ୍ଦର ହୋଇଉଠିବା ! ଏହି ଅନୁଚ୍ଛେଦଟି ଆପଣଙ୍କୁ କିପରି ଲାଗିଲା comment କରି ଜଣାନ୍ତୁ ଏବଂ Share କରନ୍ତୁ !