Astrology- ପର ସ୍ତ୍ରୀ ସହିତ ସ-ମ୍ପ-ର୍କ ରଖନ୍ତି ଏହି 2 ରାଶିର ପୁରୁଷ

relationship

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଯଦି କୈଣସି ସ-ମ-ନ୍ଧ ର ଆରମ୍ଭ ହୋଇ ଥାଏ । ତେବେ ଆରମ୍ଭ ରୁ ହିଁ ସମସ୍ତେ ବହୁତ ସାକାରାତ୍ମ ଭାବି ଥାନ୍ତି । ହେଲେ ଏହା ବାସ୍ କିଛି ଦିନ ବା କିଛି ବର୍ଷ ପରେ ନିଜର ସାଥି ଠାରୁ ସେତିକି ପ୍ରେମ ନ ମିଳେ । ତେବେ ସେହି ପରି କ୍ଷେତ୍ର ରେ ଦୁହେଁ ଅନ୍ୟ ଆଡେ ପ୍ରେମ ଖୋଜନ୍ତି ବା ଯଦି ଆମେ ପୁଅ ମାନଙ୍କ କଥା କହିବା ତେବେ ସେମାନଙ୍କ ପତ୍ନୀ ଙ୍କ ଠାରୁ କିଛି ବର୍ଷ ପରେ ଯଦି ସେହି ପରି ଭାବେ ପ୍ରେମ ନ ମିଳେ । ତେବେ ସେମାନଙ୍କ ପରିସ୍ଥିତି ଏମିତି ହୋଇ ଥାଏ କି ସେମାନେ ଅନ୍ୟ ସ୍ତ୍ରୀ ସହ ପ୍ରେମ ସଂ-ମ୍ପର୍କ ସ୍ଥାପନ କରନ୍ତି ।

ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ସେମିତି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ଏମିତି ପରିସ୍ଥିତି ଭୋଗ କରିଥାନ୍ତି ନିଜର ବିବାହ ହେବା ପରେ ଏବଂ ନିଜର ବୈବାହିତ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଶାନ୍ତି ର ଅର୍ଜନ କରି ପାରନ୍ତି ନାହିଁ । ଜାହା ଫଳ ରେ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ଆଶ୍ରୟ ନିଅନ୍ତି ତେବେ ଆଶନ୍ତି ଜାଣିନେବା ।

love

ପ୍ରଥମେ ରହିଛି ମେଷ ରାଶି । ଏହି ରାଶି ର ଲୋକ ମାନଙ୍କୁ ସବୁ ବେଳେ ଅଧିକ କେୟାରିଂ ମହିଳା ମାନେ ପସନ୍ଦ ଆସନ୍ତି । ଏମାନେ ସବୁ ବେଳେ ପାଗଳ ଭଳି ପ୍ରେମ କରୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି । ଏମାନଙ୍କୁ କେବେ ଅଧିକ ରୁ ଅଧିକ କହୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି ନାହିଁ । ଏହି ରାଶି ର ପୁରୁଷ ମାନେ ଦେଖିବା ପାଇଁ ଶାନ୍ତ ହେଲେ ଭିତରୁ ବହୁତ ଚାଲାଖ୍ ଅଟନ୍ତି । ସେହିଥି ପାଇଁ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ବି ସଂ-ମ୍ପର୍କ ସ୍ଥାପନ କରନ୍ତି ।

ଦ୍ୱତୀୟ ରେ ରହିଛି ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ଦେଖେଇ ହେବା ଗୁଣ ବହୁତ ପରିମାଣ ରେ ରହିଥାଏ । ଏମାନେ କେବେ ବି ନିଜର ପତ୍ନୀ ଉପରେ ସନ୍ତୁଷ୍ଟ ରୁହନ୍ତି ନାହିଁ । ତେବେ ସେହି ପରି ବେଳେ ସେମାନେ ଅନ୍ୟ ସ୍ତ୍ରୀ ଉପରେ ନଜର ପକାନ୍ତି । ଏମାନେ ସବୁ କ୍ଷେତ୍ର ରେ ଅନ୍ୟ ତଥା ନିଜର ପତ୍ନୀ କୁ ଦୋଷ ଦେଇ ଥାନ୍ତି । ଏମାନଙ୍କ ସଂମ୍ପର୍କ ଗାଡି ବହୁତ ଦିନ ପର୍ଯ୍ୟନ୍ତ କେବେ ବି ଆଗି ପାରେ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ