ନମିତା ଅଗ୍ରୱାଲ ଙ୍କ ଘର ସମ୍ପତି ଓ ପରିବାର ବିଷୟରେ | ଜାଣିଲେ କାବା ହୋଇଯିବେ

Namita Agrawal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଓଡିଆ ଟେଲିଭିଜନ ଜଗତ ବିଷୟ ରେ ଜାଣିଥିବେ । ଏହା ସହିତ ଆପଣ ମାନେ ଓଲିଉଡ ର ସେହି ଗୀତ ମାନେ ସେ ଭୋଜନ ହେଉ ବା ଆଲବମ୍ ହେଉ ସେହି ବିଷୟ ରେ ନିଶ୍ଚିତ ଭାବେ ବହୁତ ପରିମାଣ ରେ ପସନ୍ଦ ଆସେ ହେଲେ କଣ ଆପଣ ମାନେ କେବେ ଏହି ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଆମର ସେହି ଓଲିଉଡ ର ସିଙ୍ଗର ମାନଙ୍କ ବିଷୟ ରେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଆମ ଓଲିଉଡର ସୁନାମ ଧନ୍ୟ ଗୀତି କାର ଭଜନ କଣ୍ଠ ଶୀଳ୍ପୀ ଆପଣ ମାନଙ୍କର ପ୍ରିୟ ନମିତା ଅଗ୍ରୱାଲ ତାଙ୍କର ଘର ପରିବାର ତାଙ୍କର ପର୍ସିନାଲ ଲାଇଫ୍ ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା କଥା ହେବାକୁ ଚାହିଁବୁ ।

ନମିତା ଅଗ୍ରୱାଲ ଙ୍କୁ ଆପଣ ମାନେ ନିବେଦିତା ନାମରେ ବହୁତ ଭଲ ଭାବେ ଜାଣି ଥିବେ । ସେ କଟକ ର ତୁଳସୀ ପୁର ରେ 1969 ମସିହା ଜାନୁଆରୀ ମାସ ର 1 ତାରିଖ ରେ ଜନ୍ମ ଗ୍ରହଣ କରିଛନ୍ତି । ନମିତା ଅଗ୍ରୱାଲ ଛୋଟ ବେଳୁ ହିଁ ଆଶକ୍ତି ଭାବ ରହି ଥିଲା ଏବଂ ଛୋଟ ବେଳୁ ହିଁ ସେ ଗୀତ ଶିକ୍ଷା ଲାଭ କରି ଥିଲେ । ଏବଂ ପରେ ସେ ବିବାହ କରି ଥିଲେ ସୀତା ରାମ ଅଗ୍ରୱାଲ ଙ୍କୁ ।

Namita Agrawal

ସେମିତି ରେ ଆପଣ ମାନେ ସିତାରାମ ଅଗ୍ରୱାଲ ଙ୍କୁ ଜାଣି ଥିବେ ମାନେ ସେ ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ସେ 91.9 FM ର ମଧ୍ୟ ପ୍ରତିଷ୍ଟାତା ପ୍ରଥମ ରୁ ଗୀତ ପ୍ରତି ଆକୃଷ୍ଟ ରହି ଥିବା ବେଳେ 1992 ମସିହା ପ୍ଲାଟଫର୍ମ ମିଳି ଥିଲା । ସେ ଅନେକ ଗୁଡିଏ ଓଡିଆ ଏବଂ ହିନ୍ଧି ଭୋଜନ ପାଇଁ କଣ୍ଠ ଦାନ କରିଛନ୍ତି । ସେମିତି ରେ ବର୍ତମାନ ସମୟ ରେ ଜି ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଅନେକ ଗୀତ ପ୍ରସ୍ତୁତ କରୁଛନ୍ତି ।

ସେମିତି ରେ ତାଙ୍କର ପରିବାର ବିଷୟ ରେ କହିଲେ ସେ ବହୁତ ବଡ ପରିବାର ରୁ ଆସି ଥାନ୍ତି, ତାଙ୍କର ପରିବାର ବର୍ତମାନ ସମୟ ରେ ତାଙ୍କର ଏକ ପୁଅ ଏବଂ ସ୍ୱାମୀ ଙ୍କ ସହିତ ଅନ୍ୟ ସଦଶ୍ୟ ମାନେ ରହିଛନ୍ତି । ତେବେ ନମିତା ଅଗ୍ରୱାଲ ଙ୍କ ସଂମ୍ପତୀ ବିଷୟ ରେ କହିଲେ ତାଙ୍କର ଏକ ଆଲିସାନ ଘର ରହିଛି । ତାଙ୍କ ପାଖରେ 3 ଟି ଲୋଗ୍ଜୋରିୟସ୍ କାର ରହିଛି ।

ସେହି ପରି ତାଙ୍କ ସଂମ୍ପତୀ ର ମୂଲ୍ୟ ପାଖା ପାଖି 2 କୋଟି ରୁ ଅଧିକ ଟଙ୍କା । ତେବେ ଆପଣ ମାନଙ୍କୁ ନମିତା ଅଗ୍ରୱାଲ ଙ୍କ କଣ୍ଠ ସ୍ୱର କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ