ଆମ ଶରୀରର ହାଡ଼ଗୁଡିକୁ ଫମ୍ପା କରି ଦିଅନ୍ତି : ଆସନ୍ତୁ ଜାଣିବା

Spread the love

ଆଜିକାଲି ପ୍ରାୟ ଅଧିକାଂଶ ଲୋକମାନେ ବାହାରେ ଖାଇବାକୁ ପସନ୍ଦ କରନ୍ତି ! ଯାହାଫଳରେ ଆବଶ୍ୟକ ମୁତକବ ଶରୀରକୁ ପୋଷାକ ପଦାର୍ଥ ମିଳେ ନାହିଁ ଯାହାର ପରିଣତି ସ୍ୱରୂପ ଅଳ୍ପ ବୟସରେ ହିଁ ଶରୀର ଦୁର୍ବଳ (କାମ୍-ଜର) ଅନୁଭାବ କରୁଛୁ ! ଏହା ସଂଗେ ସଂଗେ ମନୁଷ୍ୟ ଏମିତି କିଛି ଖାଦ୍ୟ ସେବନ କରୁଛି ଯାହା ଦ୍ୱାରା ଆମ ଶରୀରର ହାଡ ଗୁଡିକ ଧୀରେ ଧୀରେ ଅଧିକରୁ ଅଧିକରୁ ଦୁର୍ବଳ ହୋଇଯାଉଛି ! ଯାହାର କାରଣରୁ ଆମ ଶରୀରର ସବୁ ଖଞ୍ଜା ଗୁଡିକରେ ଆମ୍ଭେମାନେ ଯନ୍ତ୍ରଣା ଅନୁଭବ କରୁଛୁ !

ପ୍ରିୟ ପାଠକ ବୃନ୍ଦ ଆମେ ଆଜି ଏହି ଅନୁଛେଦରେ କହିବୁ କେଉଁ ଦୁଇଟି ଆଧିକ ମାତ୍ରାରେ ଖାଇଲେ ଆମ ଶରୀରର ହାଡ଼ଗୁଡିକ ଦୁର୍ବଳ ହୋଇଯଉଛି ! ତେବେ ଆସନ୍ତୁ ଜାଣିବା :

ଅନୁଛେଦଟି ଭଲ ଲାଗିଲେ comment କରନ୍ତୁ ଏବଂ share କରି ଅନ୍ୟମାନଙ୍କୁ ଜଣାନ୍ତୁ !

1. ମାଂସ ସେବନ

ଛେଳି ମାଂସ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି ଏବଂ ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ! କିନ୍ତୁ ଛେଳି ମାଂସ ଖାଇବା ଦ୍ୱାରା ଆମର କଣ ଅପକାରିତା ହୁଅ ସେ ବିଷୟରେ ବୋଧେ ଅଳ୍ପ କେତେ ଲୋକ ହିଁ ଜାଣିଥିବେ ବୋଧେ ! ଛେଳିମାଂସରେ ହାଇଡ୍ରକ୍ଳରୀକ ଏସିଡ୍ ର ମାତ୍ର ଅଧିକ ଥାଏ, ଛେଳି ମାଂସ ଅଧିକ ଖାଇବା ଦ୍ୱାରା ଆମ ଶରୀରର ହାଡ଼ ଗୁଡିକ ଧୀରେ ଧୀରେ ଦୁର୍ବଳ ହୋଇଯାଏ ! ଯେଉଁଥିରେ ପାଇଁ ଆମ ଶରୀରର ଖଞ୍ଜା ଗୁଡିକରେ ଧୀରେ ଧୀରେ ଯନ୍ତ୍ରଣା ହେବାକୁ ଲାଗୁଛି ! ତେଣୁ ଆମେ ଆମ ଶରୀରକୁ ସୁସ୍ଥ ଓ ଅଧିକ ମଜବୁତ କରିବା ନିମନ୍ତେ ଛେଳିମାଂସ ଖାଇବା ପ୍ରତି ଆକର୍ଷଣ କମାଇବା ନିତାନ୍ତ ଜରୁରୀ !

2. ଅଧିକ ମାତ୍ରାରେ ଲୁଣ ଖାଇବା :

ଜଳ ଯେପରି ଆମର ଅତ୍ୟନ୍ତ ଆବଶ୍ୟକ ଠିକ ସେହିପରି ଲୁଣ ମଧ୍ୟ ! ରୋଷେଇରେ ଆବଶ୍ୟକ ରୋଷେଇ ସାମଗ୍ରୀ ମଧ୍ୟରୁ ଲୁଣ ଅତ୍ୟନ୍ତ ଅପରିହାର୍ଯ୍ୟ ପଦାର୍ଥ ! କିନ୍ତୁ କିଛି ଲୋକମାନେ ଲୁଣକୁ ଅଧିକ ମାତ୍ରରେ ସେବନ କରୁଛନ୍ତି ! ଅଧିକ ମାତ୍ରାରେ ଲୁଣ ସେବନ କରିବା ଫଳରେ ଶରୀରର ହାଡ଼ଗୁଡିକ ଦୁର୍ବଳ ହୋଇଯାଏ ଏବଂ ଧୀରେ ଧୀରେ ଯନ୍ତ୍ରଣା ଆରମ୍ଭ ହୁଏ ! ତଥା ଅଧିକମାତ୍ରାରେ ଲୁଣ ସେବନ କରିବା ଆମ ଶରୀରରେ କ୍ୟାଲସିୟମର ମାତ୍ର କମିଯାଏ ! ତେଣୁ ଲୁଣ ଖାଇବା କମାଇଦେବା ଉଚିତ !

ଆଶା କରୁଛୁ ଆମର ଏହି ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ !

!! ନମସ୍କାର !!