ଏହି ଉପକରଣ ମାଧ୍ୟମରେ ଆପଣଙ୍କୁ କ୍ୟାନ୍ସର ହେଇଛି ନା ନାହିଁ କେବଳ ୧୦ ମିନିଟ ରେ ଜଣାପଡ଼ିବ !!

Spread the love

ଆଜିକାଲି ଅଧିକାଂଶ ଲୋକମାନଙ୍କୁ ଆକ୍ରମ କରିସାରିଛି ଏହି ମାରାତ୍ମକ ରୋଗ ଓ ଅନେକ ଲୋକଙ୍କର ମୃତ୍ୟୁ କ୍ୟାନସର କାରଣରୁ ହୋଇଥାଏ । କ୍ୟାନସର ଏକ ବହୁତ ବିପଦଜନକ ରୋଗ ଅଟେ । ଏହି ରୋଗ ଯେ କୌଣସି ବି ବୟସର ଲୋକଙ୍କୁ ହୋଇପାରିଥାଏ । ଆଜିକାଲି ଅଧିକାଂଶ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନସର, ସର୍ବାଇକଲ କ୍ୟାନସର, କୋଲୋରେକ୍ଟର କ୍ୟାନସର ଓ ଅବୋରିୟନ କ୍ୟାନସର ଯେମିତିକା ସମସ୍ୟା ସବୁ ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏପରି ଉପକରଣ ବୈଜ୍ଞାନିକମାନେ ବାହାର କରିଛନ୍ତି ଯାହା ମାଧ୍ୟମରେ ଆପଣଙ୍କୁ କ୍ୟାନ୍ସର ହେଇଛି ନା ନାହିଁ କେବଳ ୧୦ ମିନିଟ ରେ ଜଣାପଡ଼ିବ !!

କ୍ୟାନ୍ସର ଏକ ଏଭଳି ମାରାତ୍ମକ ରୋଗ ଯାହା କି କାହାକୁ ମଧ୍ୟ ହେଇପାରେ । ଅଧିକାଂଶ ସମୟରେ କ୍ୟାନ୍ସର ଶରୀର ଭିତରେ ବ୍ୟାପିଥାଏ କିନ୍ତୁ ଜଣାପଡିନଥାଏ । କିନ୍ତୁ ଏବେ ଆପଣ ୧୦ ମିନିଟ ଭିତରେ ହିଁ ଜାଣିପାରିବେ କି ଆପଣଙ୍କୁ ଏହି ମାରାତ୍ମକ ରୋଗ ହେଇଛି ନା ନାହିଁ । ଆସନ୍ତୁ ସେ ବିଷୟରେ ଜାଣିବା ।

ଗବେଷଣକାରୀ ଙ୍କ ଦ୍ୱାରା ବଡ଼ ସଫଳତା –

କ୍ୟାନ୍ସର ପାଇଁ ଗବେଷଣା କରୁଥିବା ବୈଜ୍ଞାନିକ ମାନେ ସଫଳତା ହାସଲ କରିଲେ । ବହୁତ ଦିନରୁ କ୍ୟାନ୍ସର ଜଡିତ ଗବେଷଣା କରୁଥିଲେ । ଏହି ବୈଜ୍ଞାନିକ ମାନେ ଗୋଟିଏ ଏଭଳି ଟେଷ୍ଟ ର ବିକଶିତ କରିଲେ, ଯାହାକି ଶରୀରରେ କ୍ୟାନ୍ସର ର ଉପସ୍ଥିତି ଥିବା ବିଷୟ କେବଳ ୧୦ ମିନିଟ ଭିତରେ ହିଁ ଜଣାପଡ଼ିଯାଏ ।

ଏହି ଗବେଷଣା ଜର୍ଣ୍ଣଲ ନେଚର କମ୍ୟୁନିକେସନ ରେ ପ୍ରକାଶିତ ହେଇଥିଲା । ଉନିଭେର୍ସିଟି ଓଫ୍ କ୍ୱିସଲୈଣ୍ଡ ର ଗବେଷଣକାରୀ ଏହା ଉପଲବ୍ଧ କରିଥିଲେ । ସେମାନେ ଜଳରେ ଏହି ବେମାର ର ୟୁନିକ ଡ଼ିଏନ୍ଏ ସଂରଚନା କରିଲେ ।

ଏହି କ୍ୟାନ୍ସର ମାନଙ୍କ ବିଷୟରେ ସହଜରେ ଜାଣିହୁଏ –

● ସର୍ବାଇକଲ କ୍ୟାନ୍ସର

● ସ୍ତନ କ୍ୟାନ୍ସର

● ପ୍ରୋଷ୍ଟେଡ଼ କ୍ୟାନ୍ସର

ଟେଷ୍ଟ ମାଧ୍ୟମରେ ଏହି କ୍ୟାନ୍ସର ମାନଙ୍କର ଉପସ୍ଥିତି ଥିବା ବିଷୟରେ ୧୦ ମିନିଟ ଭିତରେ ସହଜରେ ଜାଣିହୁଏ ।