ସରିଲା ଅଭିନେତ୍ରୀ ରଞ୍ଜିତା ଙ୍କ ମେହେନ୍ଦୀ ରସମ୍ ।

mehendi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିଲା ମେହେନ୍ଦୀ ରସମ ଏବଂ ଆଉ ଅଳ୍ପ କିଛି ଦିନ ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଓଡିଆ ଅଭିନେତ୍ରୀ ତନୁଜା ଖୁଡୀ । ତେବେ ବନ୍ଧୁଗଣ ତାରା ତାରିଣୀ ସିରିଏଲ ରେ ବହୁତ ପରିଚିତ ଚେହେରା ତନୁଜା ଖୁଡୀ ଏବେ ବିବାହ କରିବା ପାଇଁ ଯାଉଛନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ତନୁଜା ଙ୍କୁ ବର୍ତମାନ ସମୟ ରେ 31 ବର୍ଷ ବୟସ ହୋଇଛି । ଉପଯୁକ୍ତ ବୟସ ହୋଇ ଥିବା ବେଳେ ସେ ବର୍ତମାନ ସମୟ ରେ ବି ବିବାହ କରି ନଥିଲେ । ଗତ ଦିନ ମାନଙ୍କରେ ତାଙ୍କର ନିର୍ବଦ୍ଧ ସରି ଜାଇଛି । ତେବେ ବନ୍ଧୁଗଣ ଆପଣ ମାନେ ତନୁଜା ବା ରଞ୍ଜିତା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ।

mehendi

ତେବେ ରଞ୍ଜିତା ଗୋଟେ ରିଆଲିଟି ସୋ ଜିତି ଥିଲେ ଆଉ ଏହା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଥିଲେ । 6 ବର୍ଷର ର ଅଭିନୟ କେରିୟର ମଧ୍ୟରେ ସେ 4 ଟି ସିରିଏଲ ରେ ଅଭିନୟ କରିଛନ୍ତି । ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ବହୁତ ସାରା ଭଲ ପାଇବା ମିଳିଛି ତେବେ ଏବେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ରଞ୍ଜିତା ।

ଗତ ଦିନ ମାନଙ୍କରେ ତାଙ୍କର ନିର୍ବଦ୍ଧ ସରିଥିଲା । ହେଲେ ଏବେ ତାଙ୍କର ମେହେନ୍ଦୀ ରସମ ବି ସରି ଜାଇଛି । ଆଉ ଅଳ୍ପ କେଇଟା ସମୟ ମଧ୍ୟରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ରଞ୍ଜିତା । ତେବେ ଗତ କିଛି ଦିନ ପୂର୍ବେ ରଞ୍ଜିତା ଙ୍କ ଭଉଣୀ ଙ୍କ ବିବାହ ହୋଇଥିଲା । ଯେଉଁଥିରେ ସେ ବହୁତ ଏନଜୟ କରିଥିବାର ନଜର ଆସିଥିଲେ । ଆଉ ଏବେ ତାଙ୍କର ନିଜ ବାହାଘ ହେବା ପାଇଁ ଯାଉଛି ।

ଏହାରି ମଧ୍ୟରେ ସରି ଜାଇଛି ତାଙ୍କର ମେହେନ୍ଦୀ ରସମ୍ ତେବେ ମେହନ୍ଦୀ ଲଗେଇ ସେ ବହୁତ ଖୁସୀ ଥିବାର ନଜର ଆସିଥିଲେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ରଞ୍ଜିତା କେମିତି ଲାଗନ୍ତି ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ