ଅମୀର ଖାନଙ୍କ ଝିଅ ଇରା ଖାନଙ୍କ ବିଡିଓ ହେଲା ଭାଇରାଲ । ନିଜ ବୋଏଫ୍ରେଣ୍ଡ ସହିତ କରୁଥିଲେ ଏହି କାମ…

Spread the love

ଖାସକରି ବଲିଉଡ ଅଭିନେତାଙ୍କ ପିଲାମାନେ ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି । ସେମାନଙ୍କର କିଛି ନା କିଛି କାମ ଯୋଗୁଁ ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ବହୁତ ନାମ ଅର୍ଜନ କରିଥିବା ଅଭିନେତା / ଅଭିନେତ୍ରୀଙ୍କ ପିଲାମାନଙ୍କ ବିଷୟରେ ଜାଣିବାକୁ ଲୋକମାନେ ବହୁତ ଚାହୁଁଛନ୍ତି । ପ୍ରଥମେ ମିଡ଼ିଆମାନେ କେବଳ ଅଭିନେତ୍ରୀ ଓ ଅଭିନେତାଙ୍କ ଉପରେ ଅଧିକ ଧ୍ୟାନ ଆକର୍ଷଣ କରୁଥିଲେ କିନ୍ତୁ ଏବେ ସେମାନେଙ୍କ ପିଲାମାନଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଅଧିକାଂଶ ସମୟରେ ଖାନ୍ ପରିବାରର ପିଲାମାନେ ବହୁତ ଚର୍ଚ୍ଚାରେ ରହିଥାନ୍ତି । ସେହି ଖାନ୍ ପରିବାର ମଧ୍ୟରୁ ଅମୀର ଖାନଙ୍କ ଝିଅ ଇରା ଖାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯିଏ କି ଏହି ଭିଡିଓ ଯୋଗୁଁ ବହୁ ଚର୍ଚ୍ଚାରେ ରହିଛନ୍ତି ।

ବିଡ଼ିଓରେ ଇରା ଖାନ୍ ନିଜ ବୋଏଫ୍ରେଣ୍ଡ ସହିତ ନାଚୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେଠାରେ ସେହି ଦୁହେଁଙ୍କ ମିତ୍ରମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଇରା ଖାନ ବୋଏଫ୍ରେଣ୍ଡର କାନ୍ଧ ଉପରେ ହାତ ରଖି ନାଚୁଛନ୍ତି । ଏହି ଭିଡିଓରେ ଇରା ଖାନ୍ ବହୁତ ଖୁସିରେ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । କ୍ୟାମେରା ଆଡ଼କୁ ଦେଖି ଇରା ଖାନ୍ ଶେଷରେ ମିସାଲ ସହ କାନ୍ଧ ମିଶାଇଲେ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ଏହି ଭିଡିଓ ନିଜେ ଇରା ଖାନ୍ ହିଁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

ଆପଣଙ୍କୁ କହିବାକୁ ଚାହୁଁଛୁ କି, ଇରା ଖାନ୍ ମିସାଲ ସହ ଥିବା ସମ୍ପର୍କ ବିଷୟରେ ସେତେବେଳେ ଜାଣିବାକୁ ମିଳିଥିଲା, ଯେତେବେଳେ ତାଙ୍କୁ ଗୋଟିଏ ପ୍ରଶଂସକ ଏହି ବିଷୟରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ନିଜ ତରଫରୁ ଇରା ଖାନ୍ ମିସାଲ ସହ ଥିବା ଗୋଟିଏ ଫୋଟକୁ ସେୟାର କରିଥିଲେ । ଏହି ଫୋଟଟି ମିସାଲକୁ ମଧ୍ୟ ଟ୍ୟାଗ କରିଥିଲେ । ଯାହାପରେ ସମସ୍ତେ ମିସେଲ ବିଷୟରେ ଜାଣିବାକୁ ଚାହୁଁଥିଲେ ।

ଇରାଙ୍କ ବୋଏଫ୍ରେଣ୍ଡ ମିସାଲ, ନ୍ୟୁୟର୍କରେ ବେଷ୍ଟ ମ୍ୟୁଜିକ କମ୍ପୋଜର, ପ୍ରଡ୍ୟୁସର ଓ ଆର୍ଟିଷ୍ଟ ଅଟନ୍ତି । ଏହା ପ୍ରଥମ ଥର ନୁହେଁ, ସେ ଅନେକ ଥର ମିସେଲ ସହିତ ଥିବା ଫୋଟ ଓ ଭିଡିଓ ଗୁଡ଼ିକୁ ସେୟାର କରିଥିଲେ ।

ଇରାଙ୍କ ବୟସ ମାତ୍ର ୨୨ ବର୍ଷ ଓ ସେ ଏବେ ପାଠ ପଢୁଛନ୍ତି । ଏ ବିଷୟରେ ମଧ୍ୟ ଖବର ଶୁଣିବାକୁ ମିଳୁଛି କି, ନିଜ ପାଠପଢା ସରିବା ପରେ ସେ ବଲିଉଡରେ ଡେବ୍ୟୁ କରିପାରନ୍ତି । ଏହି ବିଷୟରେ ଅମୀର ଖାନଙ୍କୁ ପଚାରିବାରୁ ସେ କହିଲେ କି, ଇରା ଖାନ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯଥା ଶୀଘ୍ର ଆସିବା ପାଇଁ ଚହୁଁଛନ୍ତି । ଇରା ଖାନ୍ ବଲିଉଡରେ ଡେବ୍ୟୁ ରୂପେ ଚଳଚିତ୍ରରେ କାମ କରିପାରନ୍ତି ବା ଚଳଚିତ୍ର ପ୍ରସ୍ତୁତ କରିପାରନ୍ତି ।