ଖାଲି ପାଦରେ ଆମେରିକା ଗଲେ Actor Ram Charan!! | ଓସ୍କାର ଉତ୍ସବକୁ ଖାଲି ପାଦରେ ଗଲେ ରାମ ଚରଣ !!

Ram Charan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଖାଲି ପାଦରେ ଆମେରିକା ଗଲେ ରାମ ଚରଣ । ବନ୍ଧୁଗଣ ରାମ ଚରଣ ଙ୍କ ଏହି ଲୁକ୍ସ ଦେଖି ଆଶ୍ଚର୍ଯ୍ୟ ହେଲେ ଫେନ୍ସ । ତେବେ ସାଉଥ ଅଭିନେତା ରାମ ଚରଣ ଏବେ ସାଉଥ ଫିଲ୍ମ RRR କୁ ନେଇ ବହୁତ ଉତ୍ସାହିତ ରହିଛନ୍ତି । ତେବେ ଚଳିତ ବର୍ଷ ଓସ୍କାର ମାର୍ଚ୍ଚ ମାସରେ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ ତେବେ ଏହିଥିରେ ନୋମିନେଟ ହୋଇଛି ।

ଏସ୍ ଏସ୍ ରାଜା ମୈଲି ଙ୍କ ଫିଲ୍ମ RRR ତେବେ ଔସ୍କାର ସୋମାରହ ରେ ଯୋଗ ଦେବା ପାଇଁ ଏବେଠାରୁ ରାମ ଚରଣ ଆମେରିକା ଯାଉଥିବାର ଦେଖିବାକୁ ମିଳିଛି । ଏହା ସହିତ ସେ ଖାଲି ପାଦରେ ବିମାନ ବନ୍ଦର ରେ ପହଁଚିଥିବାର ନଜର ଆସିଛନ୍ତି । ତେବେ ସେ US ଯିବା ପାଇଁ ଗତ କାଲି ବିମାନ ବନ୍ଦର ରେ ପହଁଚି ଥିଲେ । ଏହି ସମୟ ରେ ତାଙ୍କୁ କଳା ରଙ୍ଗର କୁର୍ତ୍ତା ପଇଜାମା ରେ ଦେଖିବାକୁ ମିଳିଥିଲା ।

Ram Charan

ହେଲେ ତାଙ୍କ ପାଦରେ କୌଣସି ପ୍ରକାରର ଚମଲ ନଥିଲା । ଖାଲି ପାଦରେ ସେ ବିମାନ ବନ୍ଦର କୁ ଆସିଥିଲେ । ଏହା ସହିତ ସେ ମଥାରେ ବିଭୂତି ମଧ୍ୟ ଲଗେଇଥିଲେ । ଆସନ୍ତା ମାର୍ଚ୍ଚ 12 ତାରିଖ ରେ ଆମେରିକା ରେ 90 ତମ ଔସ୍କାର ଆୱାର୍ଡ ର ଆୟୋଜିତ ହେବାକୁ ଯାଉଛି । ହଲିଉଡ ର ଡୋଲ୍ବି ଥେଟର ରେ ଏହି ସୋମାରହ ଆୟୋଜିତ କରାଯିବ ।

ଏହି ଔସ୍କାର ଆୱାର୍ଡ ରେ ସାମିଲ ହେବା ପାଇଁ ରାମ ଚରଣ ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି । ସେପଟେ ନିର୍ଦ୍ଦେଶକ ରାଜା ମୈଲି ଏବଂ ତାଙ୍କର ପରିବାର ମଧ୍ୟ ବହୁତ ଶୀଘ୍ର ଲସ୍ ଏଞେଲିସ୍ ଯିବେ । ସେହି ପରି ଜୁନିୟର NTR ବି ବହୁତ ଶୀଘ୍ର ଆମେରିକା ଯିବାକୁ ନେଇ ସୁଣିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ