ବଲିଉଡ ଜଗତରେ ନିଆଁ ଲଗାଇବା ପାଇଁ ଆସୁଛନ୍ତି ଆଦିତ୍ୟ ପାଞ୍ଚଲିଙ୍କ ଝିଅ । ସୁନ୍ଦରତା ଦେଖି ସମସ୍ତେ ହୋଇ ଯାଉଛନ୍ତି ଦିୱାନା ।

Spread the love

ବନ୍ଧୁଗଣ ବଲିଉଡ ସିନେମାରେ ଆଜିକାଲି ଷ୍ଟାର କିଡ୍ସଙ୍କ ହିଁ ପ୍ରତିଛବି ଦେଖିବା ପାଇଁ ମିଳୁଛି । ଆଜିକାଲି ଚାରିଆଡେ ସୁହାନା ଖାନ, ଜାହ୍ଣାବୀ କପୁର, ଖୁସି କପୁର ଆଉ ସାରା ଅଲ୍ଲୀ ଖାନଙ୍କ ଚର୍ଚ୍ଚା ରହିଛି । ଏମାନଙ୍କ ସହ ଅନ୍ୟ ଷ୍ଟାର କିଡ୍ସମାନେ ମଧ୍ୟ ଚର୍ଚ୍ଚାର ପରିସରରେ ଆସି ଯାଉଛନ୍ତି, କିଛିଦିନ ପୂର୍ବରୁ ଜୁହି ଚାଵଲା ଏବଂ ପୁନମ ଢ଼ିଲୋନଙ୍କ ଝିଅମାନଙ୍କର ଫୋଟ ଭାଇରଲ ହୋଇଥିଲା ।

ଏହି ସମୟରେ ଅନ୍ୟଜଣେ ଷ୍ଟାର କିଡ୍ ଚର୍ଚ୍ଚାରେ ଆସିଯାଇଛନ୍ତି । ଏହି ଷ୍ଟାର କିଡ୍ ଏହିଭଳି ତାରକାଙ୍କ ଝିଅ ଯିଏ ନିଜର ଅଧିକାଂଶ ସିନେମାରେ ଖଳନାୟକାର ଭୂମିକାରେ ନଜର ଆସିଥିଲେ । ସେହି ଅଭିନେତା ହେଉଛନ୍ତି, ସୁରଜ ପଞ୍ଚିଲିଙ୍କ ବାପା ଆଦିତ୍ୟ ପଞ୍ଚଲି, ଯିଏ ଆଜି ମଧ୍ୟ ଅଦିତ୍ୟଙ୍କୁ ସେହି ସୁଯୋଗ ମିଳି ପାରିନାହିଁ ଯାହା ସେ ଖୋଜୁଥିଲେ । ସୁନ୍ଦର ଆଉ ଜ୍ଞାନୀ ହୋଇଥିବା ସତ୍ତ୍ୱେ ଆଦିତ୍ୟ ନିଜର ଜଲ୍ବା ଅଧିକ ଦିନ ପଯ୍ୟନ୍ତ ବଜାୟ ରଖି ପାରିନାହାନ୍ତି ।

ଆଦିତ୍ୟ ପାଞ୍ଚଲି ସିନେମା ଜଗତରେ ଅନେକ ସମୟରୁ ଅଛନ୍ତି । କିନ୍ତୁ ଆଦିତ୍ୟଙ୍କୁ କୌଣସି ଲିଡ ହିରୋରେ ଅଭିନୟ କରିବା ଭଳି ସିନେମା ମିଳିନାହିଁ । ସେ ସର୍ବଦା ସହଯୋଗୀ ଅଭିନେତାର ରୋଲ କରୁଥିବାର ନଜରକୁ ଆସୁଛନ୍ତି । କିନ୍ତୁ ତାଙ୍କର ସବୁ ଅଭିଜ୍ଞତାରେ ଏହିକଥା ପ୍ରମାଣିତ ହେଉଛି ଯେ, ଏକ ଭଲ ଅଭିନେତା ହେବା ପାଇଁ କୌଣସି ବଡ ନାମ ଦରକାର ନାହିଁ । ସେ ଏହା ପ୍ରମାଣ କରି ଦେଇଛନ୍ତି ଯେ, ସେ ମଧ୍ୟ କୌଣସି ବଡ ଅଭିନେତାଙ୍କ ଠାରୁ କମ ନୁହଁନ୍ତି ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ, ଅଭିନେତା ଅଦିତ୍ୟଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ଶନା ପାଞ୍ଚଲି । ସୁନ୍ଦରତାରେ ଶନା କୌଣସି ବଲିଉଡ ଅଭିନେତ୍ରୀ କିମ୍ବା ମୋଡେଲଙ୍କ ଠାରୁ କମ ନୁହଁନ୍ତି । କିନ୍ତୁ ଶନା ନିଜକୁ ସିନେମା ଜଗତରୁ ଦୁରେଇ ରଖିଛନ୍ତି । ଅନ୍ୟ ତାରକାଙ୍କ ଛୁଆ ପରି ଶନା ଲାଇମଟାଇମରେ ରହିବା ପସନ୍ଦ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଶନାଙ୍କର କିଛି ଫୋଟୋ ଦେଖାଇବୁ ଯାହାକୁ ଆପଣ ଦେଖି ତାଙ୍କର ଦିୱାନା ହୋଇଯିବେ ଏବଂ କହିବେ ସିନେମା ଜଗତରେ ସେ ଯଦି ଆସିଯିବେ ତେବେ ଧମାଲ କରିଦେବେ ।