ଆଜି ରାତିରେ କହି ଦିଅନ୍ତୁ ଏହି ତିନି ଅକ୍ଷରର ମନ୍ତ୍ର ଘରେ ଧନର ବର୍ଷା ହେବ ।

Spread the love

ଆଜି ଆପଣଙ୍କୁ ଆମେ ଗୁଜରାତିର ଗୋଟିଏ ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ସବୁ ରାସ୍ତା ଖୋଲିଯିବ ଓ ଆପଣଙ୍କ ଭାଗ୍ୟର ସବୁ ତାଲା ଖୋଲିଯିବ । ନିଜ ଜୀବନକୁ ବେକାର ବୋଲି ଭାବୁଥିବା ଲୋକଙ୍କ ଜୀବନରେ ଚାରିଗୁଣ ଖୁସି ବଢିଯିବ । ଆମ ଶାସ୍ତ୍ର ଅନୁସାରେ ଏହି ଉପାୟର ବହୁତ ମହତ୍ତ୍ୱ ରହିଛି ।

ଗୁଜରାତି ଓ ଲବଙ୍ଗକୁ ଆମେ ଖାଇବାରେ ବ୍ୟବହାର କରିଥାଉ । ତେବେ ଆଜି ଆମେ ଏହି ଗୁଜରାତି ଓ ଲବଙ୍ଗ ସହିତ ଗୋଟିଏ ଉପାୟ କହିବୁ, ଯାହାଦ୍ୱାରା ଆପଣଙ୍କୁ ନିଜ ଜୀବନରେ ସୁଖ ସମୃଦ୍ଧିର ଲାଭ କରିପାରିବେ । ଆପଣ ଆପଣଙ୍କ ଜୀବନରେ ଖୁସିରେ ରହିପାରିବେ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ଆପଣଙ୍କ ସାଥ୍ ଦେବ ।

Google

ଯେଉଁ ଲୋକମାନେ ହିନ୍ଦୁ ଶାସ୍ତ୍ରକୁ ଜାଣିଛନ୍ତି, ସେମାନଙ୍କୁ ଏହି କଥା ବିଷୟରେ କହିବାକୁ ଆବଶ୍ୟକତା ନାହିଁ । ଆଜି ଆମେ ଗୁଜରାତି ବିଷୟରେ କହିବୁ, ଗୁଜରାତିର ପ୍ରୟୋଗ କରିବା ସମୟରେ ଗୋଟିଏ କଥାକୁ ଧ୍ୟାନ ରଖିବେ ଯେମିତିକି ଆପଣଙ୍କୁ ଏହି ଉପାୟର ପ୍ରୟୋଗ କରିବା ସମୟରେ କେହି ଯେପରି ନ ଦେଖିବେ । ଆପଣଙ୍କୁ ଅତ୍ୟଧିକ ସମସ୍ୟା ଘେରି ରହୁଛି ଓ ଆପଣଙ୍କୁ ଲାଗୁଛି ଯେ, ଆପଣଙ୍କ ଉପରେ କାହାର ଖରାପ ନଜର ପଡ଼ିଛି; ଯାହା ଯୋଗୁଁ ଆପଣଙ୍କୁ ସମସ୍ୟା ପରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ତଥାପି ଆପଣଙ୍କ ସାଥ୍ କେହି ବି ଦେଉ ନାହାଁନ୍ତି । ତେବେ ଆପଣଙ୍କୁ କୌଣସି ଚିନ୍ତା କରିବା ଆବଶ୍ୟକତା ନାହିଁ । ଏବେ ଚାଲନ୍ତୁ ଗୁଜରାତି ବିଷୟରେ ଜାଣିବା ।

Google

ଆପଣ ଏକ ସବୁଜ ଗୁଜରାତି ଆଣି ଆପଣ ଆପଣଙ୍କ ପୂଜା କକ୍ଷ ସମ୍ମୁଖରେ ବସନ୍ତୁ । ଦୁଇ ହାତକୁ ଯୋଡ଼ି ଆଖି ବନ୍ଦକରି “ଓଁ ଶ୍ରୀଂ ଶ୍ରୀୟୈ ନମଃ” ଏହି ମନ୍ତ୍ରକୁ ୧୦୮ ଥର ମନେ ମନେ ଜପ କରନ୍ତୁ । ମନ୍ତ୍ରକୁ ଗଣିବା ଉଦ୍ଦେଶ୍ୟରେ ହାତରେ ସ୍ପଟିକ ମାଳ ଜପ କରିବାକୁ ପଡ଼ିବ । ଏହି ମନ୍ତ୍ରକୁ ଉଚ୍ଚାରଣ କରୁଥିବା ସମୟରେ ଆପଣଙ୍କୁ କେହି ମଧ୍ୟ ବାଧା ଦେବା ଉଚିତ ନୁହେଁ । ଜପ କରି ସାରିବା ପରେ ସେହି ଗୁଜରାତିକୁ ନିଜ ହାତ ମୁଠାରେ ରଖି ଘରେ ସାତ ଥର ବୁଲିବାର ଅଛି ।

Google

ସାତ ଥର ବୁଲିବା ପରେ ପୁଣିଥରେ ପୂଜା ରୁମରେ ବସି ସେହି ଗୁଜରାତିକୁ ଲାଲ କପଡ଼ାରେ ରଖି ବାନ୍ଧି ଦିଅନ୍ତୁ । ଗୋଟିଏ ଛୋଟ ପୁଟଲି ତିଆରି କରନ୍ତୁ ଓ ସେହି ଛୋଟ ପୁଟଲିକୁ ଘରର ଗୋଟିଏ ଏଭଳି ଜାଗାରେ ରଖିଦିଅନ୍ତୁ, ଯାହାକି କାହାକୁ କେବେ ମିଳିବ ନାହିଁ ଓ ଘରର ସଦସ୍ୟ ଯେମିତି ଏହାକୁ ନ ଦେଖନ୍ତି । ଏହି ଉପାୟକୁ ଆପଣ ଯେକୌଣସି ଦିନରେ ଓ ଯେକୌଣସି ସମୟରେ କରିପାରିବେ । ଗୋଟିଏ କଥାକୁ ମନେ ରଖିବେ ଏହି ଉପାୟ କରିବା ୨୧ ଦିନପରେ ଏହାକୁ ନଦୀରେ ଭସାଇ ଦେବେ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !