ଅଭିନେତ୍ରୀ ଉର୍ବଶୀଙ୍କ ରୂପା ଚେନ୍ ଏବେ ଖୁବ ଚର୍ଚ୍ଚାରେ, ଉର୍ବଶୀ ପିନ୍ଧିଲେ ରିଷଭ ପନ୍ତଙ୍କ ଚେନ୍‌, ଭିଡିଓ ଭାଇରାଲ

Urbashi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ କ୍ରିକେଟ ଏବଂ ବଲିଉଡ ଅଭିନେତ୍ରୀ ଙ୍କ ର ସମ୍ପର୍କ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ଆଉ ବର୍ତ୍ତମାନ ଏହି ଚର୍ଚ୍ଚା ରେ ପ୍ରଥମ ଲିଷ୍ଟ ରେ ରହିଥିବା ଅଭିନେତ୍ରୀ ହେଉଛନ୍ତି ବଲିଉଡ ର ଉର୍ବର୍ଷି ରାଉତେଲା ।

କ୍ରିକେଟର ରିସାପନ୍ତ ଙ୍କ ସହ ତାଙ୍କର ବନ୍ଧୁତା କୁ ନେଇ ଏହି ଅଭିନେତ୍ରୀ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଯେଉଁଠାରେ ବି କ୍ରିକେଟ ମ୍ୟାଚ୍ଚ ଚାଲିଥାଏ ସେଠାରେ ଉର୍ବଷି ରାଉତେଲା ଙ୍କୁ ଦେଖିବାକୁ ମିଳିଥାଏ । ଭାରତୀୟ କ୍ରିକେଟ ଟିମ ର ପ୍ରତ୍ୟେକ ମ୍ୟାଚ୍ଚ ଦେଖିବା ପାଇଁ ଉର୍ବଷି ରାଉତେଲା ସବୁବେଳେ ପହଞ୍ଚିଥାନ୍ତି । ଆଉ ଏମିତିରେ ରିସାବପନ୍ତ ବର୍ତ୍ତମାନ ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ରେ ରହିଛନ୍ତି । ଆଉ ଏମିତିରେ ଉର୍ବଷି ରାଉତେଲା ମଧ୍ୟ ସେଠାରେ ପହଞ୍ଚିଯାଇଛନ୍ତି ।

Urbashi

ଏହାରି ଭିତରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ଚ ହୋଇଥିଲା ଯେଉଁଥିରେ ଭାରତ ନିଜର ସାନ୍ଦାର ପ୍ରଦଶନ ଦେଖାଇ ପାକିସ୍ତାନ କୁ ମାଟି ଚଟାଇଥିଲା । ଅଷ୍ଟ୍ରେଲିଆରୁ ଉର୍ବଷି ରାଉତେଲା ଙ୍କ ଏକ ଭିଡିଓ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଉର୍ବଷି ରାଉତେଲା ଏବଂ ରିସାବପନ୍ତ ଙ୍କ ର ସମ୍ପର୍କ କୁ ନେଇ ଉଠିଥିବା ପ୍ରଶ୍ନ ର ଏହି ଭିଡିଓ କିଛି ପ୍ରମାଣ ଦେଉଛି ।

ଏହି ଭିଡିଓ ସାମନା କୁ ଆସିବା ପରେ ଉର୍ବଷି ରାଉତେଲା ଙ୍କ ର ନାମ ପୁଣି ଥରେ ରିଶାବ ପନ୍ତ ଙ୍କ ସହ ଯୋଡି ହୋଇଛି । ଏଠାରେ ଫ୍ୟାନ ମାନେ ଉର୍ବଷି ରାଉତେଲା ଏବଂ ରିଶାବପନ୍ତ ଙ୍କ ର ସମ୍ପର୍କ କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ କରୁଛନ୍ତି । ଉର୍ବଷି ରାଉତେଲା ନିଜର ଇନଷ୍ଟାଗ୍ରାମ ରେ ଗତ କିଛି ଦିନ ହେବ ଏକ ପ୍ରମୋଶନାଲ ଭିଡିଓ ସେୟାର କରିଥିଲେ ଯେଉଁ ଭିଡିଓ ରେ କି ଅଭିନେତ୍ରୀ ଉର୍ବଷି ରାଉତେଲା ଏକ ବାଇଗଣ ରଙ୍ଗର ପୋଷାକ ସହ ରୂପା ଏବଂ ହୀରା ର ଏକ ଚ୍ୟାନ ପିନ୍ଧିଥିବାର ନଜର ରେ ଆସିଥିଲେ ।

ତେବେ ଫ୍ୟାନ ମାନଙ୍କ ର ଉର୍ବଷି ରାଉତେଲା ଙ୍କ ବେକ ରେ ଥିବା ଏକ ନେକଲେସ ଦୃଷ୍ଟି ଆକର୍ଷଣ କରିଥିଲା । ଲୋକଙ୍କ ର କହିବା ଅନୁଯାଇ ରିଶାବପନ୍ତ ମଧ୍ୟ ଉର୍ବଷି ରାଉତେଲା ଙ୍କ ପରି ସମାନ ଏକ ଚ୍ୟାନ ପିନ୍ଧନ୍ତି । ଅନେକ ସମୟରେ ଫ୍ୟାନ ମାନେ ରିଶାବପନ୍ତ ଏଭଳି ଏକ ରୂପା ଚ୍ୟାନ ପିନ୍ଧିଥିବାର ଦେଖିଛନ୍ତି । ଉର୍ବଷି ରାଉତେଲା ଙ୍କ ର ଏହି ଭିଡିୟର ତାଙ୍କର ଚ୍ୟାନ କୁ ଦେଖି ଏଭଳି କଥା ଉଠାଇଛନ୍ତି , ଯାହାକି ରିଶାବପନ୍ତ ଏବଂ ଉର୍ବଷି ରାଉତେଲା ଙ୍କ ର ସମ୍ପର୍କ ରହିଛି ବୋଲି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ