ଏହି ପ୍ରସିଦ୍ଧ ଫିଲ୍ମ ଅଭିନେତା ଅଟନ୍ତି ସିଆଇଡି ଏସିପିଙ୍କ ପୁଅ, ନାମ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଯଦି ଆମେ ଟିଭି ଜଗତ ବିଷୟରେ କଥା ହେବା, ତେବେ ସୋନି ଚ୍ୟାନେଲରେ ଚାଲୁଥିବା ସି॰ଆଇ॰ଡି ଧାରାବାହିକ ଲୋକଙ୍କ ମନୋରଞ୍ଜନ ବହୁ ବର୍ଷରୁ କରିଆସୁଛି । ଏହି ଧାରାବାହିକକୁ ପାଖାପାଖି ୨୦ବର୍ଷରୁ ଅଧିକ ସମୟ ବିତିଗଲାଣି । ଏହି କାରଣରୁ ଏହି ଧାରାବାହିକର ପ୍ରତିଟି ଚରିତ୍ରରେ ଅଭିନୟ କରୁଥିବା ତାରକା ଦର୍ଶକଙ୍କ ପସନ୍ଦୀୟ ତାରକା ପାଲଟି ଯାଇଛନ୍ତି । ଆଜି ଆମେ ଏହି ଧାରାବାହିକର ସେହି ଚରିତ୍ରର ବିଷୟରେ କହିବୁ, ଯେଉଁ ଚରିତ୍ର ଲୋକଙ୍କ ମନରେ ଘର କରିସାରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ଆମେ ଏସିପି ପ୍ରଦ୍ୟୁମ୍ନ କଥା କହିବା ପାଇଁ ଚାହୁଁଛୁ । ଏସିପି ପ୍ରଦ୍ୟୁମ୍ନଙ୍କ ପ୍ରକୃତ ନାମ ଶିବାଜୀ ସାବନ୍ତ । ଶିବାଜୀ ସାବନ୍ତ ନା କେବଳ ଧାରାବାହିକରେ ଅଭିନୟ କରିଛନ୍ତି ବରଂ ଅନେକ ହିନ୍ଦୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

Google

ବହୁତ କମ ଲୋକ ଜାଣିଛନ୍ତି, ଶିବାଜୀ ସାବନ୍ତଙ୍କ ପୁଅ ମଧ୍ୟ ଅଭିନୟ କ୍ଷେତ୍ରରେ ପିତାଙ୍କ ଠାରୁ କମ ନୁହଁନ୍ତି । ଶିବଜୀଙ୍କ ପୁଅ ମଧ୍ୟ ଫିଲ୍ମରେ ଅଭିନୟ କରନ୍ତି । ଶିବାଜୀ ସାବନ୍ତଙ୍କ ପୁଅଙ୍କ ନାମ ହେଉଛି ଅଭିଜିତ ସାବନ୍ତ । ଶିବାଜୀ ନିଜ କର୍ମ ଏବଂ ପରିବାର ବିଷୟରେ କଦାପି ମିଡିଆରେ ପଦାର୍ପଣ କରନ୍ତି ନାହିଁ । ଏହି କରଣରୁ ବହୁତ କମ ଲୋକ ଜାଣନ୍ତି, ଶିବାଜୀଙ୍କ ପୁଅ ଅଭିଜିତଙ୍କ ବିଷୟରେ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଶିବାଜୀଙ୍କ ପୁଅ ଅଭିଜିତଙ୍କ ବିଷୟରେ ବିସ୍ତାରରେ ଜଣାଇବୁ । ଅଭିଜିତ ସାବନ୍ତ ଜଣେ ଭାରତୀୟ ଅଭିନେତା ହେବା ସହ ଜଣେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ ଅଟନ୍ତି ।

Google

ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ସେ ଅନେକ ଗୁଡିଏ ମରାଠୀ ଚଳଚିତ୍ରରେ ଅଭିନୟ କରିଛନ୍ତି ଏବଂ ମରାଠୀ ସିନେମା ଜଗତର ଜଣେ ପ୍ରସିଦ୍ଧ ଅଭିନେତା ମଧ୍ୟ ଅଟନ୍ତି । ଏହା ବ୍ୟତୀତ ସେ ଅନେକ ଗୁଡିଏ ମରାଠୀ ଚଳଚିତ୍ର ନିର୍ଦ୍ଦେଶନା କରିଛନ୍ତି । ଅନ୍ୟପକ୍ଷରେ କହିବା ପାଇଁ ଚାହୁଁଛୁ, ଶିବାଜୀ ସାବନ୍ତଙ୍କ ବୋହୁ ଏବଂ ଅଭିଜିତ ସାବନ୍ତଙ୍କ ପତ୍ନୀ ଜଣେ ମରାଠୀ ଅଭିନେତ୍ରୀ ଅଟନ୍ତି । ଶିବାଜୀ ଯେଉଁଭଳି ଫିଲ୍ମ ଏବଂ ଧାରାବାହିକରେ ସକ୍ରିୟ ଅଟନ୍ତି; ସେହି ଭଳି ଅଭିଜିତ ମଧ୍ୟ ମରାଠୀ ଫିଲ୍ମରେ ସକ୍ରିୟ ଅଟନ୍ତି । ଯେଉଁଭଳି ଦର୍ଶକ ଶିବାଜୀଙ୍କୁ ସିଆଇଡି ଧାରାବାହିକରେ ଏସିପି ପ୍ରଦ୍ୟୁମ୍ନ ରୂପେ ଜାଣନ୍ତି, ଠିକ ସେହିଭଳି ଅଭିଜିତ ସାବନ୍ତ ମଧ୍ୟ ମରାଠୀ ଫିଲ୍ମରେ ନିଜସ୍ୱ ପ୍ରସିଦ୍ଧି ଲାଭ କରିଛନ୍ତି ।

Google

ଅଭିଜିତ ସାବନ୍ତଙ୍କୁ ନିଜର ବଲିଷ୍ଠ ଅଭିନୟ ନିମନ୍ତେ ପ୍ରଶଂସା ମିଳିଛି । କିନ୍ତୁ ପିତା ଏବଂ ପୁତ୍ର ଉଭୟ ଖୁବ କମ ଏକାଠି ଦେଖାଯାନ୍ତି । ପିତପୁତ୍ର ଦୁହିଁଙ୍କ କିଛି ଚିତ୍ର ଆପଣ ଏଠାରେ ଦେଖିପାରିବେ । ଏହି ଚିତ୍ର ଗୁଡିକ ଦେଖିବା ପରେ ଆମର ବିଶ୍ୱାସ ରହିଛି, ଆପଣ ମଧ୍ୟ ଦୁହିଁଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ । ଅଭିଜିତ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଭାରତୀୟ ଅଭିନେତା ରୂପରେ ଅନେକ ପ୍ରଶଂସା ସାଉଁଟିଛନ୍ତି ।