ହ୍ୟୁମାନ ରାଇଟ୍ସ କମିଶନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, କହିଲେ କଥା ମାନୁନ ପସ୍ତେଇବ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମନ ରାଇଟ୍ସ କମିଶନ ରେ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶନୀ ଅନୁଭବ ମହାନ୍ତି ଙ୍କୁ ତାଗିଦ କଲେ ବର୍ଷା କହିଲେ କଥା ମାନୁନ ପସ୍ତେଇବ ଓଲିଉଡ ର କଳହ ଥମିବାର ନାମ ନେଉନାହିଁ । ବାବୁସାନ , ପ୍ରକୃତି , ତୃପ୍ତି ଙ୍କ ବିବାଦ ଥମିବାକୁ ମାତ୍ର କିଛି ସମୟ ହୋଇଛି ଏହାରି ଭିତରେ ପୁଣି ଥରେ ମୁଣ୍ଡ ଟେକିଲାଣି ସେହି ପୁରୁଣା ବିବାଦ ବର୍ଷା ଅନୁଭବ ଙ୍କ ବିବାଦ ଧିରେ ଧିରେ ପୁଣିଥରେ କୁହୁଳିବାକୁ ଆରମ୍ଭ କଲାଣି ।

କାରଣ ଅନୁଭବ ଙ୍କୁ ତାଗିଦ କରିବା ଲାଗି ବର୍ଷା ଜାଇ ହ୍ୟୁମନ ରାଇଟ୍ସ କମିଶନ ରେ ପହଁଚିଛନ୍ତି । ବୋଧ ହୁଏ ହ୍ୟମନରାଇଟ୍ସ କମିଶନର ପାଖକୁ ଜାଇ ଅନୁଭବ ଙ୍କୁ ତାଗିଦ କରିଛନ୍ତି । ସୂଚନା ଅନୁସାରେ କିଛି ଦିନ ତଳେ ଅନୁଭବ ନିଜର ଘୋରଇ ବିବାଦ କୁ ନେଇ ଅନୁଭବ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ମାଧ୍ୟମ ରେ ବର୍ଷା ଙ୍କୁ ଟାର୍ଗେଟ କରି ଅନେକ ସମୟ ରେ ଭିଡ଼ିଓ ପୋଷ୍ଟ କରୁଥିଲେ ।

anubhav

ଜାହାକୁ ନେଇ ମର୍ଯ୍ୟଦା କ୍ଷେତି ହେଉଛି ବୋଲି କହି କୋର୍ଟ ରେ ଅପିଲ କରିଥିଲେ ବର୍ଷା । ଏବଂ କହିଥିଲେ ଯେ ସୋସିଆଲ ମିଡିଆ ରେ ତାଙ୍କର ବ୍ୟକ୍ତିଗତ ବିବାଦ କୁ ନେଇ କିଛି ପୋଷ୍ଟ କରିବେ ନାହିଁ । ତେବେ ଅନୁଭବ ଗତ କାଲି ବହୁତ ଦିନର ବ୍ୟବଧାନ କୁ ନେଇ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ରେ ତାଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଜାହାକୁ ନେଇ ବର୍ଷା ହ୍ୟୁମନ ରାଇଟ୍ସ କମିଶନ କୁ ଜାଇ ଥିବା ଚର୍ଚ୍ଚା ହେଉଛି ।

ତେବେ ଯଦି ଏହା ସତ ହୋଇଥିବ ତେବେ ହାଇକୋର୍ଟ ପୁଣି ଥରେ କୋର୍ଟ ର ରାୟ କୁ ଅମାନ୍ୟ କରିଥିବା କାରଣ ରୁ ଅନ୍ୟ କିଛି ରାୟ ସୁଣେଇ ପାରନ୍ତି । ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦାଣ୍ଡ ରୁ ଜାଇ ହାଟରେ ଗଡୁଥିବା ବେଳେ କେବେ ଏହା ସମାଧାନ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *