ଏବେ DTHର ହେବ ଛୁଟି ଆସିଗଲା ଜିଓ ଟିଭି କେବୁଲ, ମୂଲ୍ୟ କେବଳ ମାତ୍ର ଏତିକି

Spread the love

ରିଲାୟାଏନ୍ସ ଜିଓ ଭାରତରେ ଜିଓ ଟିଭି ଲଞ୍ଚ କରି ପୁଣି ଥରେ ଧମାକା କରିଦେଇଛି । ଜିଓ ସେପ୍ଟେମ୍ବର 2016ରେ ଜିଓ ୪ଜି ଲଞ୍ଚ କରିଥିଲା ଏବଂ ଏବେ ଜିଓ ଟିଭି ଲଞ୍ଚ କରିଦେଇଛି । ଜିଓ ଫୋନକୁ ଟିଭି ସହିତ ଜଡ଼ିତ କରି ୟୁଜର୍ସମାନେ ଟିଭି ଚେନାଲର ମଜା ଉଠାଇପାରିବେ । ଏଥିରେ ଆପଣଙ୍କୁ ଅଧିକ ରିଚାର୍ଜ କରିବା ପାଇଁ ମଧ୍ୟ ପଡ଼ିବ ନାହିଁ ।

ନିକଟ ଅତୀତରେ ଜିଓ ୯୫ ଟଙ୍କାରେ ଜିଓ ଫୋନ ୟୁଜର୍ସଙ୍କୁ ଉପଲବ୍ଧ କରାଇଥିଲେ । ଜିଓ ଫୋନ ପଇ ଆଜି ଭାରତରେ ଦୂରଦୂରାନ୍ତରେ ଗ୍ରାମୀଣ ଇଲାକାରେ ଲୋକେ ଇନ୍ଟରନେଟ ଭଳି ସୁବିଧାର ଲାଭ ଉଠାଇ ପାରୁଛନ୍ତି। କିଛି ଲୋକଙ୍କ ପାଇଁ ଏହି ଫୋନ ତାଙ୍କର ପ୍ରଥମ ଟିଭି ଏବଂ ମନୋରଞ୍ଜନର ସାଧନ ହୋଇଯାଇଛି । ଏବେ ଏହି ମନୋରଞ୍ଜନ ଆପଣ ଫୋନ ସାହାର୍ଯ୍ୟରେ ଆପଣ ନିଜ ଟିଭିରେ ମଧ୍ୟ ଦେଖିପାରିବେ ।

ଜିଓ ଫୋନ ଲଞ୍ଚ ସମୟରେ ଖବର ଆସୁଥିଲା ଯେ ଜିଓ ଫୋନ ସହିତ ଜିଓ ମିଡିଆ କେବୁଲ ଦିଆଯିବ । ଯାହା ଦ୍ବାରା ଟିଭି ଯୋଡ଼ି ଜିଓ ଫୋନ ଦ୍ବାରା ଲାଇଭ ଟିଭିର ମଜା ନିଆଯାଇ ପାରିବ । କିନ୍ତୁ ଏହାକୁ ବଜାରରେ ଉପଲବ୍ଧ କରାଇବା ପାଇଁ ବହୁତ ସମୟ ଲାଗିଗଲା ।

ଜିଓ ଫୋନରେ ଗ୍ରାହକଙ୍କ ଜିଓର ଲାଇଭ ଟିଭି ଏପ୍ ଏବଂ ଅନ୍ୟ କୌଣସି ମନ ଲାଗିଲା ଭଳି ଲାଭ ମିଳିଥାଏ। ଜିଓ ଫୋନରେ ଆପଣ ଟିଭିର ମଜା ତ ନେଇ ପାରିବେ କିନ୍ତୁ ଆପଣ ତାକୁ ଜିଓ ଟିଭି କେବୁଲ୍ ବିନା ନିଜ ଟିଭିରେ ଯୋଡ଼ି ପାରିବେ ନାହିଁ । ଜିଓ ଫୋନକୁ ଟିଭିରେ ଯୋଡ଼ିବା ପାଈଁ ଆପଣଙ୍କୁ ଜିଓ ଟିଭି କେବୁଲ୍ ଅଲଗା କିଣିବା ପାଇଁ ପଡ଼ିବ ।

ଏବେ DTHର ହେବ ଛୁଟି ଆସିଗଲା ଜିଓ ଟିଭି ।

ଜିଓ ଟିଭି ଏବଂ ଟିଭିରେ କନେକ୍ଟ କରିବା ପାଇଁ ଏହି ମିଡିଆ, କେବୁଲକୁ ବହୁତ ଶୀଘ୍ର ଜିଓ ବଜାରରେ ଲଞ୍ଚ କରିବାକୁ ଯାଉଛି। ଏହି ମିଡିଆ କେବୁଲର ମୂଲ୍ୟ ମାତ୍ର 1,499 ଟଙ୍କା ହେବ ଯାହା ସବୁ ଟିଭିରେ କନେକ୍ଟ କରାଯାଇ ପାରିବ । ଆମେ ଆପଣଙ୍କୁ କହି ରଖୁଛି ଯେ, SD ଟିଭି ଏବଂ HD ଟିଭି ଦୁଇଟା ଯାକ ପାଈଁ ଲଞ୍ଚ କରାଯିବ ।

ଯଦି ଏହାର ମୂଲ୍ୟ ବିଷୟରେ କହିବୁ ଏହାର ମୂଲ୍ୟ 1,499 ବୋଲି କୁହାଯାଉଛି । ଜିଓ ମିଡିଆ କେବୁଲ୍ ସମସ୍ତ CRT ଏବଂ ନୁଆ ଟେକନିକରେ ଆଧାରିତ LCD ବା LEDରେ କାମ କରିବ ଯାହା ପାଈଁ ଅଲଗା ଡ଼ଙ୍ଗଲ ଭଳି ଦେଖାଯାଉଥିବା ଡ଼ୀବାଇଜ ଉପଲବ୍ଧ କରାଯିବ । ଯାହାକୁ ଟିଭି ଏବଂ LCD ବା LED ର ଅନୁସାରେ ବ୍ୟବହାର କରାଯିବ ।

ଜିଓ ନା କେବଳ ଟେଲିକମ କ୍ଷେତ୍ରକୁ ପରିବର୍ତ୍ତନ ଆଣିଛି ବରଂ ଟେକନିକାଲ ମାମଲାରେ ବି ଜିଓ ଭାରତକୁ ଅନେକ ବଡ଼ ପରିବର୍ତ୍ତନ ଆଣିଛି । ଜିଓ ଭାରତରେ ପ୍ରଥମେ ଭିଡିଓ କଲିଂ ଏବଂ ହାଇ ସ୍ପୀଡ଼ 4ଜୀ ସର୍ଭିସ ଠୁ ନେଇ ଫିଚର ଫୋନ ଉପିସ୍ଥିତ କରିଛି । ଏହା ବ୍ୟତିତ ଜିଓ ଭବିଷ୍ୟତ ପାଇଁ ୫ଜି ସର୍ଭିସକୁ ଆଣିବା ପାଇଁ ଚିନ୍ତା କରୁଛି । ଜିଓ ୟୁଜର୍ସଙ୍କୁ ଏହି ଜିଓ ଟିଭି କେବୁଲ୍ ବହୁତ ପସନ୍ଦ ଆସୁଛି । ଜିଓ କେବୁଲ୍ ଟିଭି ଆପଣ ଆସୁଥିବା କିଛିଦିନ ମଧ୍ୟରେ ଅନଲାଇନ ୱେବସାଇଟରୁ କିଣି ପାରିବେ ।

130 ଟଙ୍କା ନୁହେଁ ବରଂ 53 ଟଙ୍କାରେ ମିଳିବ 600ରୁ ଅଧିକ ଚେନାଲ, ପୁରା 1 ମାସ ପାଈଁ ।

. ଜୀବନ ସାରା ଦେଖିବେ ଫ୍ରିରେ ଟିଭି, ମାର୍କେଟରେ ହଲଚଲ ସୃଷ୍ଟି କରିବାକୁ ଯାଉଛି, ଏହି ନୁଆ ସେଟ ଟାଆପ୍ ବାକ୍ସ

. ରିଲାୟାଏନ୍ସ ଜିଓ DTH ସେଟ ବାକ୍ସ ଲଞ୍ଚ, ମୂଲ୍ୟ ଏବଂ ଚେନାଲ୍ ଲିଷ୍ଟ, ବିଲକୁଲ ଅଫର 3 ମାସ ଫ୍ରି ।