ଆଜି ଠାରୁ ହେଉଛି ସାଢେସାତୀର ଅନ୍ତ, ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସବୁ ସ୍ଵପ୍ନ ହେବ ପୂରଣ…. ଖୁସିରେ ଜୀବନ ଅତିବାହିତ କରିବେ । ଦେଖନ୍ତୁ ଆପଣଙ୍କ ରାଶି ବି ଥାଇପାରେ

Spread the love

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ସେ ସମସ୍ତଙ୍କ ସହିତ ନ୍ୟାୟ କରିଥାନ୍ତି । ଏହା ଛଡା କହିଦେଉଛୁ; ଶନିଦେବଙ୍କ କୃପାରେ ଜୀବନରେ ସୁଖ ସମୃଦ୍ଧି ମିଳିଥାଏ । ତାଙ୍କର ଉପାସନା କରିବା ଦ୍ଵାରା ଆମର ସମସ୍ତ ସମସ୍ୟା ଦୂର ହୋଇଯାଏ । ତେଲ, କୋଇଲା, ଲୁହା, କଳା ରାଶି, କଳା ବିରି, ଜୋତା ଓ ଚପଲ ଇତ୍ୟାଦି ଦାନ କରିବା ଦ୍ଵାରା ଶନିଦେବଙ୍କର କୃପା ମିଳିଥାଏ ।

ସମାପ୍ତ ହୋଇଗଲା ସାଢେସାତୀ, ଏହି ରାଶିମାନଙ୍କର ଆସିବ ଭଲ ଦିନ

କହିବାକୁ ଗଲେ ଶନିଦେବ ବ୍ୟକ୍ତିର କର୍ମ ଅନୁସାରେ ହିଁ ଫଳ ଦେଇଥାନ୍ତି । କୁହାଯାଏ କି ଶନିଦେବ ଯଦି କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇଯାନ୍ତି, ତେବେ ସେହି ବ୍ୟକ୍ତିକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଜ୍ୟୋତିଷ ବିଦ୍ୟା ଅନୁସାରେ, ଶନିଦେବ ଏଥର ୬ଟି ରାଶି ଉପରେ କୃପା କରିବେ । ଏହି କାରଣରୁ ଏପ୍ରିଲ ମାସରେ ସେ ସେମାନଙ୍କ ଉପରେ ନିଜର କୃପା ବର୍ଷାଇବେ । ଆଜି ଠାରୁ ସାଢେସାତୀ ସମାପ୍ତ ହେଉଛି ଓ ଏହି ୬ଟି ରାଶିରେ । ଶନିଦେବଙ୍କ ଆଶୀର୍ବାଦ ମିଳିବ ।

କନ୍ୟା, ମୀନ :-

ଏହି ରାଶିର ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ଅଚାନକ ବଡ ପରିବର୍ତ୍ତନ ଦେଖାଯିବ । ଏହା ସଂଗେ ସଂଗେ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଏହି ଦୁଇଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ମଧ୍ୟ ସଫଳ ହେବେ । ଭାବି ଚିନ୍ତା ପ୍ରତ୍ୟେକ କାର୍ଯ୍ୟ କରିବେ ଏବଂ ବିବେକାନୁମୋଦନ ଅନୁସାରେ କାର୍ଯ୍ୟ କରି ଆଗକୁ ବଢ଼ିବେ । କ୍ରୋଧ ଆପଣଙ୍କ କାର୍ଯ୍ୟ ପାଇଁ ଅସୁବିଧା ସୃଷ୍ଟି କରିପାରେ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଓ ନିଜକୁ ଶାନ୍ତଶିଷ୍ଟ ରଖିବାକୁ ପ୍ରୟାସ କରନ୍ତୁ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବାର ଯୋଗ ରହିଛି ।

ଧନୁ, ସିଂହ :-

ବ୍ୟୟ ବୃଦ୍ଧି ହେବ । ଯେକୌଣସି କାର୍ଯ୍ୟ କରିବା ପାଇଁ ମନରେ ଉତ୍ସାହିତ ଜାଗ୍ରତ ହେବ । ସେହିପରି କିଛି ଶୁଭ ଖବର ମିଳିବ । ପ୍ରତିଟି କାର୍ଯ୍ୟକୁ ସଂଘର୍ଷତାର ସହ କରିବା ପାଇଁ ଇଛ ଜାଗ୍ରତ ହେବ । ଜୀବନ ସୁଖମୟ ହେବ । ବ୍ୟବସାୟିକ ଯାତ୍ରାରେ ସଫଳ ହେବେ । ନୂତନ କାର୍ଯ୍ୟ କରିବା ପାଇଁ ମନରେ ଇଛା ପ୍ରକଟ ହେବ ଏବଂ ସଫଳ ମଧ୍ୟ ହେବେ ।

ମକର, ମେଷ :-

ଲକ୍ଷ୍ୟକୁ ଆଖି ଆଗରେ ରଖି କାର୍ଯ୍ୟ ସମ୍ପାଦନା କରିବା ପାଇଁ ପ୍ରେରଣା ମିଳିବ । ସଫଳତା ନିଶ୍ଚୟ ମିଳିବ । କାହାରିକୁ କଷ୍ଟ ହେଲା ଭଳି କିଛି ବାକ୍ୟ କୁହନ୍ତୁ ନାହିଁ । ଆଟିତରୁ ବିତି ଆସୁଥିବା ସମସ୍ତ କଷ୍ଟ ଦୂର ହେବ ସଂଗେ ସଂଗେ ନୂତନ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବେ । କେତେକ ଶତ୍ରୁ ଆପଣଙ୍କ ଚଲା ପଥରେ କଣ୍ଟକ ବିଛାଇବେ । ତଥାପି ଆପଣଙ୍କ ସଫଳତାକୁ କେହି ଅଟକାଇ ପାରିବେ ନାହିଁ । ଯେଉଁଭଳି ଦୁର୍ବଳ ଆର୍ଥିକ ସ୍ଥିତି ଥିଲା, ତାହା କାଳକ୍ରମେ ଦୂର ହେବ ଓ ଆର୍ଥିକ ସ୍ଥିତି ମଜବୁତ ହେବ। କିନ୍ତୁ ଆପଣ ଭାବ ବିହ୍ଵଳ ହୋଇ ନିଜ ବନ୍ଧୁ, ଜ୍ଞାତିକୁଟୁମ୍ବକୁ ଆର୍ଥିକ ସାହାଯ୍ୟ କରିବା ପୂର୍ବରୁ ଥରଟିଏ ଅତୀତ ବିଷୟରେ ଭାବନ୍ତୁ । ଅତି ଖୁସରେ ଜୀବନ ଅତିବାହିତ କରିବେ ।