ସକାଳୁ ଠିକ୍-ରେ ପେଟ ସଫା ହେଉ ନାହିଁ କି, ଆପଣନ୍ତୁ ଏହି ସହଜ ଓ ସରଳ ଉପାୟ, ପେଟର ସମସ୍ତ ମଇଳା ସଫା ହେବ….

Spread the love

ଆଜିକାଲି ପ୍ରାୟତଃ ସମସ୍ତେ ପେଟ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଅନିୟମିତିତା ଖାଇବା ଏବଂ ଦିନଚର୍ଯ୍ୟା । କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାସ ଏମିତି କିଛି ସମସ୍ୟା ପେଟରେ ହୋଇଥାଏ । ସମସ୍ତ ବ୍ୟକ୍ତି ଏହି ସବୁ ସମସ୍ୟାରେ ଶିକାର ହୋଇଥାନ୍ତି । ଏହି ପରି କିଛି ସମସ୍ୟା ହେବା ଦ୍ୱାରା ଆମେ ଯଦି ଅଣଦେଖା କରିବା , ତାହାଲେ ଏହା ଏକ ବଡ ସମସ୍ୟାର ରୂପ ଧାରଣ କରିବା । ଯଦି ଆପଣ ଏହିପରି ସମସ୍ୟାରେ ପୀଡିତ ଅଛନ୍ତି, ତାହାଲେ ଆପଣାନ୍ତୁ ଏହି ଉପାୟ ଏବଂ ପେଟ ସମସ୍ୟା ଠାରୁ ଦୂରେଇ ଯାଇପାରିବେ ! ଆସନ୍ତୁ ଜାଣିବା ସେ ଉପାୟ ….

ନଖ ଉଷୁମୁ ପାଣି :-

ଆପଣ ନିୟମିତ ଭାବରେ ସବୁଦିନ ପାଣି ପିଇବାକୁ ପଡିବ । ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଉଷୁମୁ ପାଣିରେ ସାମାନ୍ୟ ଲୁଣ ଏବଂ ଲେମ୍ଭୁ ରସ ମିଶାଇ ପିଅନ୍ତୁ ଏହା ଦ୍ୱାରା ପେଟ ସଫା ହୋଇଥାଏ ।

ଅମୃତଭଣ୍ଡା :-

ପେଟ ଜନିତ ସମସ୍ୟା ପାଇଁ ଅମୃତଭଣ୍ଡାର ନିୟମିତ ସେବନ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହି ଘରୋଇ ଉପଚାର ଦ୍ୱାରା ପେଟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ ।

ନିଦ :-

ନିଦ ଆମ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ! ଆପଣ କେବେ ଜାଣିଛନ୍ତି କି, ଆପଣଙ୍କୁ କେବେ ଯଦି ଠିକସେ ନିଦ ହୋଇନଥାଏ, ତାହାଲେ ତା ପର ଦିନ ଆପଣଙ୍କ ପେଟ ଠିକ ଭାବରେ ସଫା ହୋଇ ନଥାଏ । ଏଥିପାଇଁ ଆପଣଙ୍କୁ ଠିକ ଭାବରେ ବିଶ୍ରାମ କରିବାକୁ ପଡିବ ।

ଦହି :-

ଦହି ଆପଣଙ୍କ ପେଟକୁ ଭଲ ରଖିବାରେ ସାହାଯ୍ୟ କରେ । ଦହିକୁ ରାତିରେ ଶୋଇବା ପୂର୍ବରୁ ଖାଇବା ଭଲ । ଯଦି ଆପଣ ରାତିରେ ଦହି ପିଇକି ଶୋଇଥାନ୍ତି ତା’ହାଲେ ଆପଣଙ୍କ ପେଟ ବହୁତ ଭଲ ଭାବରେ ସଫା ହୋଇଥାଏ ।

ସେଓ :-

ଆପଣ ସେଓ ନିୟମିତ ଭାବରେ ଖାଇବା ଉଚିତ । କାରଣଏଥିରେ ଏକ ସ୍ୱତନ୍ତ୍ର ତତ୍ୱ ମିଳିଥାଏ । ଯାହା ଆପଣଙ୍କ ପେଟକୁ ସକାଳୁ ଭଲ ଭାବରେ ସଫା କରିଥାଏ । ଆପଣ ଯଦି ଏକ ସେଓ ଖାଇବା ଆରମ୍ଭ କରିବେ ତ ଭଲ ଫଳପ୍ରଦ ପାଇବେ। ଏହି ସବୁ ନିୟମ ପାଳନ କରିବା ଦ୍ୱାରା ଆପଣ ପେଟ ଜନିତ ସମସ୍ୟା ଠାରୁ ଦୂରେଇ ରହିପାରିବେ ।

ସ୍ୱାସ୍ଥ୍ୟ ଜନିତ ଏହି ଅନୁଛେଦଟି ଆପଣଙ୍କୁ କେମିତି ଲାଗିଲା like ଏବଂ comment କରି ଜଣାନ୍ତୁ ।