ବଡ଼ ଖବର : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଦ ଟ୍ରମ୍ପ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଙ୍କୁ କହିଲେ, କେବଳ କହିବା ନୁହଁ କରିକି ଦେଖାଅ !

Spread the love

ପାକିସ୍ତାନ ଏବେ ହିଁ ନୁହେଁ, ସେ କେବେମଧ୍ୟ କହିଥିବା ନିଜ ବଚନର ରଖିବାରେ ଅସମର୍ଥ ହେଇଛି । କହିଥାଏ ଗୋଟିଏ ଓ କରିଥାଏ ଆଉ କିଛି । ପାକିସ୍ତାନ ର ବର୍ତ୍ତମାନ ଇମରାନ୍ ଖାନ୍ ପ୍ରଧନମନ୍ତ୍ରୀ ରୂପେ ଅଛନ୍ତି । ଯିଏ କି ଭାରତକୁ ଅନେଜ ସମୟରେ କଥା ଦେଇ ପଛେଇ ଗଲେ ।

ଭାରତ ସହ ଅନ୍ୟ କେତେକ ଦେଶ ମଧ୍ୟ ପାକିସ୍ତାନ ବାରମ୍ବାର କହିଆସୁଛି, ଆତଙ୍କବାଦୀଙ୍କୁ ସାହାଯ୍ୟ କର ନାହିଁ ଏବଂ ସେମାନଙ୍କୁ ପ୍ରସୟ ଦିଅ ନାହିଁ । ତଥାପି ପାକିସ୍ଥାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସାନ୍ଗେ ସଂଗେ ପ୍ରସୟ ମଧ୍ୟ ଦେଇଆସୁଛି । ୧୪ ଫେବୃଆରୀରେ ଘଟିଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଯବାନ ସହିଦ ହେଇଥିଲେ । ଯାହାର ସଠିକ୍ ଜବାବ ଦେବାପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ବାଲାକୋଟ୍ ରେ ଜୈସ୍-ଏ-ମହମ୍ମଦର ସବୁଠାରୁ ବଡ଼ ଆତଙ୍କ ଶିବିରକୁ ଧ୍ବଂସ କରିଥିଲେ ଏବଂ ଜୈସ୍-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ମଧ୍ୟ ଧ୍ବଂସ କରିଥିଲା ।

ଗତ ବୁଧୁବାର ଦିନ ଗୋଟିଏ ପ୍ରେସ୍ କନ୍-ଫରେନ୍ସ ପାକ୍ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଆତଙ୍କବାଦି ପାକିସ୍ତାନର ମଧ୍ୟ ଆତାବଙ୍କବାଦୀ ଅଟେ ଭାରତର ଶତ୍ରୁ ପାକିସ୍ଥାନର ଶତ୍ରୁ ।

ବିଗତ ଦିନର ଏହିସବୁ ଘଟଣାକୁ ଟିକ୍-ନିଖ୍ ଭାବରେ ତର୍ଜମା କରି ଆସୁଥିଲେ ଏବଂ ପାକ୍ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଦ ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ କହିଲେ କି “ତୁମେ କେବଳ କହିବା ନୁହଁ ତାହା କରି ଦେଖାଇଲେ ହିଁ ସମଗ୍ର ପୃଥିବୀ ତୁମକୁ ବିଶ୍ୱାସ କରିବ ” ।

ତୁମେ ଆତଙ୍କବାଦୀଙ୍କ ବିରୋଧରେ କିଛି କାର୍ଯ୍ୟ ପ୍ରକ୍ରିୟା ନ କରିଲେ ତୁମକୁ ଆଉ କେହି ମଧ୍ୟ ସାହାଯ୍ୟ କରିବେ ନାହିଁ । କେବଳ ଆମେରିକା ହିଁ ନୁହଁ ସବୁ ଦେଶ ଏକଜୁଟ ହୋଇ ପାକିସ୍ତାନକୁ ଚେତାବନୀ ଦେଲେ କି, ଆତଙ୍କବାଦୀଙ୍କ ବିରୋଧରେ ଯଦି କିଛି ଶକ୍ତ ପଦକ୍ଷେପ ନ ନିଆଯିବ ତେବେ ଏହାର ପରିଣାମ କଣ ହେବ ତାହା ନିଜେ ଜାଣିଥିବ ।

ଏଭଳି ଯଦି ହୁଏ ପାକିସ୍ତାନ କୁ ଆଉ ଅଧିକ ସମୟ ଲାଗିବନାହିଁ କାଙ୍ଗାଳୀ ହେବାକୁ । ଆଶା କରୁଛୁ କି ପାକିସ୍ତାନ ଏଭଳି ଭୁଲ ଆଉ କରିବନାହିଁ । କିନ୍ତୁ ଏହାର ଉତ୍ତର ସମୟ ଆସିଲେ ହିଁ ଜଣାପଡିବ କି ପାକିସ୍ତାନ ସୁଧୁରିଲା ନା ନାହିଁ ।