ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ଆସିବ ଅଭିଯୁକ୍ତ ଗୋପାଳ, ୧୬୪ରେ ବୟାନ ରେକର୍ଡ ପରେ ଚୌଦ୍ୱାର ଜେଲକୁ ଅଣାଯିବ

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ଆସିବ ଅଭିଯୁକ୍ତ ଗୋପାଳ 164 ରେ ବୟାନ ରେକର୍ଡ ପରେ ଚୌଦ୍ୱାର ଜେଲକୁ ଅଣାଯିବ । ତେବେ ମୋ ଜିବନ ପ୍ରତି ବିପଦ ରହିଛି ମୋତେ ଝାରସୁଗୁଡ଼ା ଜେଲ ରୁ ନେଇ ଯାଅ । ମୁଁ ଏଠି ରହିଲେ ବହୁତ ଅଳ୍ପ ଦିନ ବଞ୍ଚିବି । ମତେଜେଲ ରେ ମାରିଦେବେ । ଏମିତି କିଛି କ୍ରାଇମ ବ୍ରାଞ୍ଚ ଆଗରେ କହିଛି ଗୋପାଳ ।

ତେବେ ଗୋପାଳ ଏମିତି ଅଭିଯୋଗ କରିବା ପରେ ଏହାକୁ ବହୁତ ଗୁରୁତ୍ୱର ଭାବେ ନେଇଥିଲା କ୍ରାଇମ ବ୍ରାଞ୍ଚ । ଗୋପାଳ କୁ ଅନ୍ୟ ଏକ ଜେଲ କୁ ସ୍ଥନାନ୍ତରତ କରିବ ବୋଲି ଚିନ୍ତା କରିଥିଲା । ଜାହା ପରେ ଏବେ ଗୋପାଳ କୁ କଟକ ର ଚୌଦ୍ୱାର ଜେଲ କୁ ସ୍ଥାନାନ୍ତରିତ ହେବ ବୋଲି ଆରମ୍ଭ ହୋଇଛି ପକ୍ରିୟା । ଗୋପଳ ର ନାର୍କୋ ଟେଷ୍ଟ ପରେ ସୋମବାର ଦିନ ଜେମେଫ୍ସି କୋର୍ଟ ରେ ଉପସ୍ଥିତ କରାଜାଇ ଥିଲା ।

gop

କୋର୍ଟ ରେ ରିମଣ୍ଡ ଅବଦ୍ଧି ସରିବା ପରେ କୋର୍ଟ ରେ ହାଜର କରିଥିଲେ କ୍ରାଇମ ବ୍ରାଞ୍ଚ ଅଧିକାରୀ । ଏହା ପରେ ଏହା ପରେ ଗୋପାଳ କୁ ମଙ୍ଗଳବାର ଦିନ 164 ରେ ବୟାନ ରେକର୍ଡ ହେବା ପରେ ଚୈଦ୍ୱାର ଜେଲ କୁ ସ୍ଥାନାନ୍ତରିତ କରାଯିବ । ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିବା ପରେ ଯେବେ ଆସି କୋର୍ଟ ରେ କ୍ରାଇମ ବ୍ରାଞ୍ଚ ଗୋପାଳ କୁ ହାଜର କରିଥିଲା ।

ଏହା ପରେ ଏବେ ଗୋପାଳ କୁ ଝାଡସୁଗୁଡା ଜେଲ ରେ ରଖା ଜାଇଛି । କାରଣ ଗୋପାଳ ର ତିନି ଥାକିଆ ରିମାଣ୍ଡ ବି ସରିଜାଇଛି । ଗୋପାଳ ଠୁ ଜାହା ତଥ୍ୟ ଦରକାର ଥିଲା ସେହି ସବୁ ତଥ୍ୟ ଗୋପାଳ ଠାରୁ ଆଦାୟ କରି ସାରିଛି କ୍ରାଇମ ବ୍ରାଞ୍ଚ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *